କାଳିଜାଇ ଯିବାକୁ ମନା କରୁଛନ୍ତି ନାଉରିଆ, କଣ ପାଇଁ ଲାଗୁଛି ସେମାନଙ୍କୁ ଡ-ର?

ମାଆ କାଳିଜାଇକୁ ନେଇ ରହିଛି ଏଭଳି ଅନେକ ତଥ୍ୟ ଯାହାକୁ ଜାଣି ନପାରିଲେ ଆପଣ ବିପ-ଦରେ ପଡି ପାରନ୍ତି। ଜଣେ ସାଧାରଣ ନାରୀ କିପରି ମାଆ କାଳିଜାଇ ହୋଇ ପୂଜା ପାଉଛନ୍ତି ଏହାରି ଭିତରେ ଆଜି ମଧ୍ୟ ଅନେକ ରହସ୍ୟ ଲୁ-ଚି ରହିଛି।
ସେପଟେ ମାଆ କାଳିଜାଇଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁମାନେ ଯେଉଁ ଡ଼ଙ୍ଗାରେ ବସିଥାନ୍ତି ତାହା ବାର୍ ବାର୍ ଓଲଟି ପଡିବାକୁ ନେଇ ଲୋକମାନେ ବହୁତ ଚିନ୍ତିତ ଅଛନ୍ତି।

ବୋଧ ହୁଏ ମାଆ କାଳିଜାଇ ଆଉ ସହି ପାରୁନାହାନ୍ତି ଅନ୍ୟା-ୟ। ମାଆ ଆଉ କେତେ ସହିବେ। ସେଥିପାଇଁ ମାଆ ରା-ଗି ଯାଇଛନ୍ତି। ଯାହାର ପରିଣାମରେ ଚିଲିକାରରେ ବୁଡ଼ୁଛି ବାରମ୍ବାର ଡଙ୍ଗା। ଘଟି ଚାଲିଛି ଅଘଟଣ ପରେ ଅଘ-ଟଣ। କେହିବି ଏହାକୁ ଅଟକାଇ ପାରୁ ନାହାଁନ୍ତି।

ହସଖୁସିରେ ବାହାରିଥିବା ଡଙ୍ଗା ଅଚାନକ ମଝି ଚିଲିକାରେ ବୁଡ଼ିଯାଉଛି। ମାଡ଼ି ଆସୁଛି ପବନ ଲହଡ଼ି। ଡଙ୍ଗାକୁ ସମ୍ବାଳିପାରୁନି ନାଉରିଆ। ଆଉ ବୁଡ଼ିଯାଉଛି ଡଙ୍ଗା। ଡଙ୍ଗା ଓଲଟି ପଡ଼ିବାକୁ ନେଇ ଅନେକ ଘ-ଟଣା ସାମ୍ନାକୁ ଆସିଲାଣି। କିନ୍ତୁ ଏହାର କୌଣସି ସମାଧାନ ନାହିଁ।

ଥରେ ଏହିପରି କିଛି ଶ୍ରଦ୍ଧାଳୁ ମାଆ କାଳିଜାଇଙ୍କ ପାଖକୁ ଯିବାକୁ ଚାହୁଁଥିଲେ। ସେମାନେ ଯେତେବେଳେ ନାଉରୀକୁ ଯିବା ପାଇଁ କହିଲେ ସେତେବେଳେ ନାଉରି ଜଣକ ମନା କରିଦେଇଥିଲା। ଆଉ କହିଲା ଏପରି ସମୟରେ ମୁଁ ଆପଣମାନଙ୍କୁ ନେଇ ପାରିବି ନାହିଁ।

ସେତେବେଳେ ନାଉରିର କଥାକୁ ଶ୍ରଦ୍ଧାଳୁମାନେ ବୁଝିପାରିଲେ ନାହିଁ ଏବଂ ତା ସହ ଯୁ-କ୍ତି କରିବାକୁ ଲାଗିଲେ। କିନ୍ତୁ ନାଉରି ହିଁ ଜାଣିଥିଲା ସେ କଣ କରୁଛି। କାରଣ ସେ ଆକାଶକୁ ଦେଖି ଜାଣି ପାରିଲା ଯେ ଏବେ ଝଡ ତୋଫାନ ଆସିବାକୁ ଯାଉଛି। କିନ୍ତୁ ଶ୍ରଦ୍ଧାଳୁ ମାନେ କିଛି ଶୁଣିବାକୁ ନାରାଜ ଥିଲେ।

ସେମାନେ ନାଉରି ସହ ଯୁ-କ୍ତି କରୁଥିବା ବେଳେ ହଠାତ ଝଡ ତୋଫାନ ମାଡି ଆସିଲା। ପ୍ରବଳ ବର୍ଷା ସହ ପବନ କାରଣରୁ କୁଆଡେ କିଛି ଦେଖା ଯାଉ ନଥିଲା। ଡଙ୍ଗା ମଧ୍ୟ ରସି ଛିଡାଇ ପାଣି ଭିତରକୁ ଚାଲିଗଲା। କିଛି ସମୟ ପରେ ଝଡ଼ ଥମି ଗଲା ଆଉ ସେତେବେଳକୁ ଶ୍ରଦ୍ଧାଳୁ ମାନେ ଭାବିଲେ ଯଦି ଆଜି ସେମାନେ ନାଉରି କଥା ଶୁଣି ନଥାନ୍ତେ ତେବେ ତାଙ୍କର କଣ ଅବସ୍ଥା ହୋଇଥାନ୍ତା।

ସେପଟେ ଚିଲିକାରେ ପୂର୍ବରୁ ଅନେକ ଥର ନୌକା ଦୂର୍ଘ-ଟଣା ଏବଂ ବାର୍ ବାର୍ ଅଘ-ଟଣ ପରେ ମଧ୍ୟ ଚିଲିକାରେ ଅସୁର-କ୍ଷିତ ଭାବରେ ଯିବା ଆସିବା କରୁଛନ୍ତି ହଜାର ହଜାର ସଂଖ୍ୟାରେ ଯାତ୍ରୀ। କିନ୍ତୁ ଏତେ ସବୁ ଦୁର୍ଘ-ଟଣା ପରେ ମଧ୍ୟ ସେହିପରି ଅସୁରକ୍ଷିତ ଡଙ୍ଗାରେ ଚାଲିଛି ଯାତ୍ରୀ ବୁହା। ଛୋଟ ପିଲା ଠାରୁ ବୟସ୍କ ଙ୍କ ପର୍ଯ୍ୟନ୍ତ କେହି ହେଲେ ମଧ୍ୟ ଲାଇଫ ଜ୍ୟାକେଟ ପିନ୍ଧୁ ନାହାନ୍ତି।

Leave a Reply

Your email address will not be published. Required fields are marked *