ଶେଷରେ ମୁହଁ ଖୋଲିଲା ଗୋପାଳ, ଉପନିର୍ବାଚନ ବେଳେ ଥିଲା ନବଙ୍କ ଉପରେ ରା-ଗ, ଠିକଣା ସମୟ ଦେଖି ଫୁଟାଇଲା ଗୁ-ଳି

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କର ହ-ତ୍ୟା ହେଲା ଏହା ସତ୍ୟ। ନବଦାସଙ୍କୁ ଗୋପାଳ ହ-ତ୍ୟା କରିଛି ଏହା ମଧ୍ୟ ସତ୍ୟ। ତେବେ ଏହାକୁ ପ୍ରମାଣ କରିବା ପାଇଁ କ୍ରାଇମବ୍ରାଞ୍ଚ ଲାଗିପଡିଛି। ଆଉ ଅନ୍ୟପଟେ ଗୋପାଳ କାହିଁକି ନବଦାସଙ୍କୁ ମା-ରିଲା ବୋଲି ଯେଉଁ ପ୍ରଶ୍ନ ଉଠୁଥିଲା, ସେଥିରେ ବୋଧ ହୁଏ ଏବେ ପୂର୍ଣ୍ଣଛେଦ ଲାଗିବ।

କାରଣ ଏମିତି ଏକ କଥା ଏବେ ଚର୍ଚ୍ଚା ହେଉଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣା ଅନୁସାରେ ଦିନେ ଉପନିର୍ବାଚନ ଚାଲୁଥିଲା। ଆଉ ଏହି ସମୟରେ ନବ ଦାସଙ୍କର କିଛି ସମର୍ଥକମାନେ ଏକ ଗାଡ଼ିରେ ଯାଉଥିଲେ। ଆଉ ଏହି ଗାଡିକୁ ବାଟରେ ଅଟକାଇଥିଲେ ଏଏସଆଇ ଅଭି-ଯୁକ୍ତ ଗୋପାଳ ଦାସ।

ଆଉ ଏହାପରେ ନବଦାସଙ୍କ ଲୋକଙ୍କ ସହ ଗୋପାଳଙ୍କର ଯୁ-କ୍ତିତ-ର୍କ ହୋଇଥିଲା। ସେତେବେଳକୁ ରା-ଗ ଚରମ ସୀମାରେ ପହଁଞ୍ଚିଯାଇଥିଲା ଗୋପାଳର। କାରଣ ଗୋପାଳ ଥିଲା ପୋ-ଲିସ ବାବୁ। ସେତେବେଳେ ଗୋପାଳ କହିଥିଲା ଯେ ନିର୍ବାଚନ ହେଉକି ଯାହା ବି ହେଉ ମୋ ପାଇଁ ସମସ୍ତେ ସମାନ। ତୁମେମାନେ ମନ୍ତ୍ରୀଙ୍କର ଲୋକ ହୁଅ କି ଆଉ କାହାର ହୁଅ ମତେ କିଛି ଫରକ ପଡେନି। ମୁଁ ମୋ କାମ କରିବି ଆଉ ଗାଡି ଚେକ କରିବି।

ଆଉ ଏତିକି ବେଳେ ଖବର ପହଁଞ୍ଚିଗଲା ନବବାବୁଙ୍କ ପାଖରେ। ତାପରେ ନବ ବାବୁ ଘ-ଟଣା ସ୍ଥଳରେ ପହଁଞ୍ଚିଥିଲେ। ଏହାପରେ ଗୋପାଳକୁ ଗା-ଳିଗୁ-ଲଜ କରିଥିଲେ। ଆଉ ସେବେଠାରୁ ଗୋପାଳ ମନରେ ନବଦାସ ପ୍ରତି ରା-ଗ ଥିଲା। ନିଜ ରା-ଗକୁ କଣ୍ଟ୍ରୋଲରେ ରଖିବା ପାଇଁ ସେ ସବୁବେଳେ ମେଡ଼ିସିନ ଖାଉଥିଲେ। କିନ୍ତୁ ସେ ଯେଉଁଦିନ ନବଙ୍କୁ ହ-ତ୍ୟା କଲେ ସେଦିନ ସେ ମେଡିସିନ ଖାଇନଥିଲେ।

ସେ ଚାହୁଁଥିଲେ ଯେ ତାଙ୍କ ରା-ଗ ଆହୁରି ବଢିଚାଲୁ। ଯେପରି ସେ ସାହାସ ଜୁଟାଇ ନବଙ୍କୁ ମା-ରିପାରିବେ। ସେ ନିଜ କାମରେ ସଫଳ ହୋଇଗଲା। ଆଉ ନିଜ ଅପ-ମାନର ପ୍ରତି-ଶୋଧ ମଧ୍ୟ ନେଇଗଲା। ତେବେ ଏପରି କିଛି ଖବର ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ତେବେ କଥାଟି କେତେ ସତ କେତେ ମି-ଛ ପୋ-ଲିସ ତ-ଦନ୍ତ ପରେ ଜଣା ପଡିବ।

Leave a Reply

Your email address will not be published. Required fields are marked *