କାଲି ଦେଖି ଆସିଥିଲି, ମୋ ଝିଅ ଭଲ ଥିଲା.. କିନ୍ତୁ ଆଜି ସକାଳୁ କହୁଛନ୍ତି ମ-ରିଗଲା..

କଟକ ଜିଲ୍ଲା ଭଦ୍ରେଶ୍ଵର ଥା-ନା ଗୋପାଳପୁର ଗ୍ରାମରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ବାପ ଘରୁ ଅଧିକ ଯୌ-ତୁକ ଦାବିକରି ଜଣେ ବଧୂକୁ ତାର ଶାଶୁ ଘର ଲୋକ ବିଭିନ୍ନ ନିର୍ଯ୍ୟା-ତନା ଦେବା ସହ ଜୀବନରୁ ମା-ରି ଟାଙ୍ଗିଦେଇଥିବା ଅଭି-ଯୋଗ ହୋଇଛି ।

ତେବେ ସୂଚନା ଅନୁସାରେ ଏହି ଗୋପାଳପୁର ଗ୍ରାମର ସୁନିଲ ପ୍ରଧାନଙ୍କ ପୁଅ ରଞ୍ଜନଙ୍କୁ 3 ବର୍ଷ ପୂର୍ବେ ଭଦ୍ରେଶ୍ଵର ଥା-ନା ଅନ୍ତର୍ଗତ ଏରକଣା ଗ୍ରାମର ସୁନାକର ନାୟକଙ୍କ ଝିଅ ଲିଜାମ୍ବିନି ବିବାହ କରିଥିଲେ।

ବିବାହ ପରେ କିଛି ଦିନ ଠିକଠାକ ଚାଲିଥିବା ବେଳେ ହଠାତ ଶାଶୂଘର ଲୋକ ଅଧିକ ଯୌ-ତୁକ ଏବଂ ପୁତ୍ର ସନ୍ତାନ ଜନ୍ମ କରିବାପାଇଁ ଦାବି କରିଥିଲେ। ଏହାକୁ ଲିଜା ବି-ରୋଧ କଲେ ଶାଶୂଘର ଲୋକ ତାଙ୍କୁ ଶାରି-ରୀକ ଏବଂ ମାନସିକ ନିର୍ଯ୍ୟା-ତନା ଦେଉଥିଲେ।

ତେବେ ଏହିପରି ବହୁତ ଦିନ ଧରି ଚାଲିଥିବା ବେଳେ ମହିଳାଙ୍କୁ ଶାନ୍ତିରେ କୌଣସି କାର୍ଯ୍ୟ କରିବାକୁ ଦିଅନ୍ତି ନାହିଁ ଶାଶୂ ଏବଂ ଶଶୁର। ଆଉ ଆଜି ଏପରି ଦିନ ଆସିଗଲା ଯେଉଁଥିରେ ମହିଳାଙ୍କର ମୃ-ତ୍ୟୁ ଘଟିଯାଇଛି।

ତେବେ ସ୍ବାମୀ, ଶାଶୁ, ଶଶୁର ଏବଂ ନଣନ୍ଦ ମିଶି ମହିଳାଙ୍କୁ ହ-ତ୍ୟା କରିବା ପରେ ଦୌଡ଼ି ଲଗାଇ ଟାଙ୍ଗୀ ଦେଇଥିବା ନେଇ ମୃ-ତ ଲିଜାର ବାପଘର ଲୋକ ଥା-ନାରେ ଅଭି-ଯୋଗ କରିଛନ୍ତି। କିନ୍ତୁ ଶାଶୂଘର ଲୋକ କହିଛନ୍ତି ଯେ ଲିଜା ନିଜେ ଆ-ତ୍ମ ହ-ତ୍ୟା କରିଛନ୍ତି। ଅଭି-ଯୋଗକୁ ଗ୍ରହଣ କରିବା ପରେ ପୋ-ଲିସ ଏବେ ତ-ଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *