ମୁଁ ନୁହେଁ ମୋ ସ୍ୱାମୀର ପସନ୍ଦ ହେଉଛି ତା ଭାଉଜ ..ମୋତେ ନପଚାରି ଭାଉଜ ପାଖରେ ଶୋଉଛି ମୋ ସ୍ୱାମୀ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପ-ର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତାଧାରା ଦିନକୁ ଦିନ ତଳକୁ ଖସିବାରେ ଲାଗିଛି।ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ତା ସହ ଲୋକମାନେ ମଧ୍ୟ ତା ସହ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି ।

ଏହା ସହ ଲୋକଙ୍କ କଥା ବାର୍ତ୍ତା ଏବଂ ଚାଲିଚଲନରେ ମଧ୍ୟ ପାର୍ଥକ୍ୟ ଦେଖାଯାଇଛି।ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି ଯାହା ପାଇଁ କାହାର ଦରକାର ସମୟରେ ଭଲ ମନ୍ଦ ବୁଝି ଦୂର କଥା କାହାକୁ କିଛି ସାହାଯ୍ୟ ମଧ୍ୟ କରୁନାହିଁ।ଏବେ ଏମିତି କିଛି ଅବିଶ୍ଵସନୀୟ ଘ-ଟଣା ସମ୍ବନ୍ଧରେ ଶୁଣିବାକୁ ମିଳୁଛି ଯେଉଁଠି ଜଣେ ସ୍ବାମୀ ବିବାହର ଦୁଇ ଦିନ ପରେ ନିଜ ସ୍ତ୍ରୀକୁ ଛାଡ଼ି ପର ମହିଳା ମାନେ ନିଜ ଭାଉଜ ପାଖରେ ଯାଇ ଶୋଇବା ସହ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଛନ୍ତି ଏବଂ ତାଙ୍କ ସହ ଘର କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରୁଛନ୍ତି।

ଦୁଃ-ଖର କଥା ଏହିକି ଯେ ଏସବୁ ବିଷୟରେ ତାଙ୍କ ପରିବାର ଲୋକେ ଜାଣିବା ପରେ ମଧ୍ୟ କେହି ଏହାକୁ ସୁଧାରିବା ପାଇଁ ଚେଷ୍ଟା ମଧ୍ୟ କରିନାହାନ୍ତି।ଏହିଭଳି ଏକ ଘଟ-ଣା ଘଟିଛି ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୂର୍ ଥା-ନା ଅଧୀନସ୍ଥ ପାଟବେରଣା ଗ୍ରାମରେ ।ଖବର ମୁତାବକ ପାଟବେରଣା ଗ୍ରାମର କାଶୀନାଥ ବେହେରା ନିକଟସ୍ଥ ସାଗରଙ୍ଗା ଗ୍ରାମର ପୁଷ୍ପଲତା ବେହେରାଙ୍କୁ ବିବାହ କରିଥିଲେ ଏବଂ ବିବାହର ଦୁଇ ଦିନ ପରେ ସେ ତାଙ୍କ ସ୍ତ୍ରୀଙ୍କୁ ଛାଡି ତାଙ୍କ ଭାଉଜଙ୍କ ପାଖକୁ ଚାଲି ଯାଇଥିଲେ ଏବଂ ତାଙ୍କ ସ୍ତ୍ରୀ ଏହାକୁ ଅବରୋଧ କରିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ବାନ୍ଧି ଅନେକ ଅ-ତ୍ୟାଚା-ର କରିବା ସହ ତାଙ୍କୁ ବହୁତ୍ ମା-ଡ଼ ମଧ୍ୟ ମା-ରିଥିଲେ ।ଏହି ଘ-ଟଣା ସବୁକୁ ପରିବାର ଲୋକେ ଜାଣି ମଧ୍ୟ କେହି ଏହାକୁ ବି-ରୋଧ କରୁନଥିଲେ ବରଂ ସେମାନେ ଏହାକୁ ପ୍ରଶ୍ରୟ ଦେଉଥିଲେ।

ଅଭି-ଯୋଗ ମହିଳା ଜଣକ କହିବା ମୁତାବକ ତାଙ୍କ ସ୍ବାମୀ ବିବାହ ପରେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ ଏବଂ ସେ ସବୁବେଳେ ତାଙ୍କ ଭାଉଜଙ୍କ ପାଖରେ ଶୋଉଥିଲେ ଏବଂ ତାଙ୍କ ସହ ଶାରୀ-ରିକ ସଂ-ପର୍କ ରଖିଥିଲେ ଏବଂ ତାଙ୍କ ଘର କାର୍ଯ୍ୟ କରିବା ସହ ତାଙ୍କର ଅଇଁଠା ବାସନ ମାଯୁଥିଲେ। ମହିଳା ଜଣକ କହିବା ମୁତାବକ ସେ ବହୁତ୍ କଷ୍ଟରେ ନିଜ ପିଲାକୁ ଜନ୍ମ ଦେଇଛନ୍ତି କାରଣ ତାଙ୍କ ସ୍ଵାମୀ ତାଙ୍କ ବିଷୟରେ କୌଣସି କଥା ବୁଝି ନଥିଲେ ଯାହାପାଇଁ ସେ ଅନେକ କଷ୍ଟ ଉଠାଇଛନ୍ତି ଏବଂ ନିଜ ଶିଶୁକୁ ଜନ୍ମ ଦେଇଛନ୍ତି ।ସେ ମହିଳା ଜଣକ ଏନେଇ ରଣପୁର ଥା-ନାରେ ଅଭି-ଯୋଗ କରିଛନ୍ତି ଏବଂ ସେ କହିଛନ୍ତି ଯେ ପୋ-ଲିସ ଏହାର ବି-ଚାର କରିବା ସହ ତାଙ୍କ ସ୍ଵାମୀଙ୍କୁ ସେହି ମହିଳାଙ୍କ ପାଖରୁ ଦୂରେଇ ରଖୁ।

Leave a Reply

Your email address will not be published. Required fields are marked *