“ମୁଁ ଦାଣ୍ଡରେ ବୁଲିବି ପଛେ, ମରି-ଯିବି ହେଲେ ମୋ ପୁଅ ବୋହୁଙ୍କ ପାଖକୁ ଆଉ ଯିବିନି” ।

ଦୁନିଆରେ ବାପା ମା’ ହିଁ ନିଜର ଖୁସିକୁ ଜଳାଞ୍ଜଳି ଦେଇ ନିଜ ସନ୍ତାନକୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । କିନ୍ତୁ ତାଙ୍କୁ ଛାଡ଼ିଦେଇ ଦୁନିଆରେ ଆଉ ଏମିତି କେହି ବ୍ୟକ୍ତି ନାହାଁନ୍ତି ଯିଏକି ସ୍ୱାର୍ଥପର ନୁହେଁ । ତେବେ ଆଜିକା ସମୟରେ ଏମିତି ଅନେକ ଘଟ-ଣାମାନ ଦେଖିବାକୁ ମିଳୁଛି ଯେଉଁଠି ସନ୍ତାନ ନିଜ ସ୍ୱାର୍ଥ ହାସଲ ନହେବା କାରଣରୁ ବାପ ମାଙ୍କୁ ଘରୁ କା-ଢ଼ିଦେବାକୁ ମଧ୍ଯ ପଛାଉ ନାହାନ୍ତି । ଯାହାକି ଆଜିକାଲିକା ଯୁବ ସମାଜର ଏକ ବଡ଼ ଭୁଲ ଅଟେ ।

ଆଜିକାଲି ମନୁଷ୍ୟ ପାଇଁ କାହାରି ସ୍ନେହ ଜରୁରୀ ନୁହେଁ, ବରଂ ଜରୁରୀ ହେଉଛି ଆବଶ୍ୟକତା । ବାପା ମା’ଙ୍କ ଯତ୍ନ ନେବାତ ଦୂରର କଥା ମନୁଷ୍ୟ ନିଜ ଲୋଭ ପାଇଁ, ଧନ ସମ୍ପତ୍ତି ପାଇଁ ଏତେ ତଳକୁ ଖସି ଯାଉଛି ଯେ ଏସବୁ ପାଇଁ ନିଜ ବାପା ମା’ଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଆସୁଛି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଏପରି ସବୁ ଘ-ଟଣା ପ୍ରସାରିତ ହେବା ସାଧାରଣ ହୋଇଗଲାଣି । କେଉଁଠି ନା କେଉଁଠି ପ୍ରତ୍ୟେକ ଦିନ କିଛି ନା କିଛି ଏହି ସମ୍ବ-ନ୍ଧୀୟ ଘ-ଟଣା ଶୁଣିବାକୁ ମିଳିଥାଏ ।

ସେପରି ଆଜି ମଧ୍ୟ ସେପରି ଏକ ବୁଢ଼ୀ ମାଉସୀଙ୍କ ଦୁଃ-ଖ କାହାଣୀ ବିଷୟରେ କହିବୁ ଯେଉଁଠି ସେ ରାସ୍ତା ମଝିରେ ଠିଆ ହୋଇ କାନ୍ଦି କାନ୍ଦି କହୁଛନ୍ତି, “ମୁଁ ଦାଣ୍ଡରେ ବୁଲିବି ପଛେ, ମରି-ଯିବି ହେଲେ ମୋ ପୁଅ ବୋହୁଙ୍କ ପାଖକୁ ଆଉ ଯିବିନି । ମୋତେ ନେଇ ବୃଦ୍ଧଶ୍ରମରେ ଛା-ଡ଼ିଦିଅ” । ତେବେ ତାଙ୍କ ସହିତ ଅଛନ୍ତି ବୁଢ଼ୀ ମାଉସୀଙ୍କ ସାନ ଝିଅର ୧୦ ବର୍ଷରୁ ସାଙ୍ଗ । ସେ ନିଜର ପ୍ରତି-କ୍ରିୟା ରଖି କହିଛନ୍ତି ଯେ, ମାଉସୀଙ୍କ ଝିଅ ସବୁବେଳେ ମନ ଦୁଃ-ଖ କରେ କି ମୋ ବାପା ମା ଠିକ୍ ରେ ରହିଲେନି ।

ମୋ ବାପା ମା’ଙ୍କୁ ପଚାରୁ ନାହାଁନ୍ତି । ଝିଅ ଅଣିକି ରଖିଲେ ଭି ଭାଇ ଭାଉଜ ସନ୍ଦେହ କରୁଛନ୍ତି କି କାଳେ ଝିଅକୁ ସବୁ ସମ୍ପତ୍ତି ଦେଇଦେବେ । ବର୍ତ୍ତମାନ ଯଦି ଜଣେ ଖୁସିରେ ଭି କରିବାକୁ ଚାହୁଁଛି ତାହେଲେ ଧନ ସମ୍ପତି କାଳେ ନେଇଯିବ ଝିଅ । ପୁଅ ମାନେ ମାଉସୀଙ୍କ ଫୋନ୍ ରଖିଦେବେ । ଆସିବାକୁ ଦେବେନି ଏସବୁ ଦେଖିକି କହି ପାରିବି କି ମଉସା ମାଉସୀ ପୁଅ ବୋହୂଙ୍କ ପାଖରେ ଠିକ୍ ନଥିଲେ” ।

Leave a Reply

Your email address will not be published. Required fields are marked *