ଚାକିରୀ କରିବା ଲୋଭରେ ଆଉ କିଛି କରୁଥିଲା କି ଗୋପାଳର ଝିଆରୀ!, ଏନେଇ ଉଠିଛି ବଡ ପ୍ରଶ୍ନ।

ନବ ଦାସ ହ-ତ୍ୟା ମାମ-ଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ ସତ୍ୟ ଜଣା ପଡି ନାହିଁ। ପ୍ରତିଦିନ ଏହି ହ-ତ୍ୟା ମାମ-ଲା ସହିତ ଜଡ଼ିତ କିଛି କିଛି ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି।

ହ-ତ୍ୟା ପଛରେ ଗୋପାଳର ହାତ ଥିବା କଥା ସମସ୍ତେ ଜାଣିଥିବେ କିନ୍ତୁ ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି ତାହା ଶୁଣିବା ପରେ କେହି ବିଶ୍ୱାସ କରି ପାରିବେ ନାହିଁ।ସୂଚନା ଅନୁଯାୟୀ ଗୋପାଳ ଦାସଙ୍କ ଝିଆରୀ ନବ ଦାସଙ୍କ ପାଖକୁ ଚାକିରୀ କରିବାକୁ ଯାଉଥିଲେ।

ଏବେ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ କଣ ନିଜ ଝିଆରୀ ସହିତ ଜଡିତ କିଛି କଥା ପାଇଁ ଗୋପାଳ ରା-ଗି ଯାଇଥିଲେ। ଆଉ ଏପରିକି ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଥରେ ନବ ଦାସ ରା-ଗରେ ଗୋପାଳ ଉପରକୁ ହାତ ଉଠାଇ ଦେଇଥିଲେ। ତେବେ ଏ କଥା ଆମେ କହୁ ନାହୁଁ , ଏକଥା ନିଜେ କହିଛନ୍ତି ଝାରସୁଗୁଡ଼ାର ଜଣେ ବରିଷ୍ଠ ମନ୍ତ୍ରୀ।

ତାଙ୍କ କହିବା ଅନୁସାରେ ଯଦି ଏହି କଥା ସତ ହୋଇଥାଏ। ତେବେ ନିଶ୍ଚିତ ଭାବରେ ହ-ତ୍ୟା ମାମ-ଲା ସହିତ ଏହି କଥାର କିଛି ନା କିଛି ସ-ମ୍ବନ୍ଧ ରହି ଥାଇପାରେ। ଆଉ ଯାହା ପରେ ଏପରି କିଛି ଅଘ-ଟଣ ଘଟିଗଲା। ତେବେ ଆହୁରି ମଧ୍ୟ କୁହାଯାଉଛି ଯେ,କେବଳ ଗୋପାଳ ଦାସଙ୍କ ହାତ ଏଥିରେ ନାହିଁ। ଏଥିରେ ଅନେକ ବଡ ବଡ ନେତା ମନ୍ତ୍ରୀଙ୍କ ହାତ ରହିଥିବା କଥା ସ-ନ୍ଦେହ କରାଯାଉଛି।

ଅନ୍ୟ ପକ୍ଷରେ ଆହୁରି ମଧ୍ୟ ସ-ନ୍ଦେହ କରାଯାଉଛି ଯେ , ନବ ଦାସ କୋଇଲା କାରବାର କରୁଥିଲେ। ବୋଧ ହୁଏ ସେଥିରେ କିଛି ବ୍ୟବସାୟିକ ଶ-ତ୍ରୁତା ଥାଇପାରେ। ଯାହା ଫଳରେ ଏପରି କା-ଣ୍ଡ ଘଟିଗଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ମଧ୍ୟ କୁହାଯାଇପାରିବ ନାହିଁ। ଯେ ପର୍ଯ୍ୟନ୍ତ ଗୋପାଳ ମୁହଁ ଖୋଲି ସତ ନ କହିଛି ସେ ପର୍ଯ୍ୟନ୍ତ ପୋଲି-ସକୁ ହାତ ବାନ୍ଧି ବସିବାକୁ ପଡିବ।

Leave a Reply

Your email address will not be published. Required fields are marked *