ଘର ବାହାରେ ବସିଲି ,ଶେଷରେ ଶାଶୁଘର ଲୋକେ ମୋତେ ଠ-କିଦେଲେ I ବାଧ୍ୟ ହୋଇ ଦୋକାନରେ ବିକିଲି

ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ତା ସହ ଲୋକମାନେ ମଧ୍ୟ ତା ସହ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି ଏବଂ ଏହା ସହ ଲୋକଙ୍କ କଥା ବାର୍ତ୍ତା ଏବଂ ଚାଲିଚଲନରେ ମଧ୍ୟ ପାର୍ଥକ୍ୟ ଦେଖାଯାଇଛି।ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି ଯାହା ପାଇଁ କାହାର ଦରକାର ସମୟରେ ଭଲ ମନ୍ଦ ବୁଝି ଦୂର କଥା କାହାକୁ କିଛି ସାହାଯ୍ୟ ମଧ୍ୟ କରୁନାହିଁ।

ଆଜି ଏମିତି ଏକ ଘ-ଟଣା ଲୋକଙ୍କ ଆଗକୁ ଆସିଛି ଯେଉଁଠି ଜଣେ ମହିଳା ନିଜର ସ୍ତ୍ରୀର ସିକୃତି ପାଇବା ପାଇଁ ନିଜ ଶ୍ଵଶୁର ଘର ଆଗରେ ସହ ବାଜ ହୋଇ ପହଞ୍ଚିବା ପରେ ସେ ସେଠାରେ ଠକା-ମୀର ଶି-କାର ହୋଇଛି ଯାହା ତାଙ୍କୁ ତାଙ୍କ ଶ୍ବଶୁର ଘର ସମେତ ନିଜ ସ୍ଵାମୀ ମଧ୍ୟ ଠ-କିଛନ୍ତି।ଏହିଭଳି ଏକ ଅଭାବନୀୟ ପରିସ୍ଥିତି ଦେଖା ଦେଇଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗାଲେରି ଗ୍ରାମରେ।

ବିବାହର ପ୍ରତିଶ୍ରୁତି ଦେଇ ଟିନାଙ୍କୁ ତାଙ୍କ ଶାଶୂଘର ଲୋକେ ଠ-କି ଦେଇଛନ୍ତି ଏବଂ ସେଥିପାଇଁ ଟୀନାଙ୍କ ଶାଶୂଘର ଆଗରେ ଯାଇ ସ୍ତ୍ରୀର ଶିକୃତି ପାଇବା ପାଇଁ ବସିଛନ୍ତି।ସେଠାରେ ଏହି ଭଳି ଘ-ଟଣା ଘଟିବାପରେ ସେଠାକାର ମହିଳା ସଂଗଠନର ଅଧ୍ୟକ୍ଷ ଓ ସମାଜସେବୀ ମଧ୍ୟ ଉପସ୍ଥିତ ହୋଇଛନ୍ତି।ଶୁଣିବାକୁ ମିଳିଥିଲା ଯେ ଟିନାଙ୍କ ଶାଶୂଘର ଲୋକେ ତାଙ୍କୁ ବୋହୁ କରିବା ପାଇଁ ରାଜି ଥିଲେ ଏବଂ ତାଙ୍କୁ ସମସ୍ତଙ୍କ ଆଗରେ ଲିଖିତ ଭାବରେ ଦେଇଥିଲେ କି ଲିଖିତ ତାରିଖ ଅନୁଯାୟୀ ହିନ୍ଦୁ ଧର୍ମ ରୀତିନୀତିରେ ଦୁହିଁଙ୍କ ବିବାହ ହେବ।

କିନ୍ତୁ ସେହି ତାରିଖ ଦିନ ଟିନା ବଧୁ ବେଶରେ ସଜ ହୋଇ ହାତରେ ମେହେନ୍ଦି ଲଗାଇ ଯାଇ ଶାଶୂଘର ପହଞ୍ଚିଥିଲେ। କିନ୍ତୁ ସେଠାରେ ତାଙ୍କ ସ୍ଵାମୀ ଏବଂ ଶାଶୂଘର ଲୋକେ ତାଙ୍କୁ ଦେଖା ଦେଇନଥିଲେ ଯାହା ପାଇଁ ସେ କା-ନ୍ଦିବା ଆରମ୍ଭ କରିଥିଲେ ।କୌଣସି କାରଣରୁ ତାଙ୍କ ପରିବାର ଲୋକଙ୍କ ଦେଖା ମିଳିନଥିଲା।ଶୁଣିବାକୁ ମିଳିଛି ଯେ ସେମାନେ ଗ୍ରାମ ବାହାରେ ବାଣିଜ୍ୟ ବ୍ୟବସାୟ କରନ୍ତି। କିନ୍ତୁ ଏମିତି ମିଛ ଆଶ୍ଵାସନା ଦେଇ ତାଙ୍କ ଶ୍ବଶୁର ଘର ଲୋକ ତାଙ୍କୁ ପୁଣିଥରେ ଠ-କି ଦେଇଛନ୍ତି।

Leave a Reply

Your email address will not be published. Required fields are marked *