ମୋ ପ୍ରେମିକା ହାପ ପ୍ୟାଣ୍ଟ ପିନ୍ଧି କୁଆଡେ ଚାଲିଯାଇଛି, ସେ ନଫେରିଲେ ମୁଁ ପା-ଗଳ ହୋଇଯିବି

ହୋଇଥାନ୍ତା ବାହାଘର। କିନ୍ତୁ ଗାଧେଇବାକୁ କହି ହଠାତ କୁଆଡେ ଚାଲିଯାଇଛି ଝିଅ। ଖୋଜି ଖୋଜି ପାଉନାହାନ୍ତି ଘରଲୋକ ଏବଂ ପ୍ରେମିକ। ଥା-ନାରେ ଅଭି-ଯୋଗ ପରେ ମଧ୍ୟ ପୋ-ଲିସ ନେଉନାହିଁ ପଦକ୍ଷେପ।

ତେବେ ଘଟଣା ଅନୁସାରେ ପ୍ରେମିକ ଯୁବକ ଜଣକ କହିଛନ୍ତି ଯେ,” ସେ ଟାଙ୍ଗିରିଆର ବାସିନ୍ଦା। ସେ ବହୁ ବର୍ଷ ଧରି କଳ୍ପନା ପାଣିଗ୍ରାହୀ ନାମକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ପରି ସବୁ ସ-ମ୍ପର୍କ ରହିଥିଲା। ଏହି ବିଷୟରେ ଉଭୟଙ୍କ ପରିବାର ଲୋକ ମଧ୍ୟ ଜାଣିଥିଲେ।

ତେବେ ଗତ 10 ତାରିଖ ଦିନ କୋର୍ଟ ବିବାହ ହୋଇଥାନ୍ତା। କିନ୍ତୁ ହଠାତ ସେହି ଦିନ ହିଁ ଝିଅଟି କୁଆଡେ ଚାଲିଯାଇଛି। ଘରେ ପୋଷାକ ଚପଲ ସବୁକିଛି ଥୁଆ ହୋଇଛି। ଝିଅଟି କେବଳ ହାପ ପ୍ୟାଣ୍ଟ ପିନ୍ଧିଛି। ଆଉ ସେହି ଅବସ୍ଥାରେ ହିଁ କୁଆଡେ ଚାଲିଯାଇଛି

କପ୍ତିପଦା ଥାନାରେ 6-7 ଦିନ ହେଲାଣି ଅଭି-ଯୋଗ ହେଇଛି। କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଉନାହିଁ। ଝିଅଟିର କିପରି ଅବସ୍ଥା ଏବେ ଥିବ ସେମାନେ କିଛି ବୁଝୁନାହାନ୍ତି। ଘରେ ପରିବାରଲୋକଙ୍କ କା-ନ୍ଦି କା-ନ୍ଦି ଅବସ୍ଥା ଖରାପ ହୋଇଗଲାଣି। ଝିଅଟି ନମିଳିଲେ ବୋଧ ହୁଏ ମୁଁ ମଧ୍ୟ ପା-ଗଳ ହୋଇଯିବି। କାରଣ ମୁଁ ତାକୁ ବହୁତ ଭଲ ପାଏ। ତା ବିନା ମୁଁ ବଞ୍ଚି ପାରିବି ନାହିଁ।”

Leave a Reply

Your email address will not be published. Required fields are marked *