ହେ ଭଗବାନ…କି ଯୁଗ ହେଲାରେ,ଶେଷକୁ ବିଲେଇ ନାମରେ ବି କେ-ସ ଦେଲେ,ଜାଣନ୍ତୁ ପୁର ମାମ-ଲା

ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ତା ସହ ଲୋକମାନେ ମଧ୍ୟ ତା ସହ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତା ରେ ମଧ୍ୟ ପରିବର୍ତ୍ତନ ଆସୁଛି ଏବଂ ଏହା ସହ ଲୋକଙ୍କ କଥା ବାର୍ତ୍ତା ଏବଂ ଚାଲିଚଲନରେ ମଧ୍ୟ ପାର୍ଥକ୍ୟ ଦେଖାଯାଇଛି।ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି ଯାହା ପାଇଁ କାହାର ଦରକାର ସମୟରେ ଭଲ ମନ୍ଦ ବୁଝି ଦୂର କଥା କାହାକୁ କିଛି ସାହାଯ୍ୟ ମଧ୍ୟ କରୁନାହିଁ।ବର୍ତ୍ତମାନ ସମୟରେ ଏମିତି ଏକ କଥା ଶୁଣିବାକୁ ମିଳୁଛି ଯେଉଁଠି କଲୋନୀ ବାସିନ୍ଦା ମାନେ ବିଲେଇମାନଙ୍କ ଉପରେ ଅଭି-ଯୋଗ ଦେଇଛନ୍ତି ତାହା ପୁଣି ଥା-ନାରେ।

ଏମିତି ଏକ ଘ-ଟଣା ଘଟିଛି ଛତ୍ରପୁର ଥା-ନା ଅନ୍ତର୍ଗତ ୧୦ନମ୍ବର ୱାର୍ଡରେ ଯେଉଁଠି କିଛି ମହିଳାମାନେ ଥା-ନାରେ ଅଭି-ଯୋଗ କରିଛନ୍ତି ଯେ ମଞ୍ଜୁବା ନାମରେ ଜଣେ ମହିଳା ତାଙ୍କ ଘରେ ଅନେକ ବିଲେଇ ପାଳିଛନ୍ତି ଏବଂ ତାଙ୍କ ଘରୁ ଅନେକ ଗନ୍ଧ ବାହାରୁଛି ଯାହା ପାଇଁ ସୋସାଇଟି ରେ ଅନେକ ଅସୁବିଧା ମଧ୍ୟ ହେଉଛି।ଏନେଇ ୧୦ ନମ୍ବର ୱାର୍ଡର ମହିଳାମାନେ ପ୍ରଥମେ NACର ଦ୍ବାରସ୍ଥ ହୋଇଥିଲେ ଏବଂ କିଛି ସମାଧାନ ନହେବାରୁ ସେମାନେ ଏବେ ଥା-ନାରେ ASIଙ୍କ ପାଖକୁ ନିଜ ଅଭି-ଯୋଗ ନେଇ ଯାଇଥିଲେ ଏବଂ ମଞ୍ଜୁବାଳାଙ୍କ ନାମରେ ଅଭି-ଯୋଗ କରିଥିଲେ।

ଦେଖିବାକୁ ଗଲେ ସେହି ମହିଳା ଜଣକ ନିଜ ଘରେ ୧୫ରୁ ୨୦ଟି ବିଲେଇ ପାଳିଛନ୍ତି ଏବଂ ସେ ତାଙ୍କ ପଛରେ ମାସରେ ୧୮ ହଜାରରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରନ୍ତି ଏବଂ ସେମାନଙ୍କ ଯତ୍ନ ମଧ୍ୟ ନେଇଥାନ୍ତି। ମହିଳା ମାନଙ୍କ କହିବା ମୁତାବକ ସେହି ବିଲେଇ ମାନେ ଅନେକ ସମୟରେ ଝା-ଡ଼ା ଫେରୁଥିବା ବେଳେ ଅନେକ ସମୟରେ ରଡ଼ି କରୁଛନ୍ତି।ଯାହା ପାଇଁ ସେମାନଙ୍କ ଘରକୁ କୁଣିଆ କିମ୍ବା ଅତିଥି ମାନେ ଆସୁନାହାନ୍ତି ଏବଂ ମହିଳା ମାନେ କହିଛନ୍ତି ଯେ ଦିନକୁ ଦିନ ବିଲେଇମାନଙ୍କ ଉପଦ୍ରବ ବଢ଼ି ଚାଲିଛି ଯାହା ପାଇଁ କଲୋନୀକୁ ବ୍ୟବସାୟୀ ମାନେ ମଧ୍ୟ ଆସୁନାହାନ୍ତି।

ଏହି ବାବଦରେ ମଞ୍ଜୁବାଳା କହିଛନ୍ତି ଯେ ମୁଁ ଏହି ବିଲେଇ ମାନଙ୍କ ଯତ୍ନ ନେଉଛି ଏବଂ ଏମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି। ମୁଁ ଗୃହପାଳିତ ପଶୁଙ୍କୁ ଘରେ ପାଲିଛି କୌଣସି ହିଂ-ସ୍ର ଜୀବଜନ୍ତୁ ମାନଙ୍କୁ ପାଳିନାହିଁ। ମୁଁ ଏମାନଙ୍କ ପାଇଁ ମାସରେ ଅନେକ ଖର୍ଚ୍ଚ ମଧ୍ୟ କରୁଛନ୍ତି।ଏହି ମହିଳାଙ୍କ ସ୍ବାମୀଙ୍କୁ ମଧ୍ୟ କଲୋନୀ ରେ ରହୁଥିବା ଲୋକମାନେ ଅନେକ ସମୟରେ ଗା-ଳି ଗୁ-ଲଜ ମଧ୍ୟ କରୁଛନ୍ତି। କଲୋନୀରେ ଏହି ସାତରୁ ଆଠ ଜଣ ମହିଳାଙ୍କୁ ଛାଡିଦେଲେ ଆଉ କାହାର କୌଣସି ଅସୁବିଧା ହେଉନାହିଁ।କି ସମୟ ଆସିଲା ଯେଉଁଠି ମଣିଷ ମାନେ ବିଲେଇମାନଙ୍କ ଉପରେ ଅଭି-ଯୋଗ କରିଛନ୍ତି ତାହା ପୁଣି ASIଙ୍କ ପାଖରେ।

Leave a Reply

Your email address will not be published. Required fields are marked *