ପ୍ରକୃତି ମିଶ୍ରଙ୍କୁ କିପରି ନ୍ୟା-ୟ ଦିଆଯାଇପାରିବ ସେ କାମ ହେଉଛି ମୋର :ବୋମ୍ୟକେଶ ତ୍ରିପାଠୀ

ତେବେ ପୁଣିଥରେ ସମ୍ନାକୁ ଆସିଲା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବି-ବାଦ ମାମ-ଲା । ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ଆଜି ଏହି ମାମ-ଲାର ଶୁଣାଣି ଶେଷ କରି ଘଟ-ଣାର ପୁନଃ ତ-ଦନ୍ତ କରି ଦୁଇ ମାସ ମଧ୍ୟରେ ରି-ପୋର୍ଟ ପ୍ରଦାନ ପାଇଁ ନି-ର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ମାମ-ଲାର ଶୁଣାଣି କରିବା ସହିତ ମାମ-ଲାରେ ପୂର୍ଣ୍ଣଛେଦ ଟାଣିଛନ୍ତି । କମିଶନରେଟ ପୋ-ଲିସ ଏହି ଘଟ-ଣାରେ ଚା-ର୍ଜସି-ଟ ଦାଖଲ କରି ସାରିଥିବା କମିଶନରେଟ ପୋ-ଲିସ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା ।

କିନ୍ତୁ ଆଇପିସିର ୩୫୪ ଧାରାରେ ଚା-ର୍ଜସି-ଟରେ ନଥିବା ହାଇକୋର୍ଟଙ୍କୁ ଯୁ-କ୍ତି ରଖିଥିଲେ ଆବେଦନକାରୀଙ୍କ ଓକିଲ । କମିଶନରେଟ ପୋ-ଲିସ ନିକଟରେ ହୋଇଥିବା ଏତ-ଲା ଉପରେ କାର୍ଯ୍ୟାନୁ-ଷ୍ଠାନ ହେଉ ନଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରକୃତି । ଯେଉଁଭଳି ଭାବେ ପ୍ରକୃତିଙ୍କୁ ବିଚ ରାସ୍ତାରେ ଆକ୍ର-ମଣ କରାଗଲା ସେ ନେଇ ଅଭି-ଯୋଗ ହୋଇଥିଲେ ମଧ୍ୟ ଖାରବେଳ ନଗର ଥା-ନା ପୋ-ଲିସ ଉପଯୁକ୍ତ ଦଫାରେ ଚାର୍ଜ-ସିଟ କରି ନ ଥିବା ହାଇକୋର୍ଟଙ୍କ ଦୃଷ୍ଟି ଆକ-ର୍ଷଣ କରିଥିଲେ ପ୍ରକୃତି ମିଶ୍ରଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ।

ଏହାପରେ ମାମ-ଲାର ପୁନଶ୍ଚ ତଦନ୍ତ କରି ଚାର୍ଜ-ସିଟ ଦା-ଖଲ କରିବାକୁ ନି-ର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯାହାକୁ ନେଇ ପ୍ରତି-କ୍ରିୟା ରଖି ବ୍ୟୋମକେଶ ତ୍ରିପାଠୀ ମିଡ଼ିଆ ସାମ୍ନାରେ କହିଛନ୍ତି ଯେ, “ଓନରେବଲ୍ ହାଇକୋର୍ଟ ଆମକୁ ଯେଉଁ ଡିରେକ୍ସନ୍ ଦେଇଛନ୍ତି ସେଥିରେ ନିଶ୍ଚିତ ଭାବରେ ଆମେ ସନ୍ତୁଷ୍ଟ । ଏବଂ ଏଠି ଘଟ-ଣାଟି ହେଉଛି ଏଇଭଳି ଯେ ପ୍ରକୃତି ମିଶ୍ରଙ୍କ ଉପରେ ରାସ୍ତା ଉପରେ ଆଟାକ୍ କରାଯାଇଥିଲା । ତା’ପରେ ଖାରବେଳ ନଗର ଥା-ନାରେ ୨୧୭/୨୦୨୨ ବୋଲି ଗୋଟେ ମାମ-ଲା ରେଜିଷ୍ଟ୍ରେସନ୍ କରାଯାଇଥିଲା । ଯେଉଁଟା କି ୩୪୧, ୨୯୪, ୩୨୩, ୫୦୬, ୩୪ ଆଇପିସିରେ ମାମ-ଲାଟି ପଞ୍ଜିକରଣ କରାଗଲା ।

କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଜଣେ ମହିଳା ହୋଇଥିଲେ ମଧ୍ୟ ତାଙ୍କ ପ୍ରତି ଅସଦା-ଚରଣ କରାଯାଇଥିଲେ ମଧ୍ୟ ଓମେନ୍ ପ୍ରୋଭିଜିସନ୍ ଆକ୍ଟ ତା ଦେହରେ ଲଗାଯାଇ ନଥିଲା । ଯେଉଁଥିରେ ପିଟି-ସନର୍, ଯିଏ ପ୍ରକୃତି ମିଶ୍ର ଗୋଟେ ରିପ୍ରେଜେଣ୍ଟେସନ୍ ଫାଇଲ୍ କଲେ କିନ୍ତୁ ଡିସି କୌଣସି କାର୍ଯ୍ୟାନୁ-ଷ୍ଠାନ ଗ୍ରହଣ କଲେନାହିଁ ଯେଉଁଥି ପାଇଁ ଆଉଗୋଟେ ପିଟିସନ ଫାଇଲ୍ କରିଥିଲୁ ହାଇକୋର୍ଟରେ ଯାହାପାଇଁ ତୃପ୍ତିଙ୍କ ବିରୋ-ଧରେ ଚାର୍ଜ-ସିଟ୍ ଫାଇଲ୍ ହୋଇଛି” ।

Leave a Reply

Your email address will not be published. Required fields are marked *