ବାହାହେବ ସୋନାଲି ନନ୍ଦ ! କ୍ରାଇମବ୍ରାଞ୍ଚର ତ-ଦନ୍ତ କଥା ଶୁଣି ବହାହୋଇଯିବ ସୋନାଲି।

ବହୁଚର୍ଚ୍ଚିତ ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆ-ତ୍ମହ-ତ୍ୟା ମାମ-ଲାରେ ଗୁରୁବାର କ୍ରାଇମବ୍ରାଞ୍ଚ ତାଙ୍କ ବାପା-ମାଆଙ୍କ ବ-ୟାନ ରେ-କର୍ଡ କରିଛି। ଓଡ଼ିଶା ହାଇକୋର୍ଟଙ୍କ ନି-ର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏହି ମାମ-ଲାକୁ ନିଜ ହାତକୁ ନେଇଛି।

ମିଳିଥିବା ସୂଚନା ଅନୁସାରେ ଆଠ ଜଣିଆ ତଦ-ନ୍ତକାରୀ ଟିମ୍ ଗୁରୁବାର ଦିନ ସକାଳେ ତାଙ୍କ ଘରେ ପହଞ୍ଚି ପୁଅ ସୌମ୍ୟାଙ୍କ ଆ-ତ୍ମହ-ତ୍ୟାର କାରଣ ଜାଣିବା ପାଇଁ ପଚ-ରାଉ-ଚରା କରିଥିଲେ। ତଦ-ନ୍ତକାରୀ ଟିମ ଖୁବଶୀଘ୍ର କଣ୍ଠଶିଳ୍ପୀ ସୋନାଲୀ ନନ୍ଦଙ୍କୁ ଜେରା କରିବ ବୋଲି ସୂଚନା ରହିଛି।

ଏହାରି ଭିତରେ ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ ତ-ଦନ୍ତ ପୂର୍ବରୁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସୋନାଲି ନନ୍ଦ। ପ୍ରେମିକର ମୃ-ତ୍ୟୁ ପରେ ଆଉ କାହା ହାତ ଧରି ବାହା ହେବେ ସୋନାଲି। ଏପଟେ ସୌମ୍ୟଙ୍କ ମାଆ ନ୍ୟା-ୟ ମାଗି କହୁଛନ୍ତି ଯେ ସୋନାଲି ଜେ-ଲ ଯାଉ। ତେବେ ଦେଖିବାକୁ ବାକି ରହିଲା ଯେ କଣ ସତରେ ସୋନାଲି ବାହାହେବେ? କଣ ସୌମ୍ୟରଞ୍ଜନଙ୍କୁ ନ୍ୟା-ୟ ମିଳିପାରିବ?

ଗତ 2022 ମସିହା ଜାନୁଆରୀ 30 ତାରିଖରେ ସୌମ୍ୟ ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ଥିବା ନିଜ ବାସଭବନରେ ଆ-ତ୍ମହ-ତ୍ୟା କରିଥିଲେ। ସେ ତାଙ୍କ ସୁଇସା-ଇଡ୍ ନୋଟରେ ତାଙ୍କ ମୃ-ତ୍ୟୁ ପାଇଁ ତାଙ୍କ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଥିଲେ।

ପୁଅର ଆ-ତ୍ମହ-ତ୍ୟା ପାଇଁ ସୋନାଲି ନନ୍ଦଙ୍କୁ ଦାୟୀ କରି ପରିବାର ଲୋକେ ଥା-ନାରେ ଅଭି-ଯୋଗ କରିବା ସହ ପରେ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। 3 ମାସ ଭିତରେ ତଦ-ନ୍ତ ଶେଷ କରିବାକୁ ନି-ର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମୃତ-କଙ୍କ ରୁମରୁ ଏକ ହାତଲେଖା ନୋଟ୍ ମିଳିଥିଲା, ଯାହାକୁ ସୁଇସା-ଇଡ୍ ନୋଟ୍ ବୋଲି କୁହାଯାଉଛି।

ଚିଠିରେ ସୌମ୍ୟା ସେହି ଯୁବତୀଙ୍କ ବିରୋ-ଧରେ ଅଭି-ଯୋଗ ଆଣିଥିଲେ, ଯାହାଙ୍କ ସହ ସେ ଗତ କିଛି ମାସ ହେବ ପ୍ରେମ ସମ୍ପ-ର୍କରେ ଥିଲେ। ପୁ-ଲିସ 2022 ଏପ୍ରିଲରେ ସୋନାଲି ନନ୍ଦ ଏବଂ ତାଙ୍କ ମାଆଙ୍କ ବିରୋ-ଧରେ ମାମ-ଲା ରୁ-ଜୁ କରିଥିଲା।ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେ-ଶକ୍ରମେ ଭୁବନେଶ୍ୱର ଇନଫୋସିଟି ଥା-ନାରେ ମାଆ-ଝିଅଙ୍କ ବିରୋ-ଧରେ ମାମ-ଲା ରୁ-ଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *