ଏପଟେ ପ୍ରେମିକାକୁ ହ-ତ୍ୟା କରି ଫ୍ରିଜ ଭିତରେ ରଖିଦେଲା ପ୍ରେମିକ,ଆଉ ସେପଟେ ଆଉ ଜଣେ ଝିଅକୁ ବେଦିରେ ବସି ହେଲା ବାହା ……….

ଦିଲ୍ଲୀର ବାବା ହରିଦାସ ନଗର ଥା-ନା ଅଞ୍ଚଳରୁ ଏପରି ଏକ ହ-ତ୍ୟାକା-ଣ୍ଡ ଘ-ଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିବାପରେ ଆପଣଙ୍କ ଲୋ-ମ ଟାଙ୍କୁରି ଉଠିବ। ବାହାଘର ଦିନ ପ୍ରେମିକାକୁ ମା-ରି ଫ୍ରିଜ୍‌ରେ ରଖିଲା ନୃ-ଶଂସ ପ୍ରେମିକ। ପ୍ରେମିକାକୁ ହ-ତ୍ୟା କରି ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଲା ପ୍ରେମିକ।

ଏକ ଢାବାର ଫ୍ରିଜ୍‌ରୁ ପୋ-ଲିସ୍‌ ଯୁବତୀଙ୍କ ମୃ-ତଦେ-ହ ଉ-ଦ୍ଧାର କରିବା ସହ ଅଭି-ଯୁକ୍ତ ପ୍ରେମିକକୁ ଗି-ରଫ କରିଛି। ତେବେ ସୂଚନାଅନୁସାରେ ମୃ-ତ ଯୁବତୀଙ୍କ ନାମ ନିକ୍କି ଏବଂ ଅଭି-ଯୁକ୍ତ ପ୍ରେମିକର ନାମ ସାହିଲ। ଉଭୟ ନିକ୍କି ଏବଂ ସାହିଲ ପରସ୍ପରକୁ ଦୀର୍ଘ ବର୍ଷ ଧରି ଜାଣିଥିଲେ।

ଯେତେବେଳେ ସାହିଲ ଏସଏସସି ପରୀକ୍ଷା ପାଇଁ ଉତ୍ତମ ନଗର ସ୍ଥିତ ଏକ କୋଚିଂ ସେଣ୍ଟରକୁ ଯାଉଥିଲେ, ସେହି ସମୟରେ ନିକ୍କି ଅନ୍ୟ ଏକ ଇନଷ୍ଟିଚ୍ୟୁଟ୍‌ରେ ପଢ଼ୁଥିଲେ।ଉଭୟ ଗୋଟିଏ ବସ୍‌ରେ ଯିବାଆସିବା କରୁଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ତାପରେ ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା।

2018 ରେ ଉଭୟ ଲିଭ୍‌-ଇନ୍‌ରେ ରହିଥିଲେ। କିନ୍ତୁ ସାହିଲ ନିଜ ପରିବାର ଲୋକଙ୍କୁ ଏସବୁ ବିଷୟରେ କିଛି ଜଣାଇ ନଥିଲା। ଉଭୟ ଏକାଠି ରହି ଖୁସିରେ ଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। କିନ୍ତୁ ଯେତେବେଳେ ନିକ୍କି ଜାଣିବାକୁ ପାଇଲେ ଯେ ସାହିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି, ଏହାପରେ ଉଭୟଙ୍କ ମଧ୍ୟରେ ଝ-ଗଡ଼ା ଆରମ୍ଭ ହୋଇଥିଲା।

ଯେଉଁଥିପାଇଁ ନିକ୍କିଙ୍କୁ ହ-ତ୍ୟା କରିବା ପାଇଁ ସାହିଲ ଯୋଜନା କରିଥିଲା। ଯୋଜନା ଅନୁସାରେ ସାହିଲ ସକାଳେ ନିକ୍କିଙ୍କୁ ହ-ତ୍ୟା କରିଥିଲା। ଏହା ପରେ ସେହି ଦିନ ସନ୍ଧ୍ୟାରେ ଘର ଲୋକଙ୍କ କଥାରେ ସେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲା।

ତେବେ ଘଟ-ଣାକୁ ତ-ଦନ୍ତ କରି ପୋ-ଲିସ ଯେତେବେଳେ ପ୍ରେମିକକୁ ଗି-ରଫ କଲା ସେତେବେଳେ ହ-ତ୍ୟାକା-ରୀ ପ୍ରେମିକ ଦୋ-ଷ ସ୍ୱୀକାର କରି କହିଲା ଯେ,”ସେ ଫେବୃଆରୀ 10 ତାରିଖ ଦିନ ଦିଲ୍ଲୀର ଆଇଏସବିଟି ନିକଟରେ କାର୍‌ ଭିତରେ ମୋବାଇଲ କେବୁଲରେ ନିକ୍କିର ତ-ଣ୍ଟି ଚି-ପି ହ-ତ୍ୟା କରିଥିଲା।

ହ-ତ୍ୟା ପରେ ମୃ-ତଦେ-ହକୁ ଗାଡ଼ି ଭିତରେ ରଖି ସେ ଚାରିଆଡ଼େ ବୁଲିଥିଲା। ଶେଷରେ ଏକ ଢାବାର ଫ୍ରିଜ୍‌ରେ ମୃ-ତଦେ-ହକୁ ଲୁ-ଚାଇ ଘଟ-ଣାସ୍ଥ-ଳରୁ ଫେ-ରାର ହୋଇଯାଇଥିଲା।” ତେବେ ସୂଚନା ପାଇବା ପରେ ପୋ-ଲିସ୍‌ ଘଟ-ଣାସ୍ଥଳରେ ପହଞ୍ଚି ମୃ-ତଦେ-ହକୁ ଉ-ଦ୍ଧାର କରିଥିଲା ଏବଂ ପ୍ରେମିକକୁ ଗି-ରଫ କରିଥିଲା।-

Leave a Reply

Your email address will not be published. Required fields are marked *