ଆଉ ଜଣେ ପୋ-ଲିସ ଗୋପାଳ ପରି ଟେକିଛି ମୁଣ୍ଡ,ଆଉ ତା ଟାର୍ଗେ-ଟରେ ଏହି ବିଜେଡି ନେତା !

ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ମାମଲାର ମୁଖ୍ୟ ଅଭି-ଯୁକ୍ତ ଗୋପାଳ ଦାସଙ୍କ ପାଇଁ ପୋ-ଲିସ ବିଭାଗ ଅପବାଦ ମୁଣ୍ଡାଇଥିବା ବେଳେ ଏବେ ଆଉ ଜଣେ ପୋ-ଲିସ କନେଷ୍ଟବଳଙ୍କ ଖବର ସାମ୍ନାକୁ ଆସିଛି। ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହ-ତ୍ୟା କରିବା ପାଇଁ କରାଯାଇଥିଲା ଯୋଜନା। ଜଣେ କନେଷ୍ଟବଳ ତାଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରିଥିବା ସାମ୍ନାକୁ ଆସିଛି।

ଏହି ଘ-ଟଣା ପରେ କୋଲାବିରା ଥା-ନାରେ ଉକ୍ତ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ଜିଲ୍ଲା ପୋ-ଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତେବେ ସୂଚନା ଅନୁସାରେ ଆପଣ ମାନେ ତ ଜାଣିଥିବେ ଯେ 2016 ମସିହାରେ ଘଟିଥିବା କଳ୍ପନା ଦାସ ଏବଂ ତାଙ୍କ ନାବା-ଳିକା ଝିଅର ହ-ତ୍ୟା ମାମ-ଲା ବିଷୟ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଅନୁପ ସାଏ ଏହି ଘଟ-ଣାର ମୁଖ୍ୟ ଅଭି-ଯୁକ୍ତ ହୋଇଥିବା ବେଳେ ଦୀର୍ଘ ବର୍ଷ ଜେ-ଲ୍‌ରେ ରହି ସେ ଜାମି-ନରେ ମୁକୁଳିଛନ୍ତି। ତେବେ କନେଷ୍ଟବଳ ସରୋଜ ଦାସ କଳ୍ପନାଙ୍କ ସମ୍ପ-ର୍କୀୟ ଭାଇ ହୋଇଥିବାରୁ ଭଉଣୀର ହ-ତ୍ୟାର ପ୍ରତି-ଶୋଧ ନେବାକୁ ସେ ଅନୁପ ସାଏଙ୍କୁ ହ-ତ୍ୟା କରିବାକୁ କହୁଥିବା ଜଣାଯାଇଛି।

ଛତିଶଗଡ଼ ଚକ୍ରଧରନଗର ପୁ-ଲିସ ଯେତେବେଳେ କଳ୍ପନାଙ୍କ ମ-ର ଶରୀରର ଫଟୋ ଜାରି କରିଥିଲେ ସେତେବେଳେ ସରୋଜ ହିଁ ନିଜ ଭଉଣୀ ଫଟୋକୁ ଚିହ୍ନଟ କରିଥିଲେ। ତେବେ ରବିବାର ଦିନ ସନ୍ଧ୍ୟାରେ ଥା-ନାରେ କାର୍ଯ୍ୟରତ ଥିବା ବେଳେ ଅନୁପ ସାଏଙ୍କ ବିରୋ-ଧରେ ବିବା-ଦୀୟ ମନ୍ତବ୍ୟ ଦେଇଥିଲେ ସରୋଜ।

ଏପରିକି ଅନୁପ ସାଏଙ୍କୁ ମା-ରିଦେବେ ବୋଲି ସେ ନିଜ ସାଥୀ କର୍ମଚାରୀଙ୍କୁ କହିଥିବା ଜଣାପଡିଛି। ତେବେ ସରୋଜ ଦାସ ନି-ଶାସ-କ୍ତ ଅବସ୍ଥାରେ ଏପରି କିଛି କହିଛନ୍ତି ନା ଏହା ପଛରେ କିଛି ଷ-ଡଯ-ନ୍ତ୍ର ରହିଛି ତାକୁ ନେଇ ପୋ-ଲିସ ଏବେ ତ-ଦନ୍ତ କରୁଥିବା ସୂଚନା ମିଳିଛି। ଏହାସହ ସରୋଜ ନିକଟରୁ ବନ୍ଧୁକ ପ୍ର-ତ୍ୟାହା-ର କରି ଜିଲ୍ଲା ପୋ-ଲିସ୍‌ ମୁଖ୍ୟାଳୟକୁ ବଦଳି କରାଯିବ ବୋଲି ଝାରସୁଗୁଡ଼ା ପୋ-ଲିସ୍‌ କହିଛି।

Leave a Reply

Your email address will not be published. Required fields are marked *