ପ୍ରେମିକାଙ୍କୁ ଥା-ନାରେ ବିବାହ କଲେ..,ମଥାରେ ସିନ୍ଦୁର ଏବଂ ହାତରେ ନାଲି ଶଙ୍ଖାଦେଇ ନିଜର କଲେ ପ୍ରେମିକ

ଶେଷରେ ପ୍ରେମର ହେଲା ବିଜୟ। ଏକାଠି ହେଲେ ପ୍ରେମୀଯୁଗଳ। ଥା-ନାରେ ହେଲା ଉଭୟଙ୍କର ବିବାହ। ଶିଳ୍ପାଙ୍କ ଜୀବନସାଥୀ ହେଲେ ଆକାଶ। ପରିବାର, ସଂପର୍କୀୟ ଏବଂ ପୋ-ଲିସ ଅଧିକାରୀଙ୍କ ସମ୍ମୁଖରେ ଶିଳ୍ପାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଆକାଶ।

ତେବେ ମାମ-ଲାଟି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥା-ନା ପରିସରରେ।ସୂଚନା ଅନୁସାରେ ଦୀର୍ଘ ଦେଢ଼ ବର୍ଷ ହେବ ସମ୍ବଲପୁର ଜିଲ୍ଲା ତାଲପାଲି ଗାଁର ଆକାଶ ନାମକ ଜଣେ ଯୁବକ ନାଏକ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଯୁବତୀ ଶିଳ୍ପା ନାଏକଙ୍କୁ ପ୍ରେମ କରୁଥିଲେ।

ତେବେ ଏମାନଙ୍କ ସମ୍ପ-ର୍କକୁ ଘରେ ସ୍ୱୀକୃତି ମିଳିନଥିଲା।ଯାହାପରେ ବାଧ୍ୟହୋଇ ଶିବରାତ୍ରୀ ଦିନ ଦୁଇ ଜଣ ମିଶି ଫେ-ରାର ମା-ରିଥିଲେ। ଏହାପରେ ଶିଳ୍ପାଙ୍କ ପରିବାର ପକ୍ଷରୁ ବିନିକା ଥା-ନାରେ ଅଭି-ଯୋଗ କରାଯାଇଥିଲା।

ବିନିକା ପୋ-ଲିସ ଦୁଇ ପରିବାରଙ୍କୁ ଡାକି ବୁଝାମଣା କରାଇବା ସହ ପ୍ରେମୀ ଯୁଗଳଙ୍କୁ କୋର୍ଟ ମ୍ୟାରେଜ ସହ ଥା-ନା ପରିସରରେ ବିବାହ କରାଇଥିଲେ। ଏବେ ବିବାହ ପରେ ପ୍ରେମୀ ଯୁଗଳ ଖୁସି ଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *