ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଘାରିଛି କାହା ଭୟ ? କଣ ପାଇଁ କରୁଛନ୍ତି ରୁଦ୍ରାଭିଷେକ ?

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପ-ର୍କରେ ଜାଣିବାକୁ ମିଳିଥାଏ। ହେଲେ ସୋସିଆଲ ମିଡିଆରେ ରାଜନୀତିର ଖବର ଲୋକଙ୍କ ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇଥାଏ।ଆଜି କିଛି ଦୃ-ଶ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳିଛି ଯେଉଁଠି ଅନୁଭବ ମହାନ୍ତି ଜାଗର ରାତିରେ ନିଜ ବାସ ଭବନରେ ପୂଜା ଆୟୋଜନ କରିଥିବା ଦେଖିବାକୁ ମିଳିଛି ।

ସେ ଯଜ୍ଞ ଆୟୋଜନ କରିଥିଲେ ଏବଂ ନିଜେ ସେଠାରେ ଉପସ୍ଥିତ ଥିଲେ।ସେ ଜାଗର ରାତିରେ ମନସ୍କାମନା ପୂରଣ ନିମନ୍ତେ ରୁଦ୍ରାଭିଶେଖ ପୂଜା କରିଛନ୍ତି।ଏହା ଶୁଣିବା ପରେ ଲୋକମାନେ କହୁଛନ୍ତି କି ସେ ଏହି ପୂଜାର ଆୟୋଜନ କିଛି ଭ-ୟ ଦୂର କରିବା ପାଇଁ କରିଛନ୍ତି।ଏବେ ପର୍ଯ୍ୟନ୍ତ ତାଙ୍କର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ତୁଟିନଥିବା ବେଳେ ଏହି ପୂଜା ପରେ ଲୋକମାନେ କହୁଛନ୍ତି ଯେ ସେ ଏହି ସମସ୍ୟାରୁ ଦୂରେଇ ରହିବାକୁ ଏହି ପୂଜାର ଆୟୋଜନ କରିଥିଲେ।

ନିକଟରେ ଶୁଣିବାକୁ ମିଳିଛି ଯେ ସେ ତାଙ୍କ ପ୍ରିୟ ବାନ୍ଧବୀ ଜାଗୃତିଙ୍କ ସହ ଏବେ ଅନେକ ସ୍ଥାନରେ ଦେଖାଯାଉଛନ୍ତି ,ଏବଂ ଅନେକ ଲୋକ କହୁଛନ୍ତି କି ଏହି ଦୁହିଁଙ୍କ ମଧ୍ୟରେ ଏବେ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଛି।କିନ୍ତୁ ପ୍ରକୃତ କଥା ଏହିକି ଯେ ଅନୁଭବ ମହାନ୍ତି ତାଙ୍କ ବାନ୍ଧବୀ ଯାଗୃତିଙ୍କ ଦ୍ଵାରା ପ୍ରସ୍ତୁତ ” ରାବଣ ” ଚଳଚ୍ଚିତ୍ରରେ ଜବରଦସ୍ତ ଅଭିନୟ କରିଛନ୍ତି ସେଥିପାଇଁ ସେ ଏହି ରୁଦ୍ରାଭିଶେକ ପୂଜାର ଆୟୋଜନ କରିଥିଲେ।ଏହି ଯଜ୍ଞଟି ତାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ଆୟୋଜନ ହୋଇଛି।

ଅନୁଭବ ଜଣେ ଜବରଦସ୍ତ କଳାକାର କାରଣ ତାଙ୍କ ଦ୍ଵାରା ସମସ୍ତ ଚଳଚ୍ଚିତ୍ର ଲୋକମାନଙ୍କୁ ଭଲ ଲାଗିଥାଏ ଯାହା ପାଇଁ ଲୋକମାନେ ତାଙ୍କର ଫିଲ୍ମ୍ କୁ ଚାହିଁ ରହିଥାନ୍ତି।ସେ ବିବାଦରେ ଥିବା ସତ୍ତ୍ୱେ ମଧ୍ୟ ସେ ଚଳଚ୍ଚିତ୍ର କରୁଛନ୍ତି। ତାଙ୍କର ରାବଣ ଚଳଚ୍ଚିତ୍ରରେ ସେ ଜବରଦସ୍ତ ଅଭିନୟ କରିଛନ୍ତି ଏବଂ ଏହା ବହୁତ୍ ଶୀଘ୍ର ଶୁଭମୁକ୍ତି ହେବ,ଯାହାକୁ ଲୋକମାନେ ଏବେ ଚାହିଁ ରହିଛନ୍ତି।

Leave a Reply

Your email address will not be published. Required fields are marked *