ରଙ୍ଗ୍ ନମ୍ବରରୁ ସୌଭାଗ୍ୟ ପ୍ରେମରେ ପଡ଼ିଗଲି, ଆଉ ସେ ମୋ ଦେହକୁ ଖାଇଲା…..ମୁଁ ଏବେ କଣ କରିବି

ଆଜିକାଲିକା ଯୁଗରେ ପ୍ରେମର କିଛି ମାନେ ନାହିଁ। କିଏ କାହାକୁ ଭଲ ପାଉଛି ଆଉ କେତେଜଣକୁ ତାହା କେହି ଜାଣିନାହାନ୍ତି।ପ୍ରେମରେ ପଡି ସବୁ ବାଡ଼ ସେମାନେ ଡେଇଁ ଯାଆନ୍ତି।ଆଜିକାର ଦୁନିଆରେ ପ୍ରେମ ମାନେ ପ୍ରାୟତଃ ଖାଲି ଦେହ ସୁଖରେ ରହିଯାଇଛି।ଜଣେ ମହିଳା ଏକ ଅଭି-ଯୋଗ କରିଛନ୍ତି ଯେ ଜଣେ ଟୋକା ଯାହାଙ୍କ ନାଁ ସୌଭାଗ୍ୟ ସେ ତାଙ୍କୁ ଏତେ ମାତ୍ରାରେ ଭଲ ପାଇଲା ଯେ ସେ ବାଧ୍ୟ ହୋଇ ତାଙ୍କ ବିବାହିତ ସ୍ବାମୀଙ୍କୁ ଛାଡି ଦେଇ ସୌଭାଗ୍ୟ ସହ ପଲେଇଥିଲେ। ହେଲେ କିଛି ଦିନ ପରେ ସେଇ ସୌଭାଗ୍ୟ ତାଙ୍କୁ ଧୋ-କା ଦେଇ ଦେଲା।ସେଇ ମହିଳା ଜଣକ ଏକ ବିବାହିତ ମହିଳା ଥିଲେ।

ହେଲେ ଅନ୍ୟ କାହାର ମି-ଛ ପ୍ରେମରେ ପଡି ନିଜ ବେଦୀ ଉପରେ ବାହା ହୋଇଥିବା ସ୍ବାମୀଙ୍କୁ ଧୋ-କା ଦେଇ ସୌଭାଗ୍ୟ ସହ ଚାଲି ଯାଇଥିଲା ପୁନେକୁ ରହିବା ପାଇଁ।ହେଲେ ସେଇ ସୌଭାଗ୍ୟ ତାର ଦେହର ସୁଖ ସେଇ ମହିଳା ଠାରୁ ଉଠେଇ ସାରିବା ପରେ ତାଙ୍କୁ ଛାଡ଼ି ଦେଇଛି।ଏହି ଘଟ-ଣାଟି ଜଗିସଂହପୁର ଜିଲ୍ଲାର ବାଲିକୁଦାର ଅସାରଣ ଗାଁରେ ଦେଖିବାକୁ ମିଳିଛି।ଭୁଲ ନମ୍ବରରୁ ହେଇଥିବା ପ୍ରେମ ପାଇଁ ଏଭଳି ଦଶା ହୋଇଛି। ସୌଭାଗ୍ୟଙ୍କ ଘର ଜଗତସଂହପୁରରେ।ସେ ନିଜର ମନ ବୁଝି ଗଲାପରେ ସେଇ ମହିଳାକୁ ଛାଡ଼ି ଦେଇଛନ୍ତି।

ଏହି ମହିଳା ଜଣକ ହେଲେ ଭଦ୍ରକର ସ୍ବପ୍ନା ସୃଷ୍ଟି।ସେ ପ୍ରଥମେ ବାପି ନାମକ ଏକ ଯୁବକକୁ ବିବାହ କରିଥିଲେ। ଏହାପରେ ଏକ ଭୁଲ ନମ୍ବରରୁ ତାଙ୍କର ଗଢି ଉଠିଥିଲା ପ୍ରେମ ସୌଭାଗଙ୍କ ସହ।ଧୀରେ ଧୀରେ ପ୍ରେମ ଆଉ ଦୈହିକ ସୁଖ ଏତେ ଗଭୀର ହେଲା ଯେ ଦୁହେଁ ସମ୍ପ-ର୍କର ସବୁ ସୀମା ଟପିଗଲେ।ଶେଷରେ ସେ ନିଜର ଦେହର ସୁଖ ମେଣ୍ଟା-ଇବା ପାଇଁ ନିଜ ସ୍ବାମୀଙ୍କୁ ଛାଡ଼ି ସୌଭାଗ୍ୟ ସହ ପୁନେକୁ ପଲେଇଥିଲେ। ସେଠାରେ ମାସେ ରହିଥିଲେ ଆଉ ତା ପରେ ସୌଭାଗ୍ୟର ମନ ବୁଝିଯିବା ପରେ ଓଡ଼ିଶା ଆସିଥିଲେ।

ବାଟରେ କଟକ ଠାରେ ସୌଭାଗ୍ୟ ତାଙ୍କୁ କହିଥିଲେ ତୁମେ ତୁମ ଘରକୁ ଯାଓ ଆଉ ମୁଁ ମୋ ଘରକୁ ଯାଉଛି।ଆଉ ତାପରେ ସୌଭାଗ୍ୟ ତାଙ୍କୁ ଆଉ ଦେଖା ଦେଇନଥିଲେ। ତେଣୁ ମହିଳା ଜଣକ ବାଲିକୁଦାକୁ ଚାଲିଆସିଥିଲେ ସୌଭାଗ୍ୟ ଘରକୁ।ହେଲେ ସେଠାରେ ସେ ଦେଖିଲେ ଯେ ସୌଭାଗ୍ୟ ପୁନେ ଫେରିଯାଇଛନ୍ତି। ଆଉ ଉପାୟ ଶୂନ୍ୟ ହୋଇ ସ୍ବପ୍ନା ଦାଣ୍ଡରେ ଧାରଣାରେ ବସିଛନ୍ତି।ଏବେ ତାଙ୍କୁ ତାଙ୍କ ପ୍ରଥମ ସ୍ବାମୀ ଗ୍ରହଣ କରୁନାହାନ୍ତି କି ସୌଭାଗ୍ୟ ମଧ୍ୟ।ତେବେ ସେ ଚାହୁଛନ୍ତି ସୌଭାଗ୍ୟ ତାଙ୍କୁ ଗ୍ରହଣ କରନ୍ତୁ ଆଉ ତାଙ୍କୁ ନ୍ୟା-ୟ ମିଳୁ।

Leave a Reply

Your email address will not be published. Required fields are marked *