ଗୋପାଳ ଆସେ ପଖାଳ ଖାଇବୁ…..ତୋ ପାଇଁ ମୁଁ ପଖାଳ,ଶୁଖୁଆ,ଆଳୁ ଚକଟା ଆଣିଛି

ବନ୍ଧୁଗଣ ବର୍ତମାନ ସମୟରେ କେହି ଜଣେ କହିଛନ୍ତି ଗୋପାଳ ପାଇଁ ପଖାଳ, ଶୁଖୁଆ ଆଉ ମାଛ ଭଜା ନେଇକି ଜିବି । ତେବେ ସୂଚନା ମୁତାବକ ମିନତୀ ବହିଦାରଙ୍କ କହିବା ଅନୁଯାଇ ଗୋପାଳ ଦାସକୁ ମୁଁ ଦିନେ ନା ଦିନେ ନିଶ୍ଚୟ ଦେଖା କରିବାକୁ ଜିବି । ଥରେ କାହିଁକି ୩  ରୁ ୪  ଥର ଯେତେବେଳେ ଇଚ୍ଛା ଥିବ ତାକୁ ଦେଖା କରିବାକୁ ଚାଲିଜିବି । କାରଣ ଗୋପାଳ ମୋ ପାଇଁ ସାକ୍ଷାତ ଭଗବାନଙ୍କର ରୂପ ଅଟେ । ସେ ଜେଲ ଭିତରେ ରହିକି ଭଜନ ଗୀତ ଗାଉଛି । କାରଣ ଗୋପାଳ ଜଣେ ବହୁତ ଲୋକଟି ଅଟେ । ସେ ଜାଣିଥିଲା ଯଦି ମନ୍ତ୍ରୀ ନବ ଦାସ ମ-ରିନଥାନ୍ତା ତାହେଲେ ଓଡିଶା ପୁରା ଭାସି ଯାଇଥାନ୍ତା ।

ତେଣୁ ସେ ମନ୍ତ୍ରୀ ନବ ଦାସକୁ ମା-ରିଦେଇଛି । ତେଣୁ ନବ ଦାସକୁ ମା-ରିକି ଗୋପାଳ ଦାସ ମଧ୍ୟ କିଛି ପଶ୍ଚତପ ମଧ୍ୟ କରୁ ନାହିଁ । ତେବେ ପଶ୍ଚତାପ ମଧ୍ୟ ଗୋପାଳ କାଇଁକି କରିବ । କାରଣ ଆମ ଶରୀରରେ ମଶା କାମୁ-ଡିଲା ପରେ ଆମେ ତାକୁ ମା-ରିଦେଉଛୁ । ତାପରେ ମଶାକୁ ମା-ରିକି ମଣିଷ କଣ ଦୁଃ-ଖ ପଶ୍ଚାତାପ କରେ କି ।

ତେବେ ଗୋପାଳ ମଧ୍ୟ ଖରାପ ଲୋକକୁ ମା-ରିଛି । ତେଣୁ ସେ କୌଣସି ପ୍ରକାର ଭୁଲ୍ କିଛି କରି ନାହିଁ । ଯେତେବେଳେ ମୁଁ ଚୌଦାର ଯାଇଥିବୀ । ସେତେବେଳେ ଗୋପାଳକୁ ଦେଖା କରିବାର ଟାଇମିଙ୍ଗ ପଚାରି ବୁଝିକି ଆସିବି । ସେହି ସମୟରେ ହିଁ ମୁଁ ଯାଇ ଗୋପାଳ ଦାସକୁ ଦେଖା କରିବି । ଜେଲ୍ ଭିତରକୁ ତ ଖାଇବା ନେଇକି ଯିବାର ଅନୁମତି ମିଳିବ ନାହିଁ । ଯଦି ଅନୁମତି ମିଳିଯାଏ ।

ତେବେ ଗୋପାଳ ପଖାଳ ଖାଇବ ବୋଲି କହୁଥିଲା । ତେଣୁ ମୁଁ ତା’ ପାଇଁ ପଖାଳ ଭାତ, ଶୁଖୁଆ ଭଜା, ମାଛ ଭଜା, ଆଳୁ ଓ ବାଇଗଣ ଭର୍ତ୍ତା ଯାହା କହିବ ତାହା ନେଇକି ଜିବି । ଆଉ ଯେତେବେଳେ ଗୋପାଳ ଘରକୁ ମୁକୁଳିକି ଆସିବ । ସେତେବେଳେ ଆଗେ ମୁଁ ତାକୁ ବନ୍ଦାପନା କରି ମୋ ଘରକୁ ପାଛୋଟିକି ନେଇ ଆସିବି । ମୋର ବିଶ୍ବାସ ଯେ ଗୋପାଳ ଦାସ ବହୁତ ଶୀଘ୍ର ଜେ-ଲରୁ ମୁକୁଳି ଯିବ ତେବେ ବନ୍ଧୁଗଣ ମିନତୀ ବହିଦାର ଏପରି କିଛି ମିଡ଼ିଆ ସାମ୍ନାରେ ମୁହଁ ଖୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *