କି ବିଚିତ୍ର ସମ୍ପର୍କ : ସ୍ୱାମୀକୁ ଛାଡ଼ି ନିଜ ନଣନ୍ଦକୁ ବାହା ହେଲା ଦୁଇ ଛୁଆର ମାଆ

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣl ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ସାମ୍ନାକୁ ଆସିଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀ।ହଁ ଆଜ୍ଞା ଭାଉଜ-ନଣନ୍ଦଙ୍କ ନିଆରା ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଉଜଙ୍କୁ ତାଙ୍କ ସାନ ନଣନ୍ଦଙ୍କ ପ୍ରେମ ହୋଇଯାଇଛି।

ଦୁହେଁ ସ୍ୱାମୀ ଓ ସ୍ତ୍ରୀ ପରି ଜୀବନ ଅତିବାହିତ କରୁଛନ୍ତି ଏବଂ ମହିଳାଙ୍କର ସ୍ୱାମୀ ଏବଂ ତାଙ୍କର ଦୁଇ ପିଲା ମଧ୍ୟ ରହିଛି।ହଁ ଆଜ୍ଞା ଏମିତି ଘ-ଟଣା ଦେଖାଦେଇଛି ବିହାର ସମସ୍ତୀପୁର ଜିଲ୍ଲାର ରୋସରା ପୋ-ଲିସ ଷ୍ଟେସନ ଅଧୀନରେ ଥିବା ଧାରା ଗ୍ରାମରେ।ଶୁକ୍ଲା ଦେବୀ ହିନ୍ଦୁ ରୀତିନୀତି ଅନୁସାରେ ୨୦୧୩ ରେ ପ୍ରମୋଦ ଦାସଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି।

କିଛିଦିନ ପରେ ଶୁକ୍ଲାଙ୍କର ତାଙ୍କର ୧୮ ବର୍ଷିୟ ନଣନ୍ଦ ସୋନି ଦେବୀଙ୍କ ସହ ପ୍ରେମ ସମ୍ପକ ଗଢିଉଠିଲା।ଶୁକ୍ଲା ପାଞ୍ଚ ମାସ ପୂର୍ବରୁ ତାଙ୍କ ନଣନ୍ଦ ସୋନିଙ୍କୁ ବିବାହ କରିଥିଲେ ।ନିଜ ନଣନ୍ଦ ସହିତ ଶୁକ୍ଲାଙ୍କ ବିବାହରେ ତାଙ୍କ ସ୍ୱାମୀ ପ୍ରମୋଦଙ୍କର କୌଣସି ଆପତ୍ତି ନଥିଲା ବୋଲି ପ୍ରମୋଦ କହିଛନ୍ତି। ଶୁକ୍ଲାଙ୍କ ଯାହା ପସନ୍ଦ ସେ ତାହା କରିବା ଉଚିତ୍।ନଣନ୍ଦ ଉଷା ଦେବୀ ସୋନୀଙ୍କ ଘରେ ୧୦-୧୫ ଲୋକଙ୍କ ସହ ଘରେ ପହଞ୍ଚି ତାଙ୍କ ପତ୍ନୀ ସୋନି କୁମାରୀଙ୍କୁ ତାଙ୍କ ସାଙ୍ଗରେ ନେଇ ଯାଇଥିଲେ।

ବିବାହ ପରେ ଶୁକ୍ଲା ଦେବୀ ତାଙ୍କ ନାଁ ପରିବର୍ତ୍ତନ କରି ସୁରଜ କୁମାର ରଖିଛନ୍ତି ଏବଂ ପୁରୁଷ ଭଳି ଛୋଟ ଛୋଟ ଚୁଟି ରଖିବା ସହ ପୁରୁଷ ପୋଷାକ ମଧ୍ୟ ପିନ୍ଧୁଛନ୍ତି।ଶୁକ୍ଲା ଦେବୀ ନିଜ ଲିଙ୍ଗ ପରିବର୍ତ୍ତନ କରିବାକୁ ଭାବିଥିଲେ କିନ୍ତୁ ଅ-ସ୍ତ୍ରପ୍ର-ଚାର କରାଯିବ ଶୁଣି ଭ-ୟରେ ମନ ପରିବର୍ତ୍ତନ କରିଥିଲେ।

Leave a Reply

Your email address will not be published. Required fields are marked *