“ଶାଶୂଘରେ ଡ୍ରେସପିନ୍ଧିଲେ ମୋତେ ଲାଗୁଛି ମୁଁ ଯେମିତି ବାହା ହେଇନି”

ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣାମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଅମେ କହୁଛୁ ମି ପୁଚପୁଚଙ୍କ କଥା।ସେ ନୂଆ ନୂଆ ବିବାହ କରିଛନ୍ତି ଏବଂ ନିଜ ପାରିବାରିକ ଜୀବନ କିପରି ଅତିବାହିତ କରୁଛନ୍ତି ସେ ବିଷୟରେ ଗଣମାଧ୍ୟମ ଆଗରେ କହିଛନ୍ତି।

ମି ପୁଚ ପୁଚ କହିଛନ୍ତି ସେ ଡ୍ରେସ ପିନ୍ଧିଲେ ତାଙ୍କୁ ଲାଗୁଛି ସେ ଯେମିତି ବାହା ହେଉନାହାନ୍ତି।ସେ କହିଛନ୍ତି ତାଙ୍କ ଶଶୁର ତାଙ୍କୁ ବହୁତ୍ ଭଲ ପାଆନ୍ତି।ଶାଢ଼ୀ ପିନ୍ଧିବାକୁ ମଧ୍ୟ କେହି ବାଧ୍ୟ କରନ୍ତି ନାହିଁ ବୋଲି କହିଛନ୍ତି।ସେ କହିଛନ୍ତି ତାଙ୍କ ଶସୁରଙ୍କ ମତରେ ଗୋଟେ ଡ୍ରେସର ସାଳିନତା ଏବଂ ଭାଦ୍ରତା ରହିବା ଦରକାର।

ମି ପୁଚପୁଚଙ୍କ କହିବା କଥା ତାଙ୍କ ଶାଶୁଘରେ ଡ୍ରେସ ପିନ୍ଧିବାକୁ ସମସ୍ତେ କହୁଛନ୍ତି।ମି ପୁଚପୁଚଙ୍କ କହିବା କଥା ତାଙ୍କ ସ୍ଵାମୀ ଟିକେ ମିଛ କୁହନ୍ତି।ସେ କହିଛନ୍ତି ସେ ତାଙ୍କ ସ୍ବାମୀଙ୍କୁ ଶାଗ ଖାଇବାକୁ ଦେଇଥିଲେ କିନ୍ତୁ କେତେବେଳେ ଦେଇଥିଲେ ତାଙ୍କ ସ୍ଵାମୀ ଭୁଲିଯାଇଛନ୍ତୀ।

ମି ପୁଚପୁଚଙ୍କ ସ୍ବାମୀ କହିଛନ୍ତି ୪,୫ଦିନର କଥା ତାଙ୍କର ମନେ ନାହିଁ।ମି ପୁଚପୁଚ କହିଛନ୍ତି ସେ ତାଙ୍କ ସ୍ବାମୀଙ୍କ ସବୁ କଥା ମନେ ରଖିଛନ୍ତି କିନ୍ତୁ ତାଙ୍କ ସ୍ଵାମୀ ମନେ ରଖିନାହାନ୍ତି।ସେ କହିଛନ୍ତି ତାଙ୍କ ବାପ ଘରକୁ ବହୁତ୍ ମିସ୍ କରୁଛନ୍ତି ବୋଲି।ସେ କହିଛନ୍ତି ତାଙ୍କ ଶାଶୁ ମଧ୍ୟ କହନ୍ତି କଲେଜରୁ ଆସିଲାବେଳେ ସେ ତାଙ୍କ ଘର ବୁଲିଆସିବାକୁ। ସେ ଯାଇଥିଲେ ମଧ୍ୟ କିନ୍ତୁ ସେ କହିଛନ୍ତି ସେ ଘରକୁ ଗଲାକୁ ବେଶୀ ଇମୋସୋନାଲ ହୋଇଯାଉଛନ୍ତି ବୋଲି କହିଛନ୍ତି।ତାଙ୍କ ସ୍ଵାମୀ ମଧ୍ୟ କହିଛନ୍ତି ତାଙ୍କୁ ନୂଆ ନୂଆ ଟିକେ ଆଡଜଷ୍ଟ ପାଇଁ ଟାଇମ୍ ଲାଗିବ।ଧୀରେ ଧୀରେ ସବୁ ଠିକ୍ ହେଇଯିବ।

Leave a Reply

Your email address will not be published. Required fields are marked *