“ଗୋଟେ ବାପା ନଥିବା ଝିଅକୁ କନ୍ଦେ-ଇଛି ,ମୋ ନାଁ ମି-ଛ କହୁଛନ୍ତି ..ମୋତେ ବଦ-ନାମ କରୁଛନ୍ତି”ପ୍ରିୟଙ୍କା

ଭାରତୀୟ ସଂସ୍କୃତି ପ୍ରେମରେ ବନ୍ଧା ହେଇଛି।ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବାକୁ ମିଳେ ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ହଁ ଆଜ୍ଞା ପ୍ରିୟଙ୍କା ଜଣେ ପୋ-ଲିସ କର୍ମଚାରୀଙ୍କ ନାଁରେ ଅଭି-ଯୋଗ ଆଣିଛନ୍ତି।ପ୍ରିୟଙ୍କା କହିଛନ୍ତି ଗୋଟେ ବାପା ନଥିବା ଝିଅକୁ କନ୍ଦେ-ଇଛନ୍ତି।

ସେ କହିଛନ୍ତି ସେ କଣ ଫେସ୍ କରୁଛନ୍ତି ସେ ନିଜେ ଫିଲ୍ କରୁଛନ୍ତି।ସେ କହିଛନ୍ତି ଗୋଟେ ଝିଅକୁ ଏମିତି ଅଭ-ଦ୍ରାମି ଏମିତି କରିପାରିବେନି।ସେ କହିଛନ୍ତି ଯଦି ଟଙ୍କା ଦରକାର ଥିଲା ତାହେଲେ ତାଙ୍କୁ ମଗିଲାନି।ସେ କହିଛନ୍ତି ଦୁନିଆ ସାରା ଲୋକ କଣ ତାଙ୍କୁ ଚିହ୍ନିଛନ୍ତି ନା ଜାଣିଛନ୍ତି। ଆଜିକା ଡେଟରେ ଯଦି ଝିଅ କିଛିବି କରି ଦେଉଛି ତାହେଲେ ତାକୁ ବହୁତ୍ ତଳକୁ ଚାଲିଯାଉଛନ୍ତି।

ଲୋକମାନେ ଭଲ ଫେମିଲିର ଝିଅମାନଙ୍କୁ ମଧ୍ୟ ଲୋକମାନେ ଖରାପ ଆଖିରେ ଦେଖୁଛନ୍ତି।ଆଉ ତାଙ୍କ ଉପରେ କଣ ବିତୁଛି ତାହା ତାଙ୍କଠୁ ଅଧିକା କେହି କହିପାରିବେ ନାହିଁ ବୋଲି କହିଛନ୍ତି।ସେ କହିଛନ୍ତି ଯଦି ଗୋଟେ ଲୋକ ପାଖରେ ପଇସା ରହିବ ତେବେ ସେ ପାୱାର ଦେଖାଇବ।ଆ-ଇନ ଉପରେ ବିଶ୍ୱାସ କଥା ସେ କହିପାରିବେନି ବୋଲି କହିଛନ୍ତି।ତାଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ଅଛି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ମୋ ବିଷୟରେ ସେ ଏମିତି କେମିତି କହିପାରିଲେ ବୋଲି କହିଛନ୍ତି।ସେ କହିଛନ୍ତି ଯଦି ଆମେ କାହାକୁ ଖରାପ କହୁ ତାହେଲେ ତା ପଛରେ କହୁ। ପ୍ରିୟଙ୍କା କହିଛନ୍ତି ସେ କଉ ଧାତୁରେ ଗଢା କେଜାଣି।ସେ ବି ତ ଜଣେ ନାରୀଠାରୁ ଜନ୍ମ ନେଇଛନ୍ତି। ସେ କହିଛନ୍ତି ଯଦି ସେ ଖରାପ ତାହେଲେ ତାଙ୍କୁ ନେଇ କଣପାଇଁ ଗୀତ କରୁଥିଲ।ଆଉ କଣ ପଇସାଟା ମୁଁ କଣ ପକେଟରୁ ହାତ ପୁରେଇ ନେଇଆସିଲି।ସେ କହିଛନ୍ତି ଭଗବାନଙ୍କ ଉପରେ ଭରସା ଅଛି ଦେଖାଯାଉ କଣ ହେଉଛି।

Leave a Reply

Your email address will not be published. Required fields are marked *