ଆଜି କାଲିକା ପ୍ରେମରେ କିଛି ନାହିଁ,ଆଜି ପ୍ରୋପୋଜ କଲେ କାଲି ଯାଇକି OYO ରେ ଶୋଇପଡିଲେ…….

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ଭାରତୀୟ ସଂସ୍କୃତି ପ୍ରେମରେ ବନ୍ଧା ହେଇଛି।ଭାରତର ରିତି,ନୀତି, ସଂସ୍କୃତି,ପରମ୍ପରା ଭିତରେ valentines day ବୋଲି କିଛି ନାହିଁ। ଫେବୃଆରୀ ୧୪କୁ ଭାରତରେ ପିତୃ ମାତୃ ପୂଜନ ଦିବସ ଭାବେ ପାଳନ କରାଯାଏ।

ଏହି ଫେବୃଆରୀ ୧୪ରେ ପୂଲ୍ବାମାରେ ଭାରତୀୟ ବିର ଯବାନ ୪୦ଜଣ ଶହିଦ ହୋଇଥିଲେ।ସେହି ଦିନକୁ ବ୍ଲାକ ଡେ ଭାବରେ ପାଳନ କରାଯାଏ।ଫେବୃଆରୀ ୧୪କୁ ପ୍ରେମ ଦିବସ ବୋଲି କିଏ କହିଲା ବୋଲି କୁହାଯାଇଛି ବୋଲି ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ କହିଛନ୍ତି।ଯାହାଙ୍କୁ ଓଡ଼ିଶା ବାସୀ ଭଲ କମେଡିଆନ୍ ଭାବେ ଜାଣନ୍ତି।valentines day ରୋମ ଏବଂ ୟୁରୋପରେ ପାଳନ କରାଯାଏ।ସେଠାରେ ଲୋକମାନେ ନିଜ ସ୍ତ୍ରୀ ଏବଂ ପ୍ରେମିକା ମାନଙ୍କୁ ସମୟ ଦେଇପାରନ୍ତି ନାହିଁ ବୋଲି ବର୍ଷକୁ ଗୋଟିଏ ଦିନ ପାଳନ କରନ୍ତି।

ଭାରତର ସଂସ୍କୃତି ଭିତରେ valentines day ବୋଲି କିଛି ନାହିଁ,ଏଠାରେ ମାତୃ ପ୍ରେମ, ଭାତ୍ରୁ ପ୍ରେମ ଦେଖାଯାଏ।ଭାରତର ସଂସ୍କୃତି ପ୍ରେମରେ ବନ୍ଧା। valentines day ହେଉଛି ଏକ ପାଶ୍ଚାତ୍ୟ ଦେଶର ପରମ୍ପରା।ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ କହିଛନ୍ତି ତାଙ୍କ ଫୋନ ୱାଲ୍ ପେପର୍ ରେ ତାଙ୍କ ମାଆଙ୍କ ଫୋଟ ଅଛି,ସେ ତାଙ୍କ ମାଙ୍କୁ ବହୁତ୍ ଭଲ ପାଆନ୍ତି।ଏବେବି ସେ ତାଙ୍କ ମାଆଙ୍କ ହାତରୁ ଖାଆନ୍ତି।

ସେ କହିଛନ୍ତି ପ୍ରେମ ସମସ୍ତଙ୍କୁ କରିହେବ, ମା, ଭାଇ,ବାପା,ଭଉଣୀକୁ କରିହେବ, କିନ୍ତୁ ସମସ୍ତଙ୍କ ଦରଜା ଅଲଗା ଅଲଗା।ସେ କହିଛନ୍ତି ଆଜିକା ପ୍ରେମ ଆଉ ପ୍ରେମ ହେଇନାହିଁ।ଆଜି ପ୍ରେମ କଲେ କଲି oyo ରୁମ୍ ଯାଉଛନ୍ତି।ଏହା କେବଳ ନିଜ ଶାରୀ-ରିକ ସୁଖ ମେଣ୍ଟାଇବା ପାଇଁ।ପ୍ରେମ ନିଜ ଅନ୍ତରରୁ ଆସିବା ଦରକାର।ଭଲ ପାଇବା ଆଗରୁ ପ୍ରଥମେ ତା ବିଷୟରେ ଜାଣିବା ଦରକାର ,ତାସହ ବୁଝାବନା ଠିକ୍ ରହିବା ଦରକାର।

Leave a Reply

Your email address will not be published. Required fields are marked *