ଗୋପାଳ ମୋ ବାପା ତୋର କଣ ଦୋ-ଷ କରିଥିଲେ ? କାହିଁକି ତୁ ତାଙ୍କୁ ମା-ରିଲୁ ?

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ମୃ-ତ୍ୟୁକୁ ବହୁତ ଦିନ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ତଥ୍ୟ ମିଳି ପାରୁନାହିଁ। ଅନ୍ୟ ମନ୍ତ୍ରୀ ଏବଂ ନେତାମାନେ କ୍ରାଇମବ୍ରାଞ୍ଚର ତଦ-ନ୍ତକୁ ନେଇ ଅସନ୍ତୁଷ୍ଟ ଥିବା ବେଳେ ନବଦାସଙ୍କ ଝିଅ ଦୀପାଲି ମଧ୍ୟ ତ-ଦନ୍ତ ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି।

ଏହା ସହ ଯଥା ଶୀଘ୍ର ବାପାଙ୍କୁ ନ୍ୟା-ୟ ଦେବାକୁ ଦାବି କରିଛନ୍ତି ଝିଅ ଦୀପାଲି।ତେବେ ବାପାଙ୍କ ମୃ-ତ୍ୟୁର ଦୁଃ-ଖରେ ମର୍ମା-ହତ ହୋଇ ସେ ନିଶ୍ଚିତ ଭାବରେ ମନରେ ଭାବୁଥିବେ ଯେ,” କାହିଁକି ଗୋପାଳ କାହିଁକି। ତୁ କାହିଁକି ମୋ ବାପାଙ୍କୁ ମା-ରିଲୁ। କାହିଁକି ଆମ ସଂସାର ଉଜାଡ଼ିଲୁ।

କଣ ତତେ ମିଳିଗଲା ମୋ ବାପାଙ୍କୁ ମା-ରିକି। ମୋ ବାପା ତୋର କଣ ଦୋ-ଷ କରିଥିଲେ। ମୋ ବାପାଙ୍କୁ ମା-ରି କଣ ତୋର ଆତ୍ମା ଶାନ୍ତି ପାଇଗଲା?ବାପା ଚାଲିଯିବା ପରେ ଏବେ ବାପାଙ୍କର ସବୁ ଦାୟିତ୍ୱ ମୋ ମୁଣ୍ଡ ଉପରେ। ମୁଁ ଏକା କିପରି ସମ୍ପୁର୍ଣ୍ଣ ରାଜ୍ୟକୁ ସମ୍ଭାଳିବି ଜାଣିପାରୁନାହିଁ।”

ତେବେ ଏହିପରି ବାପାଙ୍କୁ ମନେ ପକାଇ ପକାଇ କା-ନ୍ଦିବାକୁ ଲାଗିଲେ ଝିଅ ଦୀପାଲି। କା-ନ୍ଦି କା-ନ୍ଦି ମିଡିଆ ଆଗରେ କହିଥିଲେ ଯେ,” ଆତ୍ମାର କେବେ ମୃ-ତ୍ୟୁ ହୁଏ ନାହିଁ, କାରଣ ମୋ ବାପା ଆମ ଗହଣରେ ଅମର ହୋଇ ରହିଛନ୍ତି।ମୁଁ ଅନୁଭବ କରୁଛି ଯେ, ଏବେ ବି ବାପା ମୋ ସହ ଅଛନ୍ତି, ଆଉ ଆଗକୁ ବି ରହିବେ’।ବାପାଙ୍କ ଅଧୁରା ସ୍ବପ୍ନ ଆମେ ସବୁ ମିଳିମିଶି ପୂରା କରିବା।”

Leave a Reply

Your email address will not be published. Required fields are marked *