ନବଦାସଙ୍କ ପାଖକୁ ଚାକିରୀ ପାଇଁ ଯାଉଥିଲା ଗୋପାଳଙ୍କ ଝିଆରୀ ..ଆଉ ଗୋପାଳକୁ ଚା-ପୁଡ଼ା ମା-ରିଥିଲେ ନବ

ନବ ଦାସ ହ-ତ୍ୟା ପ୍ରସଙ୍ଗରେ ଗୁରୁବାର ବିଧାନସଭାରେ ଆଲୋଚନା ହେଉଥିବା ବେଳେ ରାଜ୍ୟ ସରକାରଙ୍କୁ ଜୋରଦାର ଟା-ର୍ଗେଟ କରିଛନ୍ତି ବି-ରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟ। ବିଧାନସଭାରେ ବି-ରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ବାରା ହ-ତ୍ୟା ପ୍ରସଙ୍ଗରେ ଗୁରୁବାର ସନ୍ଧ୍ୟା 6ଟାରୁ ରାତି 9ଟା ପର୍ଯ୍ୟନ୍ତ ପ୍ରାୟ 3 ଘଣ୍ଟା ଧରି ଆଲୋଚନା ହୋଇଥିଲା।

ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହ-ତ୍ୟାକା-ଣ୍ଡର ଏସ୍‌ଆଇଟି ତ-ଦନ୍ତ ଦାବି କରିଥିଲେ। ଏହାସହ ନରସିଂହ ମିଶ୍ର କହିଥିଲେ ଯେ, “ନବ ଦାସଙ୍କର ଘଟ-ଣାସ୍ଥ-ଳରେ ହିଁ ମୃ-ତ୍ୟୁ ହୋଇଛି। ସେପଟେ ଅଭି-ଯୁକ୍ତ ଗୋପାଳ ପାଗଳ ବୋଲି ପ୍ରମାଣ କରିବାକୁ ସରକାର ବ୍ୟସ୍ତ।

କିନ୍ତୁ ପ୍ରକୃତରେ ଗୋପାଳ ପାଗଳ ନୁହେଁ। ସେ ପ୍ରତି-ଶୋଧ ନି-ଆଁରେ ଜ-ଳି ଏପରି କରିଛି। ମୁଁ ଯେତିକି ଜାଣିଛି ନବ ଦାସ ବଞ୍ଚିଥିବା ବେଳେ ଏସଆଇ ଗୋପାଳ ନିଜର ଝିଆରୀର ଚାକିରୀ ପାଇଁ ନବ ଦାସଙ୍କ ପାଖକୁ ବାର୍ ବାର୍ ଯାଉଥିଲା। ଏପରିକି ପ୍ରାୟ ସମୟ ନିଜ ଝିଆରୀକୁ ମଧ୍ୟ ନେଇ ନବଦାସଙ୍କ ପାଖରେ ଗୁହାରି କରୁଥିଲା।

ଯାହାପରେ ନବଦାସ ରା-ଗିଯାଇ ଗୋପାଳକୁ ଚା-ପୁଡ଼ା ମା-ରିବା ସହ ଗା-ଳିଗୁ-ଲଜ ମଧ୍ୟ କରିଥିଲେ। ଜାହାପରେ ଗୋପାଳ ଅପମା-ନିତ ହୋଇ ଘରକୁ ଫେରିଥିଲା ଏବଂ ପ୍ରତି-ଶୋଧ ନେବାକୁ ଚିନ୍ତା କରିଥିଲା। ଆଉ ସେଥିପାଇଁ ଆଜି ଏପରି ମାମ-ଲା ଦେଖିବାକୁ ମିଳୁଛି।

ସେପଟେ ଷ-ଡ଼ଯ-ନ୍ତ୍ରର ଦିଗ ଉପରେ ଅନୁସ-ନ୍ଧାନ କରାଯାଉନାହିଁ। ତଦ-ନ୍ତରେ ବହୁ ତ୍ରୁ-ଟି ରହିଛି। ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ସୁର-କ୍ଷା ଦେଇପାରିଲେନି ରାଜ୍ୟ ସରକାର। ଏହା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ। କ୍ରାଇମବ୍ରାଞ୍ଚ ଏବେ ବି-ବାଦ ଘେରକୁ ଆସିଲାଣି।

ବିଜେପି କହୁଛି ସିବିଆଇ ମୁଖ୍ୟମନ୍ତ୍ରୀଙ୍କ ଗେଟ୍ ପାଖରୁ ଫେରିଆସୁଛି। ତେଣୁ ସିବିଆଇ କଣ ତ-ଦନ୍ତ କରିବ। ହାଇକୋର୍ଟ ଅବସରପ୍ରାପ୍ତ ବିଚା-ରପତିଙ୍କୁ ପ୍ରଶାସନିକ ଦୃଷ୍ଟିରୁ ନିଯୁକ୍ତି ଦେଇଛନ୍ତି କିନ୍ତୁ ବି-ଚାର ବିଭାଗୀୟ ଦୃଷ୍ଟିରୁ ଦେଇନାହାନ୍ତି।

କ୍ରାଇମବ୍ରାଞ୍ଚର ତ-ଦନ୍ତ କଣ ତାହା ସମସ୍ତଙ୍କୁ ଜଣା। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ଗଠନ କରାଯାଇ ଘଟ-ଣାର ଅନୁସ-ନ୍ଧାନ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ।”

Leave a Reply

Your email address will not be published. Required fields are marked *