ମୋ ପୁଅ ବହୁତ ଭଲ, ସେ ଆମର ସବୁ କିଛି ବିକିଦେଇଛି । ହେଲେ ସେ ଖରାପ ପିଲା ନୁହେଁ

ବନ୍ଧୁଗଣ ଆପଣ ମାନଙ୍କର ମନେ ଥିବ ନିକଟରେ ବବି ମିଶ୍ର ଜଣେ ପ୍ରଯୋଜକଙ୍କୁ ନେଇ ଗଣମାଧ୍ୟମରେ ମୁହଁ ଖୋଲି କହିଥିଲେ କି ପିଣ୍ଟୁନନ୍ଦ ସାରା ଓଡିଶା ବାସୀଙ୍କୁ ସାହାଯ୍ୟ ସହଯୋଗ ମାଗିଥିଲେ । ଆଉ ସାରା ଓଡିଶା ବାସୀ ପିଣ୍ଟୁନନ୍ଦଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଥିବା ବେଳେ ପିଣ୍ଟୁନନ୍ଦଙ୍କୁ ଜଣେ ପ୍ରଯୋଜକ ୫୦ ହଜାର ଟଙ୍କାର ଚେକ ଦେଇ ଅନେକ ବଡ଼ ବଡ଼ କଥା କହିଯାଇଥିଲେ ।

ହେଲେ ପରେ ଜାଣିଲେ ଯେ ସେ ଚେକ ବାଉନ୍ସ ଚେକ ବୋଲି । ତେବେ କେବଳ ଏତିକି ନୁହେଁ ବବିମିଶ୍ର କହିଥିଲେ କି ପିଣ୍ଟୁନନ୍ଦଙ୍କ ଏପରି ଅବସ୍ଥାରେ ତାଙ୍କୁ ଏମିତି ଆଶା ଦେଇ ନି-ରାଶ କରନ୍ତୁ ନାହିଁ । କାରଣ ପିଣ୍ଟୁନନ୍ଦଙ୍କ ପାଇଁ ବର୍ତ୍ତମାନ ଟଙ୍କାଏ ଟଙ୍କାଏ ଟଙ୍କା ଅନେକ କିଛି ମାନେ ରଖେ ।

ତେବେ ଏଭଳି ପରିସ୍ଥିତିରେ ପିଣ୍ଟୁନନ୍ଦଙ୍କ ପାଇଁ ଭଗବାନଙ୍କୁ ଡାକନ୍ତୁ ତାଙ୍କୁ ସାହାଯ୍ୟ କରନ୍ତୁ ମାତ୍ର ଏଭଳି ଠକ କାର୍ଯ୍ୟ କରନ୍ତୁ ନାହିଁ । ତେବେ ବବି ମିଶ୍ର ଗଣମାଧ୍ୟମରେ ଏଭଳି ପ୍ରତି-କ୍ରିୟା ଦେବା ପରେ ଏହାକୁ ନେଇ ପ୍ରଯୋଜକ ମୁହଁ ଖୋଲିଥିଲେ । ପ୍ରଥମେ ବବି ମିଶ୍ର ତା’ପରେ ଏବେ ପ୍ରଯୋଜକଙ୍କ ମା ନିଜେ ଆଣିଛନ୍ତି ଯୁବକଙ୍କ ନାମରେ ଅନେକ ଅଭି-ଯୋଗ ଆଉ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ଅନେକ ପୁଅର କା-ଣ୍ଡ କାର-ନାମା ।

ମାତ୍ର ବର୍ତ୍ତମାନ ପ୍ରଯୋଜକଙ୍କ ମା ମୁହଁ ଖୋଲିବା ପରେ ସମସ୍ତେ ପ୍ରଯୋଜକଙ୍କ ଅସଲ ଚେହେରା ଦେଖି ପାରିଲେ । ସମସ୍ତେ ଜାଣି ପାରିଲେ ପ୍ରଯୋଜକ ଜଣଙ୍କ ଜଣେ ବଡ ଠ-କ ଅଟନ୍ତି । ତେବେ ମା ଜଣଙ୍କ କହିଛନ୍ତି, “ପୁଅ ପାଖରେ ଟଙ୍କା ଟିଏ ନାହିଁ । ତା ନାମରେ ହଜାରେ ଜାଗାରେ ହଜାର ଅଭିଯୋଗ ।

ତାକୁ ଏବେ ଘରୁ ଉଠାଇ ନେଇଛନ୍ତି ଥା-ନା ବାଲା ଦ୍ଵାରା । ଭଦ୍ରକର ଟାଟା ଏସି ବାଲା ଯାଇକି ପୁଅ ଖାଉଥିଲା ଆମ ଗାଁ ଥା-ନା ବାଲାକୁ ଡ଼ାକିକି ନେଇକି ଖାଉଥିଲା ଭାତ ଛଡେଇକି ନେଇକି ତାକୁ ନେଇଗଲେ । ଥା-ନା ବାଲା ପଚାରିଲେ କେଉଁ ଲୋକ କମ୍ପ୍ଲେନ୍ କରିଛି ସେ କହିଲେ ଜାଣିନାହୁଁ ବୋଲି ।

ମିଶ୍ଚର ମେସିନ୍ ସାଙ୍ଗମାନେ ରଖିଛନ୍ତି ମୋ ପୁଅ ନାଁରେ ଆଣିକି । ୮ ବର୍ଷ ହେଲାଣି ତାକୁ ଫସା-ଉଛନ୍ତି ସବୁ ଲୋକମାନେ ମିଶିକି । ମୁଁ ପା ସେଥିପାଇଁ ତାକୁ ମା-ରିକି ଘରୁ ବାହାର କରିଦେଇଥିଲି । ମୁଁ ତାକୁ ସବୁବେଳେ କୁହେ ତୁ ବାହାରକୁ ଯିବୁନି ବି-ପଦ । ମୋ ପୁଅ ବହୁତ ଭଲ । ସେ ଆମର ସବୁ କିଛି ବିକିଦେଇଛି ସିନା ହେଲେ ସେ ଖରାପ ପିଲା ନୁହେଁ ଭଳପିଲା” ।

Leave a Reply

Your email address will not be published. Required fields are marked *