ରାସ୍ତା ମଝିରେ ଭାରତୀୟ କ୍ରିକେଟର ପୃଥ୍ବୀ ସ ଙ୍କୁ ମା-ଡ ମା-ରିଲେ ଯୁବତୀ, ଦେଖନ୍ତୁ ଭାଇରଲ ଭିଡ଼ିଓ

ଭାରତୀୟ ଦଳର ଷ୍ଟାର କ୍ରିକେଟର ପୃଥ୍ବୀ ସ ଙ୍କ ଉପରେ ଆକ୍ର-ମଣ କରିବା ଅଭି-ଯୋଗରେ ବ୍ଲଗର୍ ଏବଂ ୟୁଟ୍ୟୁବର୍ ସପ୍ନା ଗିଲଙ୍କୁ ଗି-ରଫ କଲା ପୋ-ଲିସ। ଏବେ ଯୁବତୀଙ୍କ ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି। ଗି-ରଫ ପରେ ଏବେ ସପ୍ନା ଗିଲଙ୍କ ମେଡିକାଲ ଚେକଅପ କରାଯାଇଥିବା ଜଣାପଡ଼ିଛି।

ତେବେ ସୂଚନା ଅନୁସାରେ ପୃଥ୍ଵୀ ସ ଏବଂ ତାଙ୍କ ସାଙ୍ଗଙ୍କୁ ହୋଟେଲ ବାହାରେ କିଛି ଯୁବକ ଆକ୍ର-ମଣ କରିଥିଲେ। ସେଲ୍ଫି ନେବାକୁ ମନା କରିବାରୁ ଏହି ଘ-ଟଣା ଘଟିଛି ବୋଲି ପ୍ରାଥମିକ ତଦ-ନ୍ତରୁ ଜଣାପଡିଛି।

ସେଠାରେ ଉପସ୍ଥିତ ଅନ୍ୟ କିଛି ଲୋକ କହିଛନ୍ତି ଯେ ମୁମ୍ବାଇର ଏକ 5 ଷ୍ଟାର ହୋଟେଲକୁ ପୃଥ୍ଵୀ ସ ତାଙ୍କ ସାଙ୍ଗଙ୍କ ସହ ଆସିଥିଲେ। ହୋଟେଲ ପରିସରରେ 2 ଜଣଙ୍କ ସହ ସେ ସେଲଫି ନେଇଥିଲେ।

ଏହା ପରେ ଅଧିକ ଲୋକ ଆସି ପୁଣି ସେଲଫି ନେବାକୁ କହିଥିଲେ। ପୃଥ୍ଵୀ ମନା କରି କହିଥିଲେ ଯେ ସେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଏଠାକୁ ଆସିଛନ୍ତି। ତାପରେ ତୁରନ୍ତ ଲୋକଙ୍କୁ ହଟାଇବାକୁ ହୋଟେଲର ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ।

କିନ୍ତୁ କିଛି ସମୟ ପରେ ପୃଥ୍ବୀ ସ ହୋଟେଲରୁ ବାହାରିବା ପରେ ତାଙ୍କୁ ଏବଂ ତାଙ୍କ ବନ୍ଧୁ ସୁରେନ୍ଦ୍ର ଯାଦବଙ୍କୁ ଆକ୍ର-ମଣ ହୋଇଥିଲା। ଅଭି-ଯୁକ୍ତମାନେ ତାଙ୍କ କାରକୁ ଭଙ୍ଗାରୁଜା କରିବା ସହ ଧ-ମକ ଦେଇଥିଲେ।ତେବେ ଭଙ୍ଗାରୁଜା କରିଥିବା ବ୍ୟକ୍ତିମାନେ ହେଉଛନ୍ତି ୟୁଟ୍ୟୁବର ସ୍ୱପ୍ନା ଗିଲ ଏବଂ ତାଙ୍କର ସମର୍ଥକମାନେ।

ତେବେ ପୋ-ଲିସ ଏବେ 8 ଜଣ ଅଭି-ଯୁକ୍ତଙ୍କ ମଧ୍ୟରୁ ସ୍ୱପ୍ନା ଗିଲଙ୍କୁ କେବଳ ଗି-ରଫ କରିଛି। ଖୁବଶୀଘ୍ର ଅନ୍ୟମାନଙ୍କୁ ଗି-ରଫ କରାଯିବ ବୋଲି କହିଛି ପୋ-ଲିସ। ତେବେ ଗି-ରଫ କରିବା ପରେ ଶୁକ୍ରବାର ସପ୍ନା ଗିଲଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଅଭି-ଯୁକ୍ତଙ୍କ ପକ୍ଷରୁ କୌଣସି ପ୍ରକାରର ଏ-ତଲା ଦାଖଲ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *