ଭିକ ମାଗିବାକୁ ଆସିଥିଲା…କିନ୍ତୁ ନାବା-ଳିକାକୁ ଏକୁଟିଆ ପାଇ ଦୁ-ଷ୍କର୍ମ କଲା…

ନିମାପଡା ଧଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଓହାଙ୍ଗ ଗ୍ରାମରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ବୁଢା ଭିକ୍ଷୁକଙ୍କର କୁକ-ର୍ମ। ଦି-ବ୍ୟାଙ୍ଗ ନାବ-ଳିକାକୁ କଲେ ଦୁ-ଷ୍କର୍ମ ଉଦ୍ୟମ। ନିଜ କର୍ମକୁ ନେଇ ପ-ଶ୍ଚାତା-ପ କରିବା ପରେ ମୁହଁରେ ଚୂନ କାଳି ବୋଳି ବୁଲିଲେ ବୃଦ୍ଧ ଜଣକ। ଗାଁ ଲୋକ ଉକ୍ତ ବୃଦ୍ଧଙ୍କ ନାମରେ ଅଭି-ଯୋଗ କରି ପୋ-ଲିସକୁ ହସ୍ତାନ୍ତର କରିଛନ୍ତି।

ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ନୂଆପଡା ଅନ୍ତର୍ଗତ ଚାନ୍ଦପୁର ଅଞ୍ଚଳର ସୁରେନ୍ଦ୍ର ସାହୁ ନାମକ ଜଣେ 65 ବର୍ଷୀୟ ବୃଦ୍ଧ ଭିକ ମାଗିବାକୁ ନିମାପଡାର ଏହି ଓହାଙ୍ଗ ଗ୍ରାମରେ ପହଁଞ୍ଚିଥିଲେ। ଏଠାରେ ଭିକ ମାଗିବା ସମୟରେ ସେ ଦେଖିଲେ ଯେ ଜଣେ ମୁକ ବଧିର ନାବା-ଳିକା ଘର ବାହାରେ ଖେଳୁଅଛି।

ଏହାର ସୁଯୋଗ ଉଠାଇ ବୃଦ୍ଧ ଜଣକ ନାବା-ଳିକାକୁ ବିସ୍କୁଟର ଲୋଭ ଦେଖାଇଥିଲେ। ତାପରେ ଜୋରଜ-ବରଦ-ସ୍ତି ଉକ୍ତ ନାବା-ଳିକାକୁ ଦୁ-ଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ବାହାରେ କିଛି ଶବ୍ଦ ଶୁଣି ଯେତେବେଳେ ନାବା-ଳିକାର ମାଆ ବାହାରକୁ ଆସିଲେ ସେ ଏହି ଦୃ-ଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ଜୋରେ ଜୋରେ ଚି-ତ୍କାର କରିବାକୁ ଲାଗିଲେ।

ଭ-ୟରେ ବୁଢ଼ାଟି ଦୌଡ଼ି ଖସିଯିବାକୁ ଚେଷ୍ଟା କଲା। କିନ୍ତୁ ଗାଁ ଲୋକମାନେ ତାକୁ ଧରି ପକାଇଲେ ଏବଂ ନି-ର୍ଧୁମ ଛେ-ଚିବାକୁ ଲାଗିଲେ। ମୁହଁରେ ଚୂନ କଳା ବୋଳିଦେଲେ। ଏହାପରେ ପୋଲି-ସକୁ ହସ୍ତାନ୍ତର କରିଥିଲେ। ଏହି ବିଷୟ ଏବେ ନିମାପଡାରେ ଚର୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *