ସକାଳୁ ସକାଳୁ ଆମ ଘରକୁ ଚାଲିଆସିଲେ,ମୋତେ 2 ଲକ୍ଷ ଟଙ୍କା ଦେଇ ମୋ କ୍ୟାରେକ୍ଟର ନଷ୍ଟ କରିଦେଲେ

ଆଲବମ କରେଇଦେବା କହି ଜଣେ ଯୁବତୀଙ୍କୁ ଦୁର୍ବ୍ୟ-ବହାର କରିଛନ୍ତି ଜଣେ ବ୍ୟବସାୟୀ। ଏବେ ଉଭୟ ଯୁବତୀ ଏବଂ ବ୍ୟବସାୟୀ ଥା-ନାରେ ଅଭି-ଯୋଗ କରିବା ସହ ମିଡିଆ ଆଗରେ ଖୋଲି କହିଛନ୍ତି ସମସ୍ତ କଥା। ତେବେ ଯୁବକ ବ୍ୟବସାୟୀଙ୍କ କହିବା ଅନୁସାରେ, ” ପ୍ରିୟଙ୍କା ଦାସ ନାମକ ଯୁବତୀ ଜଣକ ଜଣେ ଖରାପ ଝିଅ ଅଟନ୍ତି। କିଛି ମାସ ପୂର୍ବରୁ ସେ ମୋ ଠାରୁ 4 ଲକ୍ଷ ଟଙ୍କା ନେଇଥିଲେ।

ତା ପରେ ଯେତେବେଳେ ମୁଁ ତାଙ୍କ ଘରକୁ ଗଲି ଟଙ୍କା ମାଗିବାକୁ ମୁଁ ପ୍ରଥମେ ତାଙ୍କ ଘର ସିକ୍ୟୁରୀଟିକୁ ଟଙ୍କା ମାଗିବାକୁ ଆସିବା କଥା କହିଲି। ଏହାପରେ ସେ ମତେ ଘର ଭିତରକୁ ଛାଡିଥିଲେ। ତାପରେ ମୁଁ ଯେତେବେଳେ ଘରକୁ ପ୍ରବେଶ କଲି ମତେ ସେହି ଝିଅ ଏବଂ ତାଙ୍କ ଘର ଲୋକ ଦୁର୍ବ୍ୟ-ବହାର କଲେ।

ଟଙ୍କା ନ ମାଗି ନିଜ ପାଖରେ ଶୋଇବାକୁ କହିଥିଲା ଯୁବତୀ ଜଣକ। ଆଉ ରାଜି ନ ହେଲେ ବଳ-ତ୍କାର ମାମ-ଲାରେ ଫ-ସାଇ ଦେବେ ବୋଲି କହିଥିଲେ। ତାପରେ ମୁଁ ଥା-ନାରେ ଅଭି-ଯୋଗ କରିଥିଲି।”

ଏବେ ଉକ୍ତ ଯୁବତୀ ଜଣକ ପ୍ରତି-କ୍ରିୟା ଦେଇ କହିଥିଲେ ଯେ ,”ମୋର ନାମ ପ୍ରିୟଙ୍କା ଦାସ। ହୁଏତ ଏହି ଘ-ଟଣା ପୂର୍ବରୁ ମତେ କେହି ଜାଣିନଥିବେ କିନ୍ତୁ ମୁଁ ମଧ୍ୟ ଅନେକ ଆଲବମ କରିସାରିଛି। ମୁଁ ବାପୁଜି ନଗରରେ ଏକ ପାର୍ଲର ଵ୍ୟଵସାୟ କରେ। ଏହି ଯୁବକ ଜଣକ ମୋର ପାର୍ଲରକୁ ପ୍ରାୟ ସମୟ ଆସନ୍ତି।

ଫେସିଆଲ କରିବା ବାହାନାରେ ଆସି ମୋ ସହ କଥା ହୁଅନ୍ତି, ଦୁର୍ବ୍ୟ-ବହାର କରନ୍ତି। ଆଉ ଦିନେ ମତେ ଆଲବମରେ ସ୍ଥାନ ଦେବା ନାମରେ ନିଜ ପାଖରେ ଶୋଇବାକୁ ବାଧ୍ୟ କରିଥିଲେ। ମୁଁ ମନା କରିବାରୁ ଆମ ଘରକୁ ଚାଲିଆସିଲେ। ଘର ଭିତରେ ପଶି ମୋ ମୁହଁକୁ ଟଙ୍କା ଫୋପାଡ଼ି ମୋ ମାଆ ଆଗରେ ମତେ କହିଲେ ଯେ ଆସେ ମୋ ପାଖରେ ଗୋଟେ ରାତି ଶୋ।

ଆଉ ମୁଁ ତତେ ମାଲାମାଲ କରିଦେବି। ଯେତେବେଳେ ଘରେ ସେ ମୋ ଭାଇର ପାଟି ଶୁଣିଲା ହଠାତ ଘରୁ ଚାଲିଗଲା। ଏହାପରେ ମୁଁ ଥା-ନାରେ ଏହି ବ୍ୟକ୍ତିଙ୍କ ନାମରେ ଅଭି-ଯୋଗ କରିଛି। ଏହି ବ୍ୟକ୍ତି ହିଁ ଜଣେ ଅଭଦ୍ର ଲୋକ। ନିଜେ ହିରୋ ହେବାପାଇଁ ପ୍ରାୟ 23 ଲକ୍ଷ ଟଙ୍କା ଖର୍ଚ କରିଛି। ତାଙ୍କୁ ପଚାରନ୍ତୁ ସେ ଏତେ ଟଙ୍କା ଆଣୁଛନ୍ତି କେଉଁଠୁ। ମୋ ନାମରେ ଏତେ ଖରାପ କଥା କହି କାହିଁକି ମତେ ବଦ-ନାମ କରୁଛନ୍ତି। ମୋର କଣ ବଞ୍ଚିବାର ଅଧିକାର ନାହିଁ। ଏହିପରି ଲୋକଙ୍କ ଆଗରେ ନଇଁଯାଇ ଆମେ କଣ ମ-ରିଯିବା ନା କଣ।

ମତେ ଲୋକଙ୍କ ଆଗରେ ଏହି ବ୍ୟକ୍ତି ବଦ-ନାମ କରି ଚାଲିଛି। ମତେ ବେ-ଶ୍ୟା ବୋଲି କହି ମୋ ଉପରକୁ ଆଙ୍ଗୁଠି ଉଠାଉଛି। ଯଦି ମୁଁ ଏପରି କାମ କରିଥାନ୍ତି ତାହାଲେ ପରବର୍ତ୍ତୀ ଅର୍ଚ୍ଚନା ନାଗ ତ ମୁଁ ହିଁ ହୋଇଥାନ୍ତି। ଅରେ ହନୀଟ୍ରାପ କଣ ମୁଁ ଜାଣିନଥିଲି। ମୋ ଉପରେ ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ମୁଁ ଜାଣିଲି ଯେ ହନୀଟ୍ରାପ ବୋଲି କଣ ଗୋଟେ ଅଛି। ଦୟା କରି ମତେ ନ୍ୟା-ୟ ଦିଅନ୍ତୁ। ଏପରି ଲୋକକୁ ଛାଡ଼ନ୍ତୁ ନାହିଁ। ଗୋଟେ ଝିଅକୁ ମି-ଛ ମାମ-ଲାରେ ଫ-ସାଇ ତାଙ୍କୁ କଣ ଭଲ ଲାଗୁଛି କେଜାଣି।”

Leave a Reply

Your email address will not be published. Required fields are marked *