ଘରକୁ ଏଣ୍ଟ୍ରି କରିବା ବେଳେ ମୋତେ ଗୋଟେ କି-ସ କରିଥିଲେ, ଆଉ ମୋତେ କୁଣ୍ଢେଇକି ଶୁଆଇ

ଓଡ଼ିଶାର ଚହଳ ପକାଇଥିବା ମହିଳା ଯାହାକୁ କମେଡି କ୍ୱିନର ଆଖ୍ୟା ଦିଆଯାଉଛି ଯିଏ ନିଜର ଗେହ୍ଲା କଥା କହି ହସାଇ ହସି ବେଦମ୍ କରୁଛନ୍ତି ସେ ହେଉଛନ୍ତି ମି ପୁଚପୁଚ୍।ତାଙ୍କର ପ୍ରକୁତ ନାମ ହେଉଛି ଇତିକା।ନିଜର କିଛି ପର୍ସନାଲ କଥା ସେ କହିଛନ୍ତି।ଇତିକା କହିଛନ୍ତି ଯେତେବେଳେ ସେ ବାହା ହୋଇ ଆସିଥିଲେ କିପରି ତାଙ୍କ ଶାଶୁ ତାଙ୍କ ଗାଲରେ ଗୋଟେ କି-ସ୍ ମା-ରି ତାଙ୍କୁ ରାତିସାରା କୁଣ୍ଢେଇ ଧରି ଶୋଇଥିଲେ।ଆଉ ତାଙ୍କୁ ବୁଝାଇଥିଲେ।

ସେ କହିଛନ୍ତି ତାଙ୍କ ଶାଶୁ ଶଶୁର ସମସ୍ତେ ବହୁତ ଭଲ।ତେଣୁ ମି ପୁଚପୁଚ କେତେବେଳେ ରିଲ୍ ତାଙ୍କ ସ୍ବାମୀଙ୍କ ସହ ତା କେତେବେଳେ ନିଜ ଶଶୁର ଶାଶୁ ସହ କରି ପୁରା ଭାଇରାଲ।ସେ କହିଛନ୍ତି ସେ କେବଳ ପରଦା ଉପରେ ମଜା କରନ୍ତି ମାତ୍ର ରିଅଲ ଲାଇଫରେ ସେ ସେମିତି କିଛି କରନ୍ତି ନାହିଁ।ତାଙ୍କ ଭିଡିଓରେ ବହୁତ ଲୋକ ବହୁତ ଭଲ କଥା ଲେଖିଥାନ୍ତି ଆଉ ଅନେକ ମଧ୍ୟ ଖରାପ କ-ମେଟ କରିଥାନ୍ତି।

ସେ କହିଛନ୍ତି ଲୋକଙ୍କ କାମ ହେଲା ସେ କହିବେ ତେଣୁ ତାଙ୍କୁ ଧରି ଆଗକୁ ବଢି ହେବନି।ନିଜ ନିଜ କାମ କରିବା ଉଚିତ।ଇତିକା କହିଛନ୍ତି ସେ ଏଭଳି ସ୍ୱାମୀର ହାତ ଧରି ପୁରା ଖୁସ୍।ସେ ଏଭଳି ସ୍ବାମୀ କେବେ ପାଇବେ ନାହିଁ। ତାଙ୍କ ମା ତାଙ୍କ ଅପେକ୍ଷା ତାଙ୍କ ସ୍ବାମୀଙ୍କୁ ବହୁତ ଭଲ ପାଆନ୍ତି ପୁରା ନିଜ ପୁଅ ପରି।ତାଙ୍କ ମା ଆଉ ତାଙ୍କ ସ୍ବାମୀ ଠରା ଠାରି ହୋଇ କଥା ହେଇଯାଆନ୍ତି।ତାଙ୍କ ସ୍ବାମୀ କହିଛନ୍ତି ୱର୍କ ଲାଇଫ ଆଉ ବିବାହିତ ଲାଇଫକୁ ଠିକ୍ ସେ ଚଲେଇ ପାରିଲେ ପୁରା ଘର ପୂରି ଉଠିବ।

ଘରେ ହସ ଖୁସି ସେ ଚାଲିବ। ଭାଲେଣ୍ଟିନ ଡେ ରେ ଉଭୟ ସ୍ବାମୀ ସ୍ତ୍ରୀ ବେଶ୍ ପ୍ରେମଭରା ସମୟ କତାଇଚନ୍ତି।ସେ କହିଛନ୍ତି ଆଗକୁ ନିଜ ଶାଶୁ ସହ କିଛି ରିଲ କରିବେ ଆଉ ତାକୁ ସୋସିଆଲ ମିଡ଼ିଆରେ ଛାଡିବେ।ତାକୁ ଓଡ଼ିଶାର ଲୋକମାନେ ଏପରି ଭଲପାଇବା ଦିଅନ୍ତୁ ଆଉ ତାଙ୍କୁ ଅଶ୍ରିବାଦ କରନ୍ତୁ।ସେ କହିଛନ୍ତି ତାଙ୍କ ଭିଡିଓରେ କୌଣସି ଅଶା ଳୀନ ଭାଷା ରୁହେ ନାହିଁ ଯାହାକୁ ସମସ୍ତେ ଦେଖି ପାରିବେ।

Leave a Reply

Your email address will not be published. Required fields are marked *