ବନ୍ଧା ହେବେ ସୋନାଲି ନନ୍ଦ! ,ସୌମ୍ୟ ଘରେ କ୍ରାଇମବ୍ରାଞ୍ଚ ଟିମ I ମୋ ପୁଅ ପାଇବ ନ୍ୟା-ୟ

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃ-ତ୍ୟୁ ମାମ-ଲାର ତ-ଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ସୌମ୍ୟଙ୍କ ଭୁବନେଶ୍ୱରରେ ଥିବା ଘରକୁ କ୍ରାଇମବ୍ରାଞ୍ଚର 2ଜଣିଆ ଟିମ୍ ପହଞ୍ଚି ପରିବାର ଲୋକଙ୍କୁ ପଚ-ରାଉ-ଚରା କରିଛି।

କ୍ରାଇମବ୍ରାଞ୍ଚର ଦୁଇ ମହିଳା ଅଧିକାରୀ ମୃ-ତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ ମୋହିନୀ ମିଶ୍ର ଏବଂ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବ-ୟାନ ରେ-କର୍ଡ କରିଛନ୍ତି।

ସୂଚନା ଅନୁସାରେ ହାଇକୋର୍ଟର ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ଘଟ-ଣାର ତ-ଦନ୍ତ କରୁଛି। ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆ-ତ୍ମହ-ତ୍ୟା ଘଟଣାରେ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଆଙ୍କ ନାମରେ ମାମ-ଲା ରୁ-ଜୁ କଲା ଇନଫୋସିଟି ପୋ-ଲିସ।

ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ମାମ-ଲା ରୁଜୁ କଲା ପୋ-ଲିସ। ସୋନାଲି ଏବଂ ତାଙ୍କ ମାଆଙ୍କ ନାମରେ ମାମ-ଲା ରୁଜୁ ପାଇଁ ଭୁବନେଶ୍ବର ଡିସିପିଙ୍କୁ ନି-ର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।ତେବେ ଘଟ-ଣାର ପୂର୍ବ କାହାଣୀକୁ କହିବାକୁ ଗଲେ ଗତ ଜାନୁୟାରୀ 30 ତାରିଖରେ ସୌମ୍ୟରଞ୍ଜନ ଆ-ତ୍ମହ-ତ୍ୟା କରିଥିଲେ। ତାଙ୍କ ସୁଇସା-ଇଡ ନୋଟରେ ସେ ମୃ-ତ୍ୟୁ ପାଇଁ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ। ସୌମ୍ୟଙ୍କ ଭଉଣୀ ଏନେଇ ଥା-ନାରେ ଅଭି-ଯୋଗ କରିଥିଲେ।

କିନ୍ତୁ ପୋ-ଲିସ ପକ୍ଷରୁ କୌଣସି କା-ର୍ଯ୍ୟାନୁ-ଷ୍ଠାନ ନିଆଯାଇନଥିଲା। ଯାହା ଫଳରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ। ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଏନେଇ ମାମ-ଲା ରୁ-ଜୁ ପାଇଁ ନି-ର୍ଦ୍ଦେଶ ଦେଇଥିଲେ। ଘଟ-ଣାର ଅଢ଼େଇ ମାସ ପରେ ପୋ-ଲିସ ମାମ-ଲା ରୁ-ଜୁ କରିଛି। ପୂର୍ବରୁ ପଚ-ରାଉ-ଚରା କରି ସୋନାଲିଙ୍କୁ ଛାଡି ଦେଇଥିଲା ପୋ-ଲିସ। ଏବେ ଦେଖିବାକୁ ବାକି ରହିଲା କଣ ପୋ-ଲିସ ସୋନାଳୀଙ୍କୁ ଗି-ରଫ କରିବ ନା ମାମ-ଲା ଆହୁରି ଦିନ ଗଣିବ?

Leave a Reply

Your email address will not be published. Required fields are marked *