ପ୍ରକୃତି-ତୃପ୍ତି -ବାବୁଶାନ୍ କେ-ସରେ ଆସିଲା ନୂଆ ମୋଡ, ହାଇକୋର୍ଟ ଦେଲେ ଏମିତି ରାୟ

ଦିନେ ବାବୁଶାନ୍ ଏବଂ ପ୍ରକୃତିଙ୍କୁ ନେଇ ପୂରା ଓଡିଶା ଦୋହଲୁଥିଲା ଉଭୟଙ୍କ ବିବା-ଦକୁ ନେଇ ଓଡିଶା ଖାଲି ପଡୁଥିଲା ଉଠୁଥିଲା।ଆଉ ସେହି ବାବୁଶାନ୍ ଏବଂ ପ୍ରକୃତିଙ୍କ ବି-ବାଦ ମାମ-ଲାରେ ଆସିଛି ନୂଆ ଟୁଇଷ୍ଟ, ଏମିତି ଟୁଇଷ୍ଟ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ନ୍ୟାୟ ପାଇବା ଦାବିରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିଛି ଶକ୍ତ ଝଟକା, ଏମିତି ଝଟକା ମିଳିଛି ଯାହାକୁ କେବେ ହେଲେ ବିଶ୍ଵାସ କରି ପାରିବେ ନାହିଁ ପ୍ରକୃତି।

ହାଇକୋର୍ଟ ପ୍ରକୃତି ଏବଂ ବାବୁଶାନଙ୍କ ବି-ବାଦ ଭିତରେ ପସିବେ ନାହିଁ ବୋଲି ମନା କରି ଦେଇଛନ୍ତି। ଖବର ମୁତାବକ ପ୍ରକୃତି ଏବଂ ବାବୁଶାନଙ୍କ ମଧ୍ୟରେ ଯେଉଁ ବି-ବାଦ ରହିଛି ସେଥିରେ ହାଇକୋର୍ଟ କିଛି ବି ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି କି ଉଭୟଙ୍କ ମଧ୍ୟରେ ଥିବା ବିବା-ଦକୁ ଭୁବନେଶ୍ୱର ଡିସିପି ବୁଝିବେ ଆଉ ସମାଧାନ ମଧ୍ୟ କରିବେ। ତେବେ ହାଇକୋର୍ଟ ଏହି ବିବା-ଦରେ କିଛି ବି ହସ୍ତକ୍ଷେପ ନକରି ଅନ୍ତ ଘଟାଇଛନ୍ତି।

ଯଦି ଦେଖିବା ପ୍ରକୃତିଙ୍କୁ ଗାଡି ଭିତରେ ମା-ଡ ମା-ରିବା ପରେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଏବଂ ଶ୍ଵଶୁରଙ୍କ ନାମରେ ଥା-ନାରେ ଏତ-ଲା ଦେଇଥିଲେ ପ୍ରକୃତି। ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ତାଙ୍କର ଅଭି-ଯୋଗ ଶୁଣାଇଥିଲେ ହେଲେ ପୋ-ଲିସ ଠିକ୍ ଭାବରେ କାର୍ଯ୍ୟନୁଷ୍ଠାନ ନନେବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରକୃତି। ଆଉ ସୋମବାର ଦିନ ହାଇକୋର୍ଟ ଏହାର ଶୁଣାଣି କରି ଏଥିରେ ପୁର୍ଣ୍ଣଛେଦ ପକାଇଛନ୍ତି।

Leave a Reply

Your email address will not be published. Required fields are marked *