ମହିଳାଙ୍କୁ ମା-ରିଦେଲା କିନ୍ନର…ଜଗତପୁର ଟ୍ରକ ଟର୍ମିନାଲରେ ନେଲା ଜୀବନ..

ଜଗତପୁର ଟ୍ରକ୍‌ ଟର୍ମିନାଲରୁ ମହିଳାଙ୍କ ମୃ-ତଦେ-ହ ମିଳିବା ଘଟ-ଣାର ଗୁମ-ରକୁ ଏବେ ଖୁଲାସା କରିଛି ପୋ-ଲିସ। ମିଡିଆ ଆଗରେ ପୋ-ଲିସ ସୂଚନା ଦେଇ କହିଛି ଯେ ଗି-ରଫ ଅଭି-ଯୁକ୍ତ ହେଉଛନ୍ତି ଜଣେ କିନ୍ନର। ଅଭି-ଯୁକ୍ତଙ୍କ ନାମ ସୁମନ୍ତ କୁମାର ଜେନା। ମୃ-ତ ମହିଳାଙ୍କ ନାମ କୁନି ସାହୁ। କିନ୍ନର ଜଣକ ଉକ୍ତ ମହିଳାଙ୍କୁ ପୂର୍ବରୁ ଜାଣିଥିଲେ।

ପୂର୍ବ ଶତ୍ରୁ-ତାକୁ ନେଇ ସେ ହ-ତ୍ୟା କରିଥିବା ସ୍ବୀକାର କରିଛନ୍ତି। ମହିଳାଟିର ଶାଢ଼ିରେ ଗ-ଳାକୁ ଚି-ପି ହ-ତ୍ୟା କରିଛି ଅଭି-ଯୁକ୍ତ କିନ୍ନର। ସମ୍ପୂର୍ଣ୍ଣ ସୂଚନା ଅନୁସାରେ ଗତ 7 ତାରିଖ ଦିନ ସ୍ଥାନୀୟ ଅଞ୍ଚଳର କୁନି ସାହୁ ନାମକ ଜଣେ ମହିଳା ସନ୍ଧ୍ୟା ସମୟରେ ଘରୁ ବାହାରିଥିଲେ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ଅନେକ ଖୋଜାଖୋଜି ପରେ ଥା-ନାରେ ଏ-ତଲା ଦାୟର କରିଥିଲେ ପରିବାର ଲୋକ। ତେବେ ପୋ-ଲିସ ଛାନବିନ କରିବା ପରେ ଜଗତପୁରସ୍ଥିତ ଟ୍ରକ ଟର୍ମିନାଲ ନିକଟରୁ ମହିଳାଙ୍କ ମୃ-ତଦେ-ହ ଠାବ କରିଥିଲା।

ଘଟ-ଣାସ୍ଥ-ଳରେ ପୋ-ଲିସ ପହଞ୍ଚି ମୃ-ତଦେ-ହକୁ ଉ-ଦ୍ଧ‌ାର କରିବା ସହିତ ଅଧିକ ତ-ଦନ୍ତ ଜାରି ରଖିଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁନି ସାହୁଙ୍କୁ ଦୁ-ଷ୍କର୍ମ ପରେ ହ-ତ୍ୟା କରଯାଇଥିବା ଅଭି-ଯୋଗ କରିଥିଲେ ସ୍ୱାମୀ ମଦନ ସାହୁ। ଅନ୍ୟପକ୍ଷରେ ଏହି ଘଟ-ଣାକୁ ନେଇ ଥା-ନାରେ ଏକ ମାମ-ଲା ରୁଜୁ ହୋଇଛି।

ସାଇଣ୍ଟିଫିକ ଟିମ୍‌ ଘଟ-ଣାସ୍ଥ-ଳରୁ ଅନେକ ତଥ୍ୟ ହାସଲ କରିଛି। ତେବେ ପ୍ରଥମ ତଦ-ନ୍ତରୁ ଜଣାପଡ଼ିଛି ଯେ ମହିଳାଙ୍କ ଲୁଗାରେ ହିଁ ତାଙ୍କ ଗ-ଳାକୁ ଚି-ପି ହ-ତ୍ୟା କରିଛି ହ-ତ୍ୟାକା-ରୀ। ତେବେ ଶ-ବ ପୋ-ଷ୍ଟମ-ର୍ଟମ ପରେ ଆହୁରି ମଧ୍ୟ ଅନେକ କଥା ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *