ବିବାହ ବେଦୀରୁ ଚମ୍ପଟ ମା-ରିଲା କନ୍ୟା, ଶିଶୁପାଳ ହୋଇ ଥା-ନାରେ ପହଁଞ୍ଚିଲା ବର………

ବଲାଙ୍ଗିର ବ୍ରାହ୍ମଣ ପଡାରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମା-ମଲା। ବାହାଘର ପରେ ପ୍ରେମିକ ସହ କନ୍ୟା ହୋଇଯାଇଛି ଫେ-ରାର। ବାହାଘର ପାରମ୍ପରିକ ରୀତିନୀତିରେ ଚାଲିଥିଲା। ବାହାଘର ଶେଷ ହେବାପରେ ଜଣେ ଯୁବକ ସହ ଚ-ମ୍ପଟ ମା-ରିଥିଲା କନ୍ୟା।

ଯୁବକଙ୍କ ବାଇକରେ ବସି କନ୍ୟା ଫେ-ରାର ଦୃଶ୍ୟ ସିସିଟିଭିରେ କ-ଏଦ ହୋଇଛି। ଶିଶୁପାଳ ହୋଇ ଏବେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ବର।ସୂଚନା ଅନୁସାରେ ଦେଓଗାଁ ବ୍ଲକ୍‌ ମୁକୁନ୍ଦପୁର ଗାଁର ପ୍ରେମକୁମାର ମାଝୀଙ୍କର ବଲାଙ୍ଗିର ବ୍ରାହ୍ମଣ ପଡାରେ ବାହାଘର ସ୍ଥିର ହୋଇଥିଲା।

ସେଥିପାଇଁ ଗୁରୁବାର ରାତିରେ ବାଣ ରୋଷଣୀ ଏବଂ ବରଯାତ୍ରୀଙ୍କୁ ଧରି ବ୍ରାହ୍ମଣ ପଡାରେ ପହଞ୍ଚିଥିଲେ ପ୍ରେମକୁମାର। ବୈଦିକ ରୀତିନୀତି ଅନୁସାରେ ବାହାଘର ହୋଇଥିଲା। ନିଆଁକୁ ସାକ୍ଷୀ ରଖି ପ୍ରେମକୁମାର ସେହି କନ୍ୟା ମୁଣ୍ଡରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ କରିବେ ବୋଲି ପ୍ରତିଜ୍ଞା ନେଇଥିଲେ।

ବାହାଘର ପରେ ସମସ୍ତେ ଭୋଜିଭାତ ମଧ୍ୟ ଖାଇଥିଲେ। କିନ୍ତୁ ଠି-କ ବି-ଦାୟ ହେବା ପୂର୍ବରୁ ଘର ଭିତରୁ କନ୍ୟା ଚ-ମ୍ପଟ ମା-ରିଥିଲେ। ଜଣେ ଯୁବକ ବାଇକ୍‌ରେ ଆସି କନ୍ୟାକୁ ନେଇ ଯାଇଥିଲା। କନ୍ୟା ଫେ-ରାର ହେବାର ଦୃଶ୍ୟରେ ସିସିଟିଭିରେ ରେ-କର୍ଡ଼ ହୋଇଛି।

ବର ପ୍ରେମକୁମାର ମାଝୀ କହିଛନ୍ତି ଯେ,” 6-7 ମାସ ତଳେ ଆମର ବାହାଘର ଠିକ୍‌ ହୋଇଥିଲା। ଏହା ପରେ ଆମେ ଅନେକ ସମୟରେ ଫୋନ୍‌ରେ କଥା ହେଉଥିଲୁ। ସେ ମଧ୍ୟ ମୋ ସହିତ ଭଲ ଭାବେ କଥା ହେଉଥିଲେ। ଉଭୟ ପରିବାରର ନିଷ୍ପତ୍ତି କ୍ରମେ ଗୁରୁବାର ରାତିରେ ବାହାଘର ପାଇଁ ସ୍ଥିର ହୋଇଥିଲା।

ଏପରିକି ବାହାଘର ସରିଥିଲା। ଖିଆପିଆ ଚାଲିଥିବା ବେଳେ ସେ ଚ-ମ୍ପଟ ମା-ରିଥିଲେ।” ତେବେ କନ୍ୟା ଚ-ମ୍ପଟ ମା-ରିବା ପରେ ବର ପ୍ରେମକୁମାର ମାଝୀ ବଲାଙ୍ଗିର ଟାଉନ୍‌ ଥା-ନାରେ ଏହି କଥାକୁ ନେଇ ଏକ ଲିଖିତ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *