ବର୍ଷାଙ୍କ ନାମରେ ଥିବା ଦୁଇଟି ମାମ-ଲାରେ ପଡ଼ିଛି ପୂର୍ଣ୍ଣଛେଦ,ଏବେ ଶାନ୍ତିରେ ନିଶ୍ୱାସ ମା-ରିବେ

ନିଜ ନାମରେ ଥିବା ମାମ-ଲାରୁ ଏବେ ଶାନ୍ତି ପାଇଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି। ବର୍ଷାଙ୍କ ବିରୋଧରେ ହୋଇଥିବା 2ଟି ମାମ-ଲାରେ ସତ୍ୟତା ନଥିବା ଦର୍ଶାଇ ଆଗକୁ ଆଉ ଏହାର ଶୁଣାଣି ହେବ ନାହିଁ ବୋଲି କହିଛି କୋର୍ଟ।

ଏହି ଆଦେଶ ପରେ ବର୍ଷାଙ୍କ ନାମରେ ହୋଇଥିବା ଦୁଇଟି ମାମ-ଲାରେ ଏବେ ପଡିଯାଇଛି ପୂର୍ଣ୍ଣଛେଦ। ତେବେ କୋର୍ଟର ଏହି ଶୁଣାଣି ପରେ ନିଜ ଇନ୍ସଟାଗ୍ରାମରେ ଏକ ପୋଷ୍ଟ କରି ବର୍ଷା କହିଛନ୍ତି ଯେ,”ମୋ ନାମରେ ଯେତେ ସବୁ ମି-ଥ୍ୟା ଅଭି-ଯୋଗ ଆଣି ମୋତେ ବଦ-ନାମ କରିବା ପାଇଁ ଚେଷ୍ଟା କରାଯାଉଥିଲା ସେ ସବୁର ଏବେ ଅନ୍ତ ଘଟିଛି।

ହାଇକୋର୍ଟର ରାୟ ପରେ ଏହି ମାମ-ଲା ଗୁଡିକରେ ଏବେ ପୂର୍ଣ୍ଣଛେଦ ପଡିଯାଇଛି।ନିଜର ସ୍ୱାର୍ଥ ସାଧନ ପାଇଁ ଗରିବ ଲୋକମାନଙ୍କୁ ହୀନ ଉଦ୍ଦେ-ଶ୍ୟରେ ମୋ ବିରୋ-ଧରେ ବ୍ୟବହାର କରାଯାଉଥିଲା। ଏପରି ହୀନ ଉଦ୍ଦେଶ୍ୟମୂଳକ ଷ-ଡଯ-ନ୍ତ୍ର ଅତ୍ୟନ୍ତ ଲ-ଜ୍ଜାଜ-ନକ। ମୋ ସହ ଯାହା ହେଲା ଆଉ କାହା ସହ ନ ହେଉ।”

ବର୍ଷା ଆହୁରି ମଧ୍ୟ ଲେଖିଛନ୍ତି ଯେ, “2020 ରୁ ମୋତେ ଚାପି ଦେବାକୁ ଚେଷ୍ଟା କରାଯାଉଥିଲା। କିଛି ଦିନ ତଳେ ମୋ ସହ ମୋ ପରିବାରକୁ ସାମିଲ କରି ଆମ ବିରୋ-ଧରେ ଷ-ଡଯ-ନ୍ତ୍ର କରି ସଙ୍ଗୀନ ଅଭି-ଯୋଗ ଅଣାଗଲା। ଯିଏ ଯାହା କଲେ, ମୋ ବିରୁ-ଦ୍ଧରେ ମି-ଥ୍ୟା ଅଭି-ଯୋଗ ଆଣିଲେ ବି ମୁଁ ଭାଙ୍ଗି ପଡିବି ନାହିଁ।”

ତେବେ ପୂର୍ବ ଘଟ-ଣାକୁ କହିବାକୁ ଗଲେ ରାଜଧାନୀ ସ୍ଥିତ ସହୀଦନଗର ଏବଂ ଚନ୍ଦ୍ରଶେଖରପୁର ଥା-ନାରେ ବର୍ଷାଙ୍କ ନାମରେ 2ଟି ମାମ-ଲା ପଞ୍ଜିକୃତ ହୋଇଥିଲା। ଗୋଟିଏ ସହିଦନଗର ଥା-ନାରେ ବର୍ଷାଙ୍କ ନାମରେ ଚାକିରି ଦେବା ଲୋଭ ଦେଖାଇ ଠ-କେଇ ଅଭି-ଯୋଗ ଏବଂ ଅନ୍ୟଟି ଚନ୍ଦ୍ରଶେଖରପୁର ଥା-ନାରେ ଜାତିଆଣ ଆକ୍ଷେପ ନେଇ ଅଭି-ଯୋଗ।

ଏହି 2ଟି ମାମ-ଲାରେ ପୁ-ଲିସ କା-ର୍ଯ୍ୟାନୁ-ଷ୍ଠାନ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭି-ଯୋଗକାରୀ। ଏହି ମାମ-ଲାକୁ ଶୁଣାଣି ପାଇଁ ଗ୍ରହଣ କରି ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଅଭି-ଯୋଗର ସତ୍ୟତା ଯାଞ୍ଚ କରି ଜଣାଇବାକୁ ନି-ର୍ଦ୍ଦେଶ ଦେଇଥିଲେ। ଏବେ ଦୁଇଟିଯାକ ମାମ-ଲା ମି-ଛ ବୋଲି ପ୍ରମାଣ ହେବା ପରେ କୋର୍ଟ ମାମ-ଲା ଦୁଇଟିରେ ପୂର୍ଣ୍ଣଚ୍ଛେଦ ପକାଇଛି।

Leave a Reply

Your email address will not be published. Required fields are marked *