ଶେଷରେ ପାଟି ଖୋଲିଲେ ମାଆ : ମୋ ପୁଅ ପାଖରେ ଟଙ୍କାଟେ ନାହିଁ, ଲକ୍ଷେ ଟଙ୍କା କେଉଁଠୁ ଆଣିବ………

ଏକ ବିଡମ୍ବନାର ବିଷୟ ଯେ ଲୋକେମାନେ ଆଜିକାଲି ବହୁତ ମାଗିଖିଆ ହେଇଗଲାଣି।ସେମାନେ ଆପଣଙ୍କୁ ନାନାପ୍ରକାର କଥା କହି ଭୁଆଁ ବୁଲାଇ ଆପଣଙ୍କଠୁ ପଇସା ଖାଇଦେବେ।ଏମିତି ଏକ ଘଟ-ଣା ଘଟିଛି ଜଣକ ସହ ଯାହାକୁ ଫିଲ୍ମର ନି-ଶା ଦେଖାଇ ତାକୁ ଲୁ-ଟ ହଉଛି।ସେ ଯୁବକ ଜଣକ ହେଉଛନ୍ତି ଦୀପ୍ତି ରଞ୍ଜନ ଯିଏ ଫିଲ୍ମ କରିବା ପାଇଁ ପୁରା ପାଗଳ।

ସେ ଏମିତି ପାଗଳ ଯେ ନିଜର ପୁରା ଟଙ୍କା ଉଡେଇ ଦେଇଛନ୍ତି ତାହା ସହ ନିଜ ମା ବାପ ପଇସା ମଧ୍ୟ ଉଡେଇବାରେ ନାହାନ୍ତି ।ତାଙ୍କ ମାଆ କହିଛନ୍ତି ତାଙ୍କ ପୁଅକୁ ଫିଲ୍ମ କରିବାର ନିଶା ଦେଖେଇ ତାଙ୍କ ପୁଅ ଠାରୁ ଟଙ୍କା ଲୁ-ଟ କରୁଛନ୍ତି।ଆଉ ତାଙ୍କ ସହ ମିଶି ତାଙ୍କ ପୁଅ ପୁରା ନିଶାପାଣି ରେ ସବୁବେଳେ ବୁଡି ରହୁଛି।ଚାରିଆଡ଼େ ସେ ଝ-ଗଡା କରୁଛି ଆଉ ପରେ ତା ମା ବାପ ସେ ଝଗ-ଡାକୁ ସମାଧାନ କରୁଛନ୍ତି।

ପ୍ରଥମେ ତାଙ୍କ ପୁଅ ଟେଣ୍ଟ ବ୍ୟବସାୟ କରୁଥିଲା।କିଛି ଲୋକଙ୍କ ପ୍ରଲୋଭନରେ ପଡ଼ି ସିନେମା କରିବା ଚକରରେ ପୁରା ବର-ବାଦ ହୋଇଛି।ବାପ ମା ଠାରୁ ଟଙ୍କା ନେଉଛି।ଯାହା ଯାହା ଠାରୁ ଟଙ୍କା ବାକି ଆଣିଛି ସେସବୁକୁ ତାଙ୍କ ମାଆ ବାପା ସୁଜୁଛନ୍ତି।ତାଙ୍କ ମା ଆହୁରି କହୁଛନ୍ତି ଯେ ତାଙ୍କ ପୁଅର ମଥା ଦୋ-ଷ ରହିଛି।ସେ ପିଲା ଦିନରୁ ମେଡ଼ିସିନ ଖାଉଥିଲା ଏବେ ଆଉ ଖାଉନାହି।

ପିଲା ଦିନରୁ ସେ ତାଙ୍କ କଥା ମାନୁ ନଥିଲା।ଏବେ ନିଜେ ଆଉ ନିଜର ସ୍ତ୍ରୀ ପାଇଁ ମା ଠାରୁ ପଇସା ନେଇ ଚଳୁଛି। ନିଜ ପାଖରେ ଟଙ୍କାଟିଏ ନାହିଁ।ତାଙ୍କ ମା ତା ପୁଅ ନାରେ ଥା-ନାରେ ଅଭି-ଯୋଗ କରିଛନ୍ତି।ପୁଅ ତାଙ୍କର ଥା-ନା ବହୁତ ଥର ଯାଇଛି ପରେ ତା ବାପା ତାକୁ ଥାନାରୁ ବାହାର କରିଛନ୍ତି।ମା ନିବେଦନ କରିଛନ୍ତି ଯେ ତାଙ୍କ ପୁଅକୁ ଠିକ୍ କରିଦେବାକୁ।ତାକୁ ଭଲ ବାଟକୁ ନେଇଆସିବାକୁ।

Leave a Reply

Your email address will not be published. Required fields are marked *