ନିଜକୁ ଅବବିବାହିତ କହି ଆନ୍ଧ୍ରରେ ଏକ ଯୁବତୀଙ୍କୁ ପ୍ରେଗ-ନେଣ୍ଟ କରି ଫେ-ରାର ହୋଇଗଲା ନିମାପଡା ଟୋକା

ସବୁ ମଣିଷ ନିଜ ଜୀବନରେ ଥରୁଟିଏ ହେଲେବି ପ୍ରେମ ନିଶ୍ଚିତ କରି ଥାଆନ୍ତି,ହେଲେ କିଛି ଜଣ ନିଜ ପ୍ରେମରେ ସଫଳ ହୋଇ ଥାଆନ୍ତି ଆଉ କିଛି ବିଫଳ ହୋଇ ଥାଆନ୍ତି।ହେଲେ ଏବେର ସମାଜରେ ଏପରି ଅନେକ ପ୍ରେମ କାହାଣୀ ରହିଛି ଯେଉଁଥିରେ କି ପ୍ରେମିକ ଏବଂ ପ୍ରେମିକା ମାନଙ୍କ ପାଇଁ ଭଲ ପାଇବା ଏକ ବାହାନା ଥାଏ ଶାରୀ-ରିକ ସ-ମ୍ପର୍କ ମୂଳ ଲକ୍ଷ୍ୟ ଥାଏ।କାମ କରିବାକୁ ଆନ୍ଧ୍ର ପ୍ରଦେଶ ଗଲେ ଆଉ ସେଠାରେ ଏକ ଝିଅକୁ ଗର୍ଭ-ବତୀ କରି ଛାଡି ଚାଲି ଆସିଲେ। ଆଉ ଯୁବତୀ ଏବେ ଘର ଆଗକୁ ଆସିଛନ୍ତି ଧାରଣା ଦେବାକୁ।

ଯୁବତୀଙ୍କ ବୟସ ଯେତେବେଳେ କମ୍ ଥିଲା ସେହି ଦିନଠାରୁ ଶାରୀ-ରିକ ସ-ମ୍ପର୍କ ରଖି ଆସୁଥିଲେ,ଯେତେ ସୁଖ ପାରୁଥିଲେ ସେତେ ନେଉଥିଲେ ଆଉ ଏବେ ଆବର୍ସନ୍ ହେଲାନି ଯେତେବେଳେ ଡାକ୍ତର ଯେତେବେଳେ ମନା କରିଦେଲେ। ଏବେ ପେଟରେ ରହି ଯାଇଛି ଛଅ ମାସର ଶିଶୁ।ରସିକ ପ୍ରେମିକ ଏହି କଥା ଶୁଣି ଆନ୍ଧ୍ର ପ୍ରଦେଶରୁ ଡିଆଁ ମା-ରିଥିଲା। ଆଉ ଏବେ ଯୁବତୀ ଆସି ଘରେ ପହଞ୍ଚି ଯାଇଛନ୍ତି। ତେବେ ନିମାପଡ଼ାର ଜଣେ ବିବାହିତ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭ-ବତୀ କରିଦେବା ପରେ ସେଠାରେ ତାଙ୍କୁ ଛାଡି ଦେଇ ଚାଲି ଆସିଥିଲେ।

ଏହାପରେ ଯୁବତୀ ତାମିଲନାଡୁରୁ ଆସି ନିମାପଡ଼ାରେ ପହଞ୍ଚି ଯାଇଥିଲେ। ଯୁବକର ପରିବାର ଲୋକ ଗା-ଳି ଗୁ-ଲଜ କରିବା ସହ ମା-ଡ ମା-ରିଥିବା ନିମାପଡ଼ା ଥା-ନାରେ ଅଭି-ଯୋଗ କରିଛନ୍ତି ଗର୍ଭ-ବତୀ ଯୁବତୀ ଜଣକ। ବିଶାଖାପାଟଣା ଜିଲ୍ଲା କେକେବିଦି ଦାରକତା ଅଞ୍ଚଳର କିଲ ଶକୁନ୍ତଳା ନାମକ ଜଣେ ଯୁବତୀ ତାମିଲନାଡୁ ଦିରୁପୁର ଅଞ୍ଚଳରେ ଏକ କମ୍ପାନୀରେ ରହି କାମ କରୁଥିଲେ। ଆଉ ସେହି ସମୟରେ ପୁରୀ ଜିଲ୍ଲା ନିମାପଡ଼ା ଥା-ନା ବିଷ୍ଣୁପୁର ଗ୍ରାମର ପ୍ରକାଶ ବେହେରା ନାମକ ଏହି ଯୁବକ ଜଣକ ବିବାହିତ ହୋଇ ମଧ୍ୟ ତାମିଲନାଡୁରେ ଏକ ଗୋରୁ ଫାର୍ମରେ କାମ କରୁଥିଲେ।

କାମ କରିବା ବେଳେ ଯୁବତୀଙ୍କୁ ଅବିବାହିତ କହି ଯୁବତୀଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଲେ। ଆଉ ଏମିତି କି ବିଶ୍ଵାସ ଜନ୍ମାଇବା ପାଇଁ ମନ୍ଦିରକୁ ନେଇ ଯୁବତୀଙ୍କ ମୁଣ୍ଡରେ ସିନ୍ଦୂର ମଧ୍ୟ ଦେଲେ। ଆଉ 2015 ମସିହା ଠାରୁ ଯୁବତୀଙ୍କ ସହ ରହି ଆସୁଥିଲେ। ଯୁବତୀଙ୍କ ସହ ଦୀର୍ଘ ନଅ ବର୍ଷ ଧରି ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖୁଥିଲେ, ଆଉ ଏବେ ଯୁବତୀ ଜଣକ ଛଅ ମାସର ଗର୍ଭ-ବତୀ,ଏପଟେ ଯୁବକ ଆଉ ଧରା ଛୁଆଁ ଦେଉନାହିଁ ଆଉ ତାର ପରିବାର ଲୋକ ଗା-ଳି ଗୁ-ଲଜ କରିବା ସହ ମା-ଡ ମଧ୍ୟ ମା-ରିଛନ୍ତି। ଯୁବତୀ ମଧ୍ୟ କହିଛନ୍ତି କି ତାଙ୍କୁ ନ୍ୟା-ୟ ନମିଳିଲେ ସେ କୁଆଡେ ଯିବେ ନାହିଁ।

Leave a Reply

Your email address will not be published. Required fields are marked *