ମୋ ଗାଈ ଗରମ ହେଇଥିଲା, ତାକୁ ଷଣ୍ଢ ନେଇ ପଳେଇଥିଲା.. ଏମାନେ ମୋତେ ବହୁତ ହଇ-ରାଣ କଲେଣି

ଭାରତୀୟ ସଂସ୍କୃତି ପ୍ରେମରେ ବନ୍ଧା ହେଇଛି।ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବାକୁ ମିଳେ ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ଜଣେ ବୃଦ୍ଧ କହିଛନ୍ତି ସେ ଗୋଟେ ଗାଈ ୨ବର୍ଷ ହେବ କିଣିକି ରଖିଛନ୍ତି।ତାଙ୍କ ଗାଈ ୫କି ୬ ମାସ ପାଇଁ କୁଆଡେ ଗା-ଏବ ହେଇଯାଇଥିଲା।

ତାଙ୍କ ଗାଈ ସେହି ସମୟରେ ଗରମ ହେଇଥିଲା।ସେ ଗାଈକୁ ଷଣ୍ଢ ନେଇ ପଲେଇଥିଲା ବୋଲି କହିଛନ୍ତି।ତା ତାଙ୍କ ଗାଈ କାର୍ତ୍ତିକ ପୂର୍ଣ୍ଣିମା ଦିନ ଘରକୁ ଆସିଥିଲା।ତାଙ୍କ ଗାଈକୁ ଗାଁ ଲୋକ ସମସ୍ତେ ଦେଖିଛନ୍ତି ବୋଲି କହିଛନ୍ତି।ସେ ଗାଈକୁ ନେଇ ଘରେ ରଖିଥିଲେ।ସେ ଅଭି-ଯୋଗ ଆଣିଛନ୍ତି ଯେ ସନାତନ ପ୍ରଧାନ ନାମକ ଜଣେ ବ୍ୟକ୍ତି ଆସି କହିଛନ୍ତି ସେ ଗାଈ ତାଙ୍କର ବୋଲି।ସେ କହିଛନ୍ତି ମୁଁ ଗାଈକୁ କିଣିଛି ସମସ୍ତେ ଗାଁ ଲୋକେ ଦେଖିଛନ୍ତି।

ବୃଦ୍ଧ କହିଛନ୍ତି ସେ ଲୋକର ଘର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର।ସେ କୁଆଡେ ଭରତପୁର ଶିବ ମନ୍ଦିର ପାଖରେ ଗୋଟେ ଅଣ୍ଡର ଗ୍ରାଉଣ୍ଡ ଘରେ ଗାଈମାନଙ୍କୁ ଚୋ-ରି କରି ରଖିଛି।ସେ ଲୋକ ହେଲ୍ଥ ଅଫିସରେ କାମ କରୁଛି ବୋଲି ଶୁଣିବାକୁ ମିଳିଛି।ଆଗରୁ ମଧ୍ୟ ସେ ଅନେକ ଗାଈ ଚୋ-ରି କରି ରଖିଥିଲା ବୋଲି ବୃଦ୍ଧ ଜଣକ କହିଛନ୍ତି।ସେ ବୃଦ୍ଧ ଜଣକ କହିଛନ୍ତି ଗାଈ ତ ରହିବ କିନ୍ତୁ ତାଙ୍କୁ ମାରଧର କରି,ଅପ-ମାନିତ କରିବାର କାରଣ କଣ।

ସେ କଣ ଚୋ-ର,ଖଣ୍ଟ ସେ ଚାକିରୀ କରି ରିଟାଡ୍ କରିଛନ୍ତି।ସେ ଆଇଏଏସ ଅଫିସରଙ୍କ ଘରେ ମାଳି ଚାକିରି କରିଥିଲେ ବୋଲି କହିଛନ୍ତି।ସେ ପ୍ରଶ୍ନ କରିଛନ୍ତିଯେ ବିନା କାରଣରେ ତାଙ୍କୁ କାହ୍ନିକି ମା-ଡ଼ ମ-ରାଗଲା,ଅପ-ମାନିତ କରାଗଲା ବୋଲି କହିଛନ୍ତି।ସେ ବୃଦ୍ଧ କହିଛନ୍ତି ତାକୁ ତାକୁ ଧର୍ମ ସହିବନି,କାରଣ ଗାଈକୁ ସେ ନିଜେ ଜିଣିଛନ୍ତି ବୋଲି କହିଛନ୍ତି।ସେ ଥା-ନାକୁ ମଧ୍ୟ ଯାଇ ନି-ରାଶ ହୋଇଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *