ଅବିବାହିତା କହି ମତେ ପ୍ରେମ କରି ମୋ ସହ ରଖିଲା ଶାରୀ-ରିକ ସ-ମ୍ପର୍କ, 3 ଲକ୍ଷ ଟଙ୍କା ଏବଂ ସୁନା ଚେନ ନେଇ ଘରୁ ଛାଡି ପଳାଇଲା

କୁହାଯାଏ ପ୍ରେମ ଅନ୍ଧ ଅଟେ। ପ୍ରେମ କେତେବେଳେ କାହାସହ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ କିଛି ଲୋକ ପ୍ରେମରେ ପାଗଳ ହୋଇ ଏପରି କିଛି କରିବସନ୍ତି ଯାହା କେହି କଳ୍ପନା ମଧ୍ୟ କରିନଥିବେ। ଏହିପରି ଲୋକମାନଙ୍କ ପାଇଁ ଆଜି ପ୍ରେମ ସମାଜରେ ବଦ-ନାମ ଅଟେ।

ଆଜିକାଲି ଫେସବୁକରୁ ହେଉଥିବା ପ୍ରେମରେ ଯେଉଁ ଧୋ-କ୍କା ମିଳୁଛି ସେ ବିଷୟରେ ତ ଅନେକ ଖବର ପ୍ରାୟ ସମୟ ଆସେ। ଆଜି ମଧ୍ୟ ଏହିପରି ଏକ ଫେସବୁକ ପ୍ରେମ ବିଷୟରେ ଆମେ କହିବାକୁ ଯାଉଛୁ। ଯେଉଁଥିରେ ଜଣେ ବିବାହିତା ମହିଳାଙ୍କ ପ୍ରେମରେ ଫସି ଯାଇ ଆଜି ଅନୁତାପ କରୁଛନ୍ତି ଜଣେ ଯୁବକ।

ତେବେ ଉକ୍ତ ଯୁବକ ଜଣକ ମିଡିଆ ଆଗରେ କହିଛନ୍ତି ଯେ,”ଗତ ବର୍ଷ ଅକ୍ଟୋବର ମାସରେ ଫେସବୁକରେ ଜଣେ ମହିଳା ଫ୍ରେଣ୍ଡ ରିକ୍ୱେସଟ ପଠେଇଥିଲେ। ମୁଁ ଆକ୍ସେପ୍ଟ କରିବା ପରେ ମୋ ସହ ଧୀରେ ଧୀରେ କଥା ହେବାକୁ ଲାଗିଲେ। ମୁଁ ମଧ୍ୟ କଥା ହେଉଥିଲି। ଧୀରେ ଧୀରେ ଆମ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଲା। ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା।

ଏହାପରେ ସେ ମତେ ଥରେ ଦେଖା କରିବାକୁ ଡାକିଲେ। ମୁଁ ଦେଖା କରିବାକୁ ମଧ୍ୟ ଯାଇଥିଲି। ତାଙ୍କ ସହ ବୁଲିଲି, ଖାଇଲି, ଏକ ହୋଟେଲରେ ରୁମ ନେଇ ମଧ୍ୟ ରହିଥିଲି। ଏହାରି ଭିତରେ ଆମ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ମଧ୍ୟ ଗଢି ଉଠିଲା।ଏହାପରେ ଥରେ ମହିଳା ଜଣକ କହିଲେ ଯେ ସେ ଆଉ ନିଜ ଘରେ ରହିବାକୁ ଚାହାନ୍ତିନି। ସେ ମୋ ସହ ରହିବାକୁ ଚାହାନ୍ତି।

ଏହାପରେ ମୁଁ ତାଙ୍କୁ ଏକ ଭଡା ଘରେ ଆଣି ରଖିଥିଲି। ଭଡାଘରେ କିଛି ଦିନ ରହିବା ପରେ ମୁଁ ଜାଣିବାକୁ ପାଇଲି ଯେ ମହିଳା ଜଣକ ପୂର୍ବରୁ ବିବାହିତା ଅଟନ୍ତି। ତାଙ୍କର ସ୍ୱାମୀ ଏବଂ ଦୁଇଟି ଝିଅ ମଧ୍ୟ ଅଛି। ଏହା ଶୁଣି ମୋ ପାଦ ତଳୁ ମାଟି ଖସିଗଲା। ଏହାପରେ ଆମ ମଧ୍ୟରେ ପ୍ରାୟ ସମୟ ଯୁ-କ୍ତିତ-ର୍କ ଲାଗିରହିଲା।

ଜାହାପରେ ସେହି ମହିଳା ଜଣକ ମୋ ପାଖେ ମଧ୍ୟ ରହିବାକୁ ଚାହୁଁନଥିଲେ। ନିଜର ପ୍ରଥମ ସ୍ୱାମୀକୁ ସେ ରେ-ପ କେ-ସରେ ଫ-ସାଇ ଜେ-ଲ ପଠାଇଦେଇଛନ୍ତି। ଆଉ ଏବେ ମୋ ସହ ରହୁଥିଲେ। ସେ ଏକା ନୁହନ୍ତି ବରଂ ତାଙ୍କର ମାଆ ଏବଂ ତାଙ୍କର ଏକ ସାନ ଭଉଣୀ ମଧ୍ୟ ଏହିପରି ଚରିତ୍ରର ଅଟନ୍ତି।

ତେବେ ଉକ୍ତ ମହିଳା ଜଣକ ମୋ ପାଖେ ରହିବାକୁ ଚାହୁଁନଥିବା ବେଳେ ମୋର ଅନୁପସ୍ଥିତିରେ ସେ 3 ଲକ୍ଷ ଟଙ୍କା ଏବଂ ସୁନା ନେଇ ଘରୁ ପଳାଇଯାଇଥିଲେ। ମୁଁ ଘରକୁ ଆସି ଏହା ଦେଖିବା ପରେ ମୋର ହୋସ ଉଡ଼ିଗଲା। ମୁଁ ସଙ୍ଗେ ସଙ୍ଗେ ଯାଇ ପୋ-ଲିସ ପାଖରେ ଅଭି-ଯୋଗ କରିଥିଲି। ମୁଁ ଚାହୁଁଛି ସେ ମହିଳା ସହ ତାଙ୍କ ପରିବାର ଉପରେ ମଧ୍ୟ କଠୋର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ ଏବଂ ମତେ ନ୍ୟା-ୟ ମିଳୁ।”

Leave a Reply

Your email address will not be published. Required fields are marked *