ଗୋପାଳ ତିଆରି କରିଛି ଆହୁରି ଅନେକ ଗୋପାଳ,ମନରେ ରା-ଗକୁ ଚାପିଧରି ବୁଲୁଛନ୍ତି।

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣl ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।

ଗୋପାଳ ଭଳି ରହିଛନ୍ତି ଆଉ କେତେ ଗୋପାଳ? ଯେଉଁମାନେ ମନରେ ରାଗକୁ ଚାପିଧରି ବୁଲୁଛନ୍ତି।ଏମିତି ଗୋଟେ ଗୋଟେ ସୁଜଗକୁ ଅପେକ୍ଷା କରିଛନ୍ତି।ଯାହାକୁ ନେଇ ଏବେ ଚିନ୍ତାରେ ରହିଛି ପୋ-ଲିସ ପ୍ରଶାସନ। ମନ୍ତ୍ରୀଙ୍କର ଥିଲା ପିଏସଓ।ଦେହରେ ଥିଲା ଖାକି ପୋଷାକ।ପ୍ରତି ସମୟରେ ମନ୍ତ୍ରୀଙ୍କର ଦେହରକ୍ଷୀ ହେଇ ରହୁଥିଲା।ହେଲେ ମନରେ ମନ୍ତ୍ରୀଙ୍କ ପ୍ରତିଥିଲା ପ୍ରଚଣ୍ଡ ରା-ଗ।ଭିତରେ ଭିତରେ କ୍ରୋ-ଧର ନି-ଆଁରେ ଜ-ଳୁଥିଲା ଗୋପାଳ।

ପ୍ରତିଟି ସମୟରେ ଖୋଜି ବୁଲୁଥିଲା ହ-ତ୍ୟା କରିବାର ସୁଯୋଗ।ଆଉ ସୁଜଗ ପାଇଲା ପରେ ପାଖକୁ ଆସି ନବଦାଶଙ୍କୁ ମ-ରିଥିଲା ଗୁ-ଳି।ଯାହାଫଳରେ ନବଦଶଙ୍କ ମୃ-ତ୍ୟୁ ହେଇଯାଇଥିଲା। ପିଏସଓ ପୋ-ଲିସ ଗୋପାଳର ଏମିତି କମପରେ ଓଡ଼ିଶା ପୋ-ଲିସ ପୁରା ଛାନିଆ।କାରଣ ପୋ-ଲିସ ବିଭାଗ ପାଖରେ ରହିଛି ସବୁ ଖବର।ଓଡ଼ିଶା ଭିତରେ ଏମିତି ପୋ-ଲିସ ରହିଛନ୍ତି ଯୌମାନେ ଚାପଗ୍ରସ୍ତ ହେଇ କାମ କରୁଛନ୍ତି।ମାନସିକ ନିର୍ଯା-ତନାର ଅହରହ ଶି-କାର ହେଉଛନ୍ତି।

ତେବେ ଯୋଡ଼ି ସେମାନେ କିଛି ବଡ଼ ନିଷ୍ପତି ନିଅନ୍ତୁ ତେବେ କଣହେବ ଭାବି ଏବେ ଅଜଣା ଭ-ୟରେ ଥରୁଛି ପୋ-ଲିସ ପ୍ରଶାସନ।ଗୋପାଳର ନାର୍କ ଟେଷ୍ଟ୍ରରେ ଗୋପାଳ ପାସ ହେଇଥିଲା।ସେ ସବୁ ସତକଥା କ୍ରାଇମବ୍ରାଞ୍ଚ୍ ଆଗରେ ଖୋଲି କହିଥିଲା।ଗୋପାଳଙ୍କ ଘରଲୋକଙ୍କ କହିବା କଥା ତାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା।ଯେଉଁଥି ପାଇଁ ସେ ଔଷଧ ଖାଉଥିଲେ ବୋଲି ଘର ଲୋକ କହିଥିଲେ।

Leave a Reply

Your email address will not be published. Required fields are marked *