ସେମାନଙ୍କୁ କେବଳ ଗୋଟିଏ ଜିନିଷ ଦରକାର ସେ-କ୍ସ, ତାହା ମିଳିଗଲେ ସେମାନେ ଶାନ୍ତି !

ଛୋଟ ଛୁଆମାନେ ଖୁବ୍‌ ସରଳ ହୋଇଥାନ୍ତି, ଯେପରିକି ଏକ ମାଟି ପିଣ୍ଡୁଳା। ପିଲାବେଳୁ ତାଙ୍କୁ ଯେମିତି ଗଢ଼ିତୋଳିବ ବଡ଼ ହେଲେ ସେମାନେ ସେହିଭଳି ବ୍ୟବହାର କରିବେ ଏବଂ ତାହା ହିଁ ତାଙ୍କ ଜୀବନର ଦିଗକୁ ନିର୍ଦ୍ଧା-ରିତ କରିବ। ଏଣୁ ପିଲାଙ୍କ ସାମ୍ନାରେ କଥାବାର୍ତ୍ତା କରିବା ବେଳେ ଘରର ବଡ଼ଲୋକମାନେ ଭାବିଚିନ୍ତି କଥା ହୋଇଥାନ୍ତି।

କାରଣ ପିଲା ଯାହା ଦେଖିବ ତାହା ହିଁ ଶିଖିବ। ଏଣୁ ଯେତେବେଳେ ପିଲାଙ୍କୁ ଯୌ-ନ ଶିକ୍ଷା ଦେବା କଥା ଉଠେ, ସବୁ ବାପା-ମାଆମାନେ ଚିନ୍ତାରେ ପଡ଼ିଯାଆନ୍ତି। କାରଣ ଯୌ-ନ ଶିକ୍ଷା ଯେତିକି ଜରୁରୀ ତାହାକୁ ବୁଝାଇବା ମଧ୍ୟ ସେତିକି କଷ୍ଟକର କାମ। ପିଲାମାନେ ତାହାକୁ କିଭଳି ଭାବେ ଗ୍ରହଣ କରିବେ ତାହା ମଧ୍ୟ ଚିନ୍ତାର ବିଷୟ।

ଏଣୁ ଅଧିକାଂଶ ମାତାପିତା ଏ ବାବ-ଦରେ ପିଲାଙ୍କ ସହ ଆଲୋଚନା କରିନଥାନ୍ତି।କିନ୍ତୁ ଟିଭିରେ କୌଣସି ରୋମା-ଣ୍ଟିକ୍‌ ସିନ୍‌ କିମ୍ବା ଅ-ଶ୍ଲୀଳ ବିଜ୍ଞାପନ ଦେଖିଲେ ସେ ନେଇ ଅଧିକରୁ ଅଧିକ ଜାଣିବା ପାଇଁ ପିଲାଙ୍କ ମନରେ ଉତ୍ସୁକତା ରହିଥାଏ। ଯାହା ଆପେ ଆପେ ତାଙ୍କୁ ନାରୀ ଏବଂ ପୁରୁଷର ସ-ମ୍ପର୍କ ବିଷୟରେ ଜଣାଇଥାଏ।

ତେବେ ପିଲାଙ୍କୁ ଏବିଷୟରେ ଜ୍ଞାନ ଦେବାର ସେଭଳି କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ। ଯେଉଁ ବୟସରେ ପିଲା ଆପଣଙ୍କୁ ଏ ବିଷୟରେ ପ୍ରଶ୍ନ କରିବା ଆରମ୍ଭ କରିବ କିମ୍ବା ଆପଣଙ୍କୁ ଲାଗିବ ଯେ ଏହି ବୟସରେ ପିଲାଙ୍କୁ ଯୌ-ନ ଶିକ୍ଷା ଦେବା ଜରୁରୀ, ସେତେବେଳେ ତାକୁ ଏ ବିଷୟରେ ଆପଣ ବୁଝାଇପାରିବେ।

