୧୩ ବର୍ଷର ନାତୁଣୀକୁ ନେଇଗଲା ଜେଜେ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥା-ନା ଅନ୍ତର୍ଗତ ସାଧକନଗର ଗାଁରେ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ଜେଜେଙ୍କର ଏକାଦଶାହ ଶୁ-ଦ୍ଧିକ୍ରି-ୟା ବେଳେ ଲୁଣା ନଦୀରେ ଭାସିଗଲେ 3 ଭଉଣୀ। ପାଣିରେ ବୁଡ଼ି ଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସୁର-କ୍ଷିତ ଉ-ଦ୍ଧାର ହୋଇଛନ୍ତି।

ମୃ-ତକ ନାବା-ଳିକା ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଋତୁପର୍ଣ୍ଣା ସାହୁ। ଉ-ଦ୍ଧାର ହୋଇଥିବା ଅନ୍ୟ ଦୁଇ ଭଉଣୀ ହେଲେ ରିଦ୍ଧି ଆଉ ସିଦ୍ଧି। ତେବେ ସୂଚନା ଅନୁସାରେ ଗତକାଲି ଅପରାହ୍ନ ସମୟରେ ଉକ୍ତ ଗ୍ରାମର ଭୃଗୁରାମ ସାହୁଙ୍କ ପରିବାର ର ଜଣେ ସଦସ୍ୟ ଲୁଣାନଦୀ କୁଳରେ ଏକାଦଶ କାର୍ଯ୍ୟ ପାଇଁ ଯାଇଥିଲେ।

କର୍ମ ପାଇଁ ସମସ୍ତେ ବ୍ୟସ୍ତ ଥିବା ସମୟରେ ପରିବାରର 3 ଝିଅ ଏବଂ ତାଙ୍କ ମାଆ ନଦୀ କୁଳକୁ ଗାଧୋଇବା ପାଇଁ ମଧ୍ୟ ଯାଇଥିଲେ। କିନ୍ତୁ ହଠାତ୍ କିଛି ସମୟ ମଧ୍ୟରେ ଜୋରରେ ଚି-ତ୍କାର ଶୁଭିଥିଲା। ଶବ୍ଦ ଶୁଣିବା ପରେ ପରିବାର ସଦସ୍ୟ ଉକ୍ତ ସ୍ଥାନ କୁ ଦୌଡ଼ି ଯାଇଥିଲେ।

କିନ୍ତୁ ଘ-ଟଣା ସ୍ଥଳରେ ଦୁଇ ସାନ ଭଉଣୀକୁ ଉ-ଦ୍ଧାର କରିବା ପରେ ବଡ଼ ଭଉଣୀ ପାଣିରେ ବୁଡିଯାଇଥିଲା। ଯାହାପରେ ଘଟ-ଣା ସ୍ଥଳରେ ସେ ନି-ଖୋଜ ହୋଇଯାଇଥିଲା। ଅନେକ ଖୋଜାଖିଜି ପରେ ଅଗ୍ନିଶମ ବିଭାଗ ଘ-ଟଣା ସ୍ଥଳରେ ପହଞ୍ଚି ବଡ଼ ଝିଅକୁ ଉଧାର କରିଥିଲା।

ତେବେ ସଙ୍ଗେସଙ୍ଗେ ବଡ଼ ଝିଅ କୁ ମେଡିକାଲକୁ ନେବା ପରେ ଡକ୍ଟର ତାଙ୍କୁ ମୃ-ତ ଘୋଷଣା କରିଥିଲେ। ତେବେ ଏହି ଅଭା-ବନୀୟ ଘ-ଟଣା ରେ ମୃ-ତ୍ୟ ଘଟିଥିବା ଝିଅ ର ନାମ ହେଉଛି ଋତୁପର୍ଣ୍ଣା ସାହୁ। ଏହି ଘ-ଟଣା ରେ ସୁର-କ୍ଷିତ ଉ-ଦ୍ଧାର ହୋଇଥିବା ଦୁଇ ବାଳିକାଙ୍କ ନାମ ରିଧି ଏବଂ ସିଦ୍ଧି।

ଉଭୟ ଏବେ ସୁସ୍ଥ ଥିବା କହିଛନ୍ତି ପରିବାର ଲୋକେ। ଏହି ଘ-ଟଣା ଘଟିବା ପରେ ସ୍ତାନୀୟ ଅଞ୍ଚଳ ରେ ଶୋ-କର ଛା-ୟା ଖେଳି ଯାଇଛି। ମୃ-ତ୍ଯୁ ବରଣ କରିଥିବା ବାଳିକା ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଥିଲେ। ପରିବାର ରେ ସମସ୍ତଙ୍କ ପ୍ରିୟ ଥିଲେ ଏହି 3 ଝିଅ। କିନ୍ତୁ ଏହି ଘ-ଟଣା ଘଟିବା ପରେ ପରିବାର ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *