କଣ କହିବା ଆଉ , କିଏ କେତେଥର ବାହା ହେଉଛନ୍ତି ତାର କିଛି ଠିକଣା ନାହିଁ ,ପୁରା ଆମେରିକା ଜାପାନ ହେଇଗଲାଣି

ବନ୍ଧୁଗଣ ଆପଣମାନେ ତ ରାଜନୀତିର ଗରମା ଗରମ୍ ଖବର ସମ୍ପ-ର୍କରେ ଅବଗତ ରହୁଥିବେ।ପ୍ରତିଦିନ ବିଭିନ୍ନ ମାଧ୍ୟମ ତଥା ନ୍ୟୂଜ୍ କିମ୍ବା ଖବରକାଗଜରେ ରାଜନୀତି ବିଷୟରେ କିଛି ନା କିଛି ଖବର ନିହାତି ରହିଥାଏ। କେବେ ବି-ରୋଧୀ ଦଳ ଲୋକ ଶାସକ ଦଳ ବିରୋ-ଧରେ ଅଭି-ଯୋଗ ଆଣିଥାନ୍ତି ତ ଶାସକ ଦଳ ବି-ରୋଧୀ ଦଳଙ୍କ ବିରୋ-ଧରେ ଅଭି-ଯୋଗ ଆଣନ୍ତି।ବର୍ତ୍ତମାନ ଆମ୍ଭେ ଆପଣମାନଙ୍କୁ ଯେଉଁ ଖବର ବିଷୟରେ କହିବା ପାଇଁ ଯାଉଛୁ ତାହା ହେଉଛି ବି-ରୋଧୀ ଦଳର ନେତ୍ରୀ କୁସୁମ ଟେଟେ ଶାସକ ଦଳ ବିରୋ-ଧରେ ଅଭି-ଯୋଗ ଆଣିଛନ୍ତି।

ସେ କହିଛନ୍ତି କି ରାଜ୍ୟ ସରକାର ସବୁ କଥାକୁ ଚାପି ଦେବା ପାଇଁ ଚାହୁଁଛନ୍ତି।କିଛି ତ-ଦନ୍ତ ଠିକ୍ ସେ କରୁନାହାନ୍ତି।ଏଇ ଗୋପାଳ ଦାସଙ୍କ କଥାକୁ ନେଲେ ,ଗୋପାଳ ଦାସ ତ ନିଜେ କହୁଛି କି ସେ ମା-ରିଛି ବୋଲି।ତେବେ କିଏ ମା-ରିଲାକୁ କାହା କଥାରେ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା କରିଲା ସେହି ବିଷୟରେ ତ-ଦନ୍ତ ନକରି ,କିପରି ହ-ତ୍ୟା ହେଲା ସେହି ବିଷୟରେ ଖାଲି ତ-ଦନ୍ତ କରୁଛନ୍ତି।

କାରଣ ରାଜ୍ୟସରକାର କଥାକୁ ଚାପି ଦେବା ପାଇଁ ଚାହୁଁଛନ୍ତି।ସେ ଆହୁରି କହିଛନ୍ତି କି ସେମାନେ ନିୟମ ଦେଖି କିଛି ପ୍ରଶ୍ନ ପଚାରିଥିଲେ,କିନ୍ତୁ ଶାସକ ଦଳ ତାହା ନିୟମରେ ନାହିଁ କହି ଏଡ଼ାଇଦେଲେ।ଏମିତି ଏକ ଘ-ଟଣା ଘଟିଛି ଯାହାର ମାମ-ଲା ଚାଲିଛି ଯେଉଁଠି ଜଣେ ଗୋଟେ ଝିଅ ସହ ସ-ମ୍ପର୍କ ରଖି ତାଙ୍କୁ ବାହା ହେଲାନାହିଁ।ଏହି ସବୁ କଥା ଠିକ୍ ନୁହେଁ।ଆଉ କିଛି ବିଧାୟକ ଅଛନ୍ତି ଯେ ଯେଉଁମାନଙ୍କର ଆ-ଚାର ବ୍ୟବହାର ଆଦୌ ଗ୍ରହଣ ଯୋଗ୍ୟ ନୁହେଁ।ଜଣେ ଲୋକ ପ୍ରତିନିଧି ହୋଇ ଏପରି କରିବା ଠିକ୍ ନୁହେଁ।

ଆଉ କିଛି ବିଧାୟକ ଝିଅ ମାନଙ୍କୁ ମଧ୍ୟ ଅ-ତ୍ୟାଚା-ର କରୁଛନ୍ତି।ସେ ତାହାକୁ ନି-ନ୍ଦା କରୁଛନ୍ତି।ଆଜିକାଲି ତ କେତେଥର ବାହା ହେଉଛନ୍ତି ତାହା ଠିକ୍ ନାହିଁ।ପୁରା ଜାପାନ ଏବଂ ଆମେରିକା ଭଳି ହୋଇଗଲାଣି।ଆଉ ରାଜ୍ୟ ସରକାର କହୁଛନ୍ତି ଯେ ସେ ସବୁ ବୁଝୁଛନ୍ତି।କିନ୍ତୁ କିଛି ବୁଝୁନାହାନ୍ତି।ଚାଷୀ ବହୁତ ହଇ-ରାଣ ହେଉଛନ୍ତି। ଟୋକେନ୍ ବ୍ୟବସ୍ଥାରେ ଚାଷୀ ଭଲ ଭାବରେ ଧାନ ବିକି ପାରୁନାହାନ୍ତି।ଏହି ସବୁ ହଇ-ରାଣ ହେଉଛନ୍ତି ଚାଷୀ।

Leave a Reply

Your email address will not be published. Required fields are marked *