ସିଗା-ରେଟ ଦିଅ ନହେଲେ ଡ୍ରେସ ଖୋଲିବି…….

ସାରାଦେଶରେ ଏବେ ବିମାନ ଯାତ୍ରୀଙ୍କୁ ନେଇ ଆସୁଥିବା ଖବର ଉପରେ ଆଲୋଚନା ଜାରି ରହିଛି । ଏବେ ଏପରି ଆଉ ଏକ ମାମ-ଲା ସାମ୍ନାକୁ ଆସିଛି । ବର୍ତ୍ତମାନ ମଧ୍ୟ ବିମାନରେ ମହିଳା ଯାତ୍ରୀ ଜଣଙ୍କ ଘଟାଇଛନ୍ତି ଉନ୍ମୋକ୍ତ କା-ଣ୍ଡ । ଆପଣ ଜାଣିଲେ ଚକିତ ହୋଇଯିବେ । ଆଉ ଭାବି ଯେ, ସତରେ କଣ ବିମାନରେ ଯାତ୍ରୀ ଜଣକ ଏଭଳି କା-ଣ୍ତ ଭିଆଇଛନ୍ତି । ଆଜ୍ଞା ହଁ , ବିମାନରେ ଯାତ୍ରୀ ଜଣକ ଏପରି କିଛି କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଗି-ରଫ ମଧ୍ୟ କରାଯାଇଛି । ସିଗା-ରେଟ୍ ନ ଦେବାରୁ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଗ-ଣ୍ଡଗୋ-ଳ କରିବା ଖବର ଏବେ ସମ୍ନାକୁ ଆସିଛି ।

ଆଜ୍ଞା ହଁ ବନ୍ଧୁଗଣ “ମୋତେ ସିଗା-ରେଟ୍ ଦିଅ ନହେଲେ ମୁଁ ପୋଷାକ ଖୋଲିଦେବି” ଏଭଳି କହିଛନ୍ତି ଜଣେ ବିମାନରେ ଯାଉଥିବା ମହିଳା । ବିମାନରେ ଧୁ-ମ୍ରପା-ନ କରିବାକୁ ମନା କରିବାରୁ ଋଷିଆରୁ ମସ୍କୋ ଅଭିମୁଖେ ଯାଉଥିବା ବିମାନରେ ଯାତ୍ରା କରୁଥିବା ସମୟରେ ଜଣେ ମହିଳା ଉଲ-ଗ୍ନ ହୋଇ ପଡିଛନ୍ତି । ତେବେ ମହିଳାଙ୍କ ଏ ପ୍ରକାର ଆଚରଣ ପାଇଁ ବିମାନର ଅନ୍ୟ ଯାତ୍ରୀ ଏବଂ କର୍ମଚାରୀଙ୍କୁ ହଟହଟା ହେବାକୁ ପଡ଼ିଛି ।

ସୂଚନା ମୁତାବକ ଅଞ୍ଜେଲିନା ମସ୍କୋ ନାମକ ଜଣେ ମହିଳା ଏରପ୍ଲୋଟ ଫ୍ଲାଇଟ୍ ରେ ଯାତ୍ରା କରୁଥିବା ବେଳେ ସିଗା-ରେଟ୍ ଟାଣୁବା ପାଇଁ ନିଜକୁ ଟଏଲେଟ୍ ରେ ବନ୍ଦ କରିଥିଲେ । ଆଉ ବିମାନ ଆଲାରମ୍ ବାଜିବା ପରେ ଫ୍ଲାଇଟ୍ ଅଟାଣ୍ଡାନ୍ସ ମସ୍କୋ ବ୍ରିଟିନାଙ୍କୁ ବିମାନରେ ସିଗା-ରେଟ୍ ଟାଣିବାକୁ ମନା କରିଥିଲେ । ହେଲେ ସେ ତାଙ୍କ ଜିଦ୍ ରେ ଅଟଳ ଥିଲେ । ଶେଷରେ ସେ ଉଲ-ଗ୍ନ ହେବାକୁ ମଧ୍ୟ ପଛାଇ ନଥିଲେ ।

ରୁଷିଆର ଏରପ୍ଲୋଟ ଫ୍ଲାଇଟ ମସ୍କୋ ଅଭିମୁଖେ ଯାତ୍ରା କରୁଥିଲା । ୩୩ ହଜାର ଫୁଟ୍ ଉପରେ ଉଡୁଥିବା ବିମାନରେ ମହିଳା ଜଣକ ସିଗା-ରେଟ୍ ଟାଣିବା ପାଇଁ ଜିଦ୍ କରିଥିଲେ । ଏଭଳି କାର୍ଯ୍ୟରୁ ତାଙ୍କୁ ନିବୃତ କରିବା ସମୟରେ ଏପରିକି ସେ ଯୁବ କ୍ରିୟୁ ମେମ୍ବରଙ୍କୁ ସେ କା-ମୁଡି ଦେଇଥିଲେ । ଶେଷରେ ସେ ଅନ୍ୟ ଯାତ୍ରୀଙ୍କ ସାମ୍ନାରେ ଦେହରୁ ଡ୍ରେସ୍ ଖୋଲି ଉଲ-ଗ୍ନ ହୋଇ ଯାଇଥିଲେ । ସେପଟେ ବିମାନରେ ଅନେକ ଛୋଟ ପିଲା ମଧ୍ୟ ଯାତ୍ରା କରୁଛନ୍ତି ତାଙ୍କ ଉପରେ ଖରାପ ପ୍ରଭାବ ପଡିପାରେ ବୋଲି କ୍ରୀୟୁ ମହିଳାଙ୍କୁ କହିଥିଲେ ତଥାପି ସେ ଶୁଣି ନଥିଲେ । ଆଉ ବିମାନ ଅବତରଣ ପରେ ପୋ-ଲିସ୍ ତାଙ୍କୁ ଗି-ରଫ କରିଛି ।

Leave a Reply

Your email address will not be published. Required fields are marked *