ସେ ମୋ ନାଁରେ ବହୁତ କିଛି ଖରାପ କରି କହିଛନ୍ତି ,ସେଥିପାଇଁ ମୁଁ ରାତିରେ ଶୋଇପାରୁନି

ଭାରତୀୟ ସଂସ୍କୃତି ପ୍ରେମରେ ବନ୍ଧା ହେଇଛି।ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।

ହଁ ଆଜ୍ଞା ପ୍ରିୟଙ୍କା ଜଣେ ପୋ-ଲିସ କର୍ମଚାରୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି।ସେ କହିଛନ୍ତି ସେ କେବେ ୩,୪ଲକ୍ଷ୍ୟ ନେଇନାହାନ୍ତି।ସେ ପ୍ରଥମରୁ କହିଥିଲେ ତାଙ୍କୁ ୨ଲକ୍ଷରୁ ଅଧିକ ଦେଇଥିଲେ।ତାଙ୍କର ନିଜର ପ୍ରଡକସନ୍ ହାଉସ ତାଙ୍କ ସ୍ତ୍ରୀଙ୍କ ନାଁରେ ରହିଛି।ସୁନନ୍ଦା ନାଏକ ନାମରେ।ସେ ଗୋଟିଏ ଗୀତ ମଧ୍ୟ ରିଲିଜ ହେଇଛି,ଆଉ ଗୋଟେ ଗୀତ ରିଲିଜ୍ ହୋଇପାରିନାହିଁ ବୋଲି କହିଛନ୍ତି।ସେ କହିଛନ୍ତି ତାଙ୍କୁ କିଛି ପଇସା ଦିଆଯାଇନାହିଁ।

ସେ ତାଙ୍କ ନାଁରେ ବହୁତ୍ କିଛି ଖରାପ କଥା କହୁଛନ୍ତି, ଯାହା ଫଳରେ ସେ ରାତିରେ ସୋଇପାରୁନାହିଁ ବୋଲି କହିଛନ୍ତି।ପ୍ରିୟଙ୍କା କହିଛନ୍ତି ଯେ ସେ ନିଜ ପାଇଁ ପଇସା ଆଣି ନଥିଲେ।ସେ ଗୀତ ପାଇଁ ଆଣିଥିଲେ। ଗୀତବି ରିଲିଜ୍ ହେଇସାରିଛି।ପ୍ରିୟଙ୍କା କହିଛନ୍ତି ସେ ୨୦୧୮ରୁ ସେଲୁନ କରିଛନ୍ତି।ସେ କହିଛନ୍ତି ତାଙ୍କୁ ମେଣ୍ଟାଲି ହାରେସ କରାଯାଉଛି ବୋଲି କହିଛନ୍ତି।ଆଇନ ଉପରେ ବିଶ୍ୱାସ କଥା ସେ କହିପାରିବିନି ବୋଲି କହିଛନ୍ତି।

ତାଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ରହିଛି ବୋଲି କହିଛନ୍ତି।ପ୍ରିୟଙ୍କା କହିଛନ୍ତି ସେ ତାଙ୍କ ଚରିତ୍ର ଉପରେ କ-ଳଙ୍କ ଲଗାଇଛନ୍ତି।ସେ କଣ ଭଗବାନ ଯାହା ଇଛା ତାହା କରୁଛନ୍ତି।ପ୍ରିୟଙ୍କା କହିଛନ୍ତି ଯେ ପୋ-ଲିସ କର୍ମଚାରୀ ଜଣକ ଲା-ଞ୍ଚ ନିଅନ୍ତି ବୋଲି ସେ ତାଙ୍କୁ ମଧ୍ୟ କହିଛନ୍ତି ଫୋଟ ମଧ୍ୟ ପଠାଇଛନ୍ତି।ସେ ତାଙ୍କୁ ପଇସାର ଫୋଟ ମଧ୍ୟ ପଠାଇଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *