ଓଡିଶାରୁ ଦିଲ୍ଲୀ OLA ବୁକ କରି କାଲିଙ୍ଗ ଷ୍ଟାଡିୟମରେ ଓହ୍ଲାଇଲେ ଦୁଇ ଯୁବତୀ, ଟଙ୍କା ମାଗିବାରୁ ନାଲି ଆଖି ଦେଖାଇଲେ,ଆଉ ତା ପରେ ….

ରୂପବତୀଙ୍କ ରୂପରେ ଫସିଗଲେ OLA ଡ୍ରାଇଭର। ଓଡ଼ିଶାରୁ ଦିଲ୍ଲୀ କ୍ୟାବ ବୁକ କରି କଳିଙ୍ଗ ଷ୍ଟାଡିୟମ ରେ ଓହ୍ଲାଇ ଗଲେ ଯୁବତୀ। ଟଙ୍କା ମାଗିବାରୁ ନାଲି ଆଖି ଦେଖାଇ ମା-ରିଲେ ଚମ୍ପଟ। 1 ଘଣ୍ଟା ଧରି ଗେଟରେ ବସିଛନ୍ତି ଡ୍ରାଇଭର।

ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ ଉକ୍ତ ଯୁବକ ଡ୍ରାଇଭର ଜଣକ କହିଛନ୍ତି ଯେ,” ଯେତେବେଳେ ଉକ୍ତ ଯୁବତୀ ଦୁଇ ଜଣକ OLA କ୍ୟାବ ବୁକ କଲେ ମୁଁ ତାଙ୍କ ପାଖରେ ପହଁଞ୍ଚିଲି। ଏହାପରେ ସେମାନେ ସଂଗେ ସଂଗେ କାର ଭିତରକୁ ପଶିଗଲେ।

ଏହାପରେ ଓଟିପି ଦେଇ ମୁଁ ଯେତେବଳେ ଲୋକେସନ ଦେଖିଲି, ସେତେବେଳେ ମୋବାଇଲରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଲୋକେସନ ଦେଖାଇଲା।ତାପରେ ମୁଁ ସେ ଯୁବତୀଙ୍କୁ ପଚାରିଲେ ଯେ ମ୍ୟାଡାମ ଆପଣ କଣ 1700 କିମି ଯିବେ। ତାପରେ ଯୁବତୀ ଜଣକ କହିଲେ ଯେ ନା ନା ଆମେ ଏତେ ବାଟ ଯିବୁ ନାହିଁ।

OLA ରେ ଅନ୍ୟ କିଛି ପାଖାପାଖି ଲୋକେସନ ନ ଦେଖାଇବା କାରଣରୁ ଆମେ ଏପରି କଲୁ। ଏହାଶୁଣି ମୁଁ ତାଙ୍କୁ କହିଲି ଯେ ସେ ଯାହା ହେଉ ପଛେ ଆପଣ ଯେହେତୁ ଓଟିପି ଦେଇଛନ୍ତି ସେଥିପାଇଁ ଆପଣଙ୍କୁ ସମ୍ପୁର୍ଣ୍ଣ ପେମେଣ୍ଟ କରିବାକୁ ପଡିବ।ଏହାପରେ ଯୁବତୀ ଦୁଇ ଜଣକ ଯୁ-କ୍ତି ତ-ର୍କ କରି ଗାଡିରୁ ଓହ୍ଲାଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ପଶିଗଲେ।

ଆଉ ଟଙ୍କା ମଧ୍ୟ ଦେଲେ ନାହିଁ। ଏହାପରେ ମୁଁ ଟଙ୍କା ନେବା ପାଇଁ ଏବେ ଷ୍ଟାଡିୟମ ଆଗରେ 1 ଘଣ୍ଟା ଧରି ଠିଆ ହୋଇଛି। ଯଦି ମତେ ଟଙ୍କା ନମିଳେ ତେବେ ମୁଁ ଥା-ନାରେ ଅଭି-ଯୋଗ ମଧ୍ୟ କରିବି। କାରଣ ଓଲା କମ୍ପାନୀ ପକ୍ଷ୍ୟରୁ ଟଙ୍କା ଆଦାୟ କରିବାକୁ ଚେତା-ବନୀ ଦିଆଯାଇଛି। ଟଙ୍କା ନ ମିଳିଲେ ମୋ ଚାକିରୀ ଚାଲିଯିବ। ସେଥିପାଇଁ କୌଣସି ବି ଉପାୟରେ ମତେ ସେମାନଙ୍କଠାରୁ ଟଙ୍କା ନେବାର ଅଛି।

Leave a Reply

Your email address will not be published. Required fields are marked *