ପିଲାଙ୍କୁ ଛୁଆ କିପରି ଜନ୍ମ ହୁଅନ୍ତି ତାହା ବୁଝାନ୍ତୁ। ଏଥିସହ ଏହା ମଧ୍ୟ କୁହନ୍ତୁ ଯେ ଆବଶ୍ୟକ ପଡ଼ିଲେ ପିତା ମାତା କିମ୍ବା ଡାକ୍ତର ହିଁ କେବଳ ସେମାନଙ୍କ ଗୁ-ପ୍ତାଙ୍ଗ ବା ପ୍ରାଇ-ଭେଟ୍‌ ପାର୍ଟକୁ ସ୍ପର୍ଶ କରିପାରିବେ। ଏମାନଙ୍କ ବ୍ୟତୀତ ଆଉ କେହି ଯଦି ପ୍ରାଇ-ଭେଟ୍‌ ପାର୍ଟକୁ ଛୁଅନ୍ତି ତେବେ ଏହାକୁ ବି-ରୋଧ କରିବା ମଧ୍ୟ ପିଲାଙ୍କୁ ଶିଖାନ୍ତୁ।

ବର୍ତ୍ତମାନର ପିଲାଙ୍କୁ ଯୌ-ନ ଶିକ୍ଷା ଦେବା ଖୁବ୍‌ ସହଜ ହୋଇଗଲାଣି। ଏଥିପାଇଁ ଆପଣ ପିଲାଙ୍କୁ ଭିଡିଓ ମାଧ୍ୟମରେ ମଧ୍ୟ ଶିକ୍ଷା ଦେଇପାରିବେ। ଯଦି ଛୁଆ କିଛି ବୁଝିପାରୁନାହିଁ ତେବେ ତାକୁ ବୁଝାଇବାରେ ସମୟ ନିଅନ୍ତୁ। କାରଣ କିଶୋର ଅବସ୍ଥାରେ ପିଲାମାନେ ମାସିକ ଧର୍ମ, ଗ-ର୍ଭଧା-ରଣ, ହ-ସ୍ତମୈ-ଥୁନ, ପ୍ରେମ, ଆକର୍ଷଣ, ଶାରୀରିକ ଆକ-ର୍ଷଣ, ସେ-କ୍ସ ଆଦି କଥାକୁ ଜାଣିବାକୁ ଇଚ୍ଛୁକ ଥାଆନ୍ତି। କିନ୍ତୁ ଲାଜ ଏବଂ ଭ-ୟରେ ସେମାନେ କାହାକୁ ପଚାରି ପାରିନଥାନ୍ତି।

କିଛି ଲୋକ ଏହାର ସୁଯୋଗ ଉଠାଇ ଛୋଟ ପିଲାଙ୍କୁ ମଧ୍ୟ ଛାଡ଼ନ୍ତି ନାହିଁ। ଛୋଟ ପିଲାକୁ ମଧ୍ୟ ବଳ-ତ୍କାର କରିଦିଅନ୍ତି। ଛୋଟ ପିଲାଟି ଭ-ୟରେ କାହାକୁ କିଛି କହେ ନାହିଁ କିନ୍ତୁ ପରେ ଯେତେବେଳେ ତାହା ଜଣା ପଡେ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ। ଯିଏ ବଳ-ତ୍କାର କରୁଛି ତାଙ୍କୁ କେବଳ ଗୋଟିଏ ଜିନିଷ ଦରକାର ସେ-କ୍ସ। ତାପରେ ସେମାନେ ଶାନ୍ତ ହୋଇଯାଆନ୍ତି। ସେମାନେ ଦେଖନ୍ତି ନାହିଁ ଯେ ସେ ଯାହାକୁ ବଳ-ତ୍କାର କରୁଛନ୍ତି ସେ ଛୋଟ ଛୁଆ ନା ଆଉ କିଏ।

ସେଥିପାଇଁ ପିଲାଙ୍କୁ ଏସବୁ ବିଷୟରେ ଅବଗତ କରାନ୍ତୁ। ତାଙ୍କୁ ସବୁ ଠିକ ଭୁଲ ବିଷୟରେ ଜଣାନ୍ତୁ। କେହି ଯଦି ଆପଣଙ୍କୁ ଖରାପ ବ୍ୟବହାର କରେ କିମ୍ୱା ଆପଣଙ୍କ ସହ ବାର୍ ବାର୍ ଲାଗିବାକୁ ଚେଷ୍ଟା କରେ ସେମାନଙ୍କ ଠାରୁ କିପରି ଦୁରେଇ ରହିବ ସେ ବିଷୟରେ ଶିଖାନ୍ତୁ। ତେଣୁ ବାପା-ମାଆ ହିସାବରେ ଛୁଆଙ୍କୁ ଠିକ୍‌ ଏବଂ ସୁର-କ୍ଷିତ ଜ୍ଞାନ ଦେବା ଜରୁରୀ।

Leave a Reply

Your email address will not be published. Required fields are marked *