ସ୍ତ୍ରୀ ପାଖରେ ମନ ଭରିଲାନି…ଝିଅକୁ ବାରମ୍ବାର ଦୁ-ଷ୍କର୍ମ କଲା ବାପା, ସହଯୋଗ କରୁଥିଲା ସ୍ତ୍ରୀ।:-

ଉଦଳା ଥା-ନା ଅଞ୍ଚଳରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ଯୌ-ନ ପିପାସୁ ସାବତ ବାପା ସାଜିଲା ପି-ଶାଚ। ନିଜର ନାବାଳିକା ଝିଅକୁ କରିଲା ବାରମ୍ବାର ଦୁ-ଷ୍କର୍ମ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜନ୍ମ ଦେଇଥିବା ମାଆ ନିଜର ମମତାକୁ ଭୁଲି ବିବେକ ହୀନ ଭାବରେ ନିଜ ସ୍ୱାମୀକୁ କରୁଥିଲା ସାହାଯ୍ୟ।

ସାବତ ବାପାକୁ ଏଭଳି ଏକ ଘଟ-ଣାରେ ମାଆଟି କରୁଥିଲା ସହଯୋଗ। ଶେଷରେ ନିଜ ଜୀବନ ବଂଚାଇବା ପାଇଁ ପୋଲି-ସ୍‌ର ଦ୍ୱାରସ୍ଥ ହେଲେ ନାବା-ଳିକା। ସୂଚନା ଅନୁସାରେ ଉଦଳା ଥା-ନା ଅଂଚଳରେ ଜଣେ ନାବା-ଳିକାକୁ ତାହାର ସାବତ ବାପା ବାରମ୍ବାର ଦୁ-ଷ୍କର୍ମ କରିଥିବା ନେଇ ନାବା-ଳିକା ଜଣକ ଉଦଳା ଥା-ନାରେ ଲିଖିତ ଅଭି-ଯୋଗ କରିଛି।

ନାବା-ଳିକାର ସାବତ ବାପା ସତ୍ୟବାନ ନାଏକ ବାରମ୍ବାର ଘରେ ଆସି ନାବା-ଳିକା ଝିଅକୁ ଦୁ-ଷ୍କର୍ମ କରୁଥିଲା। ଏଭଳି ଘଟ-ଣାରେ ମାଆ ଚୁମକି ନାଏକ ସହଯୋଗ କରି ଆସୁଥିଲା। ଶେଷରେ ଗତକାଲି ନାବା-ଳିକା ଜଣକ ହତାଶ ହୋଇ ଘରୁ ଲୁ-ଚି ଆସି ଏ ନେଇ ଉଦଳା ଥା-ନାରେ ଲିଖିତ ଅଭି-ଯୋଗ କରିଥିଲା।

ଏହାପରେ ପୋ-ଲିସ୍ ଅଭି-ଯୁକ୍ତ ସାବତ ବାପା ଏବଂ ମାଆକୁ ଗି-ରଫ କରି କୋ-ର୍ଟଚା-ଲାଣ କରିଛି। ସାବତ ବାପା ନାବା-ଳିକା ଝିଅକୁ ଏକ ବର୍ଷ ହେବ ଦୁଷ୍କ-ର୍ମ କରି ଆସୁଥିବା ବେଳେ ଏ ବାବ-ଦରେ କାହାକୁ ଜଣାଇଲେ ଜୀବନରୁ ମା-ରିଦେବାର ଧ-ମକ ମଧ୍ୟ ଦେଇ ଆସୁଥିଲା। ପୋ-ଲିସ୍ ନାବା-ଳିକା ଝିଅଟିକୁ ଉ-ଦ୍ଧାର କରି ଏବେ ସୁଧାର ଗୃହକୁ ପଠାଇଛି।

Leave a Reply

Your email address will not be published. Required fields are marked *