ଚୌଦ୍ୱାର ଜେ-ଲରେ କେମିତି ଅଛି ଗୋପାଳ ?

ଚୌଦ୍ବାର ଜେ-ଲରେ ପହଞ୍ଚିବା ପରେ ଏବେ ହ-ତ୍ୟାକା-ରୀ ଗୋପାଳ କିପରି ଅବସ୍ଥାରେ ଅଛି। ଗୋପାଳର ସୁର-କ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ସ୍ୱୟଂ ଜେ-ଲ ବିଭାଗ ଡିଜି ମନୋଜ ଛାବ୍ରା। ଗୋପାଳ ଦାସ ରହୁଥିବା 3 ନମ୍ବର ସେଲକୁ ଜେ-ଲ ଡିଜି ନିଜେ ତନଖି ଥିବାବେଳେ ଗୋପାଳକୁ କ-ଡ଼ାକ-ଡ଼ି ନଜର ରଖିବା ପାଇଁ ଜେ-ଲ କର୍ତ୍ତୃପକ୍ଷଙ୍କୁ ଡିଜି ନି-ର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଗୋପାଳ ରହୁଥିବା ସେଲରେ ସିସିଟିଭି କ୍ୟାମେରା ଲଗାଯାଇ ତାକୁ କଡ଼ା ନଜର ଭିତରେ ରଖିଛନ୍ତି ଜେଲ କର୍ତ୍ତୃପକ୍ଷ। ତେବେ ଗତକାଲି ହିଁ ଅଭି-ଯୁକ୍ତ ଗୋପାଳ ଝାରସୁଗୁଡ଼ା ଜେ-ଲ୍‌ରୁ କଟକ ଚୌଦ୍ବାର ମଣ୍ଡଳ କାରାଗାରରେ ପହଞ୍ଚିଥିଲା।

ଚୌଦ୍ବାର ଜେ-ଲ୍‌ର 3 ନମ୍ବର ସେଲ୍‌ରେ ଅଭି-ଯୁକ୍ତକୁ ରଖାଯାଇଛି। ଏଥିପାଇଁ ଜେ-ଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ବତନ୍ତ୍ର ସୁର-କ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଚୌଦ୍ବାର ଜେ-ଲ୍‌ରେ ସ୍ବତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ଗୋପାଳକୁ ରଖାଯାଇଛି। ଝାରସୁଗୁଡ଼ା ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବ୍‌ଜେଲରୁ ମଙ୍ଗଳବାର ଗୋପାଳକୁ ସ୍ଥାନାନ୍ତର କରାଯାଇଥିଲା।

ସୁର-କ୍ଷା ଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଥିଲେ। ଏହାପରେ ଅଭି-ଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେ-ଲ୍‌ରେ ଏକ ହାଇ ସିକ୍ୟୁରିଟି ସେଲ୍‌ରେ ରଖାଯାଇଛି। ଏକ ସ୍ବତନ୍ତ୍ର ଟିମ୍‌ 24 ଘଣ୍ଟା ଧରି ସୁର-କ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି।ପ୍ରଥମେ ଜେ-ଲ ବିଭାଗ ତରଫରୁ ଗୋପାଳ ଦାସକୁ ଝାରସୁଗୁଡ଼ା ସବ୍‌ଜେଲରୁ ସ୍ଥାନାନ୍ତର କରିବା ପାଇଁ ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରାଯାଇଥିଲା।

ତେବେ ଜେ-ଲ ବିଭାଗ ଡିଜିଙ୍କ ଅନୁସାରେ ଝାରସୁଗୁଡ଼ା ନବ ଦାସଙ୍କ ଅଞ୍ଚଳ ହୋଇଥିବାରୁ ଗୋପାଳର ଜୀବନ ପ୍ରତି ବିପ-ଦ ଥିବା ଆଶଙ୍କା କରି ସେଠାରୁ ସ୍ଥାନାନ୍ତର ହେବା ପାଇଁ କୋର୍ଟକୁ ଆବେଦନ କରାଯାଇଥିଲା। ତେବେ ସୁର-କ୍ଷା ଦୃଷ୍ଟିରୁ ଗୋପାଳକୁ କଟକ ଚୌଦ୍ବାର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର ପାଇଁ ମଙ୍ଗଳବାର ଦିନ ଝାରସୁଗୁଡ଼ା କୋର୍ଟ ଅନୁମତି ଦେଇଥିଲେ।

Leave a Reply

Your email address will not be published. Required fields are marked *