ସେ ପ୍ରଯୋଜକ ମୋ ସହିତ ଜେଲ୍ ରେ ଥିଲା ଆଉ କହୁଥିଲା ମୋ ସହିତ ମିଶିଲେ ମୁଁ ଝିଅଙ୍କ ସହ ସେ-କ୍ସ୍ କରେଇବାର ମଜା ଦେବି

ବନ୍ଧୁଗଣ ସୂଚନା ଅନୁସାରେ ଓଲିଉଡ ଷ୍ଟାର ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀ-ଡିତ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ତେବେ ଚିକିତ୍ସା ପାଇଁ ପ୍ରାୟ ୫୦/୬୦ ଲକ୍ଷ ଟଙ୍କା ଦରକାର ବୋଲି ଆପଣମାନେ ଜାଣିଥିବେ ନିଶ୍ଚୟ । ତେଣୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଆଗ ଧାଡ଼ିର କଳାକାର ପ୍ରଯୋଜକ ଡାଇରେକ୍ଟର ସବୁ ସାହାର୍ଯ୍ୟ ପାଇଁ ଆଗକୁ ଆଗେଇ ଆସିଛନ୍ତି । ଏହାରି ମଧ୍ୟରେ ଜଣେ ସୁତାଂଶୁ ନାମକ ପ୍ରଯୋଜକ ଗତ କିଛି ଦିନ ତଳେ ଅଭିନେତା ପିନ୍ଟୁ ନନ୍ଦଙ୍କୁ ତାଙ୍କ ସ୍ଵାସ୍ଥବସ୍ତା ଖରାପ ସମୟରେ ଆର୍ଥିକ ସାହାଜ୍ଯର ହାତ ବଢାଇବା ପାଇଁ ୫୦ ହଜାର ଟଙ୍କାର ଚେକ୍ ସାଇନ କରିକି ଯାଇଥିଲେ ।

କିନ୍ତୁ କୁଆଡ଼େ ସେ ୫୦, ୦୦୦ ଟଙ୍କାର ଚେକଟି ବାଉନ୍ସ ହୋଇ ଯାଇଥିଲା । ଯାହା ବବି ମିଶ୍ର ମିଡିଆ ସାମ୍ନାରେ କହିବା ପରେ ବହୁ ମାତ୍ରାରେ ଭାଇରାଲ ହୋଇଥିଲା । ନିଜର ପବ୍ଲିସିଟି ପାଇଁ ଲୋକର ଯେକୌଣସି ଦୁଃ-ଖ ସମୟର ଖାତିର ନକରି ପବ୍ଲିସିଟି ପାଇଁ ଏଠାକୁ ଆସି ପ୍ରହସନ କରୁଛନ୍ତି ବୋଲି କଡ଼ା ମନ୍ତବ୍ୟ ଦେଇଥିଲେ ଅଭିନେତା ବବି ମିଶ୍ର । ତାପରେ ଉକ୍ତ ପ୍ରଯୋଜକ ସୁତାଂଶୁ ନାମରେ ବିଭିନ୍ନ କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାରି ମଧ୍ୟରେ ପପୁ ସିଂ ନାମକ ଜଣେ ଯୁବକ ପ୍ରଯୋଜକ ସୁତାଂଶୁଙ୍କ ନାମରେ ଅଭି-ଯୋଗ ଆଣି କହିଛନ୍ତି ଯେ, “ଆଜ୍ଞା ଯେତେବେଳେ ୨୦୨୦ ମସିହାରେ କିଛି କାରଣରୁ କୌଣସି ଅସୁବିଧା ଯୋଗୁଁ ମୁଁ କଷ୍ଟଡିରେ ଜେ-ଲ୍ ଯାଇଥିଲି । ସେଠାକୁ ଗଲା ପରେ ମୁଁ ୯ ନମ୍ୱର ରୁମରେ ପ୍ରଥମେ ରହିଥିଲି । ମୋତେ ଝାରପଡ଼ା ଜେ-ଲରୁ ସେଠାକୁ ପଠା ଯାଇଥିବା ୭ ଦିନ କ୍ୱାରେଣ୍ଟାଇନରେ ରଖି ପଠାଇବା ପରେ ମୋତେ ୨୩ ନମ୍ୱର ରୁମ୍ ମିଳିଥିଲା ଯେଉଁଠି ୩୦ ପାଖାପାଖି ଲୋକ ରହୁଥିଲେ।

ମୁଁ ଦୀପ୍ତି ମହାନ୍ତି ଓରଫ୍ ସୁତାଂଶୁଙ୍କ ସାଇଡରେ ହିଁ ଶୁଏ । ସେତେବେଳେ ସେ କହିଥିଲା ମୁଁ ଫିଲ୍ମ ପ୍ରଡ୍ୟୁସର୍ । ମୋ ବାପାଙ୍କ ଟେଣ୍ଟ ହାଉସ୍ କାମ ଅଛି । ଆଉ ଘର ହେଉଛି କେନ୍ଦ୍ରାପଡ଼ାରେ । ତାପର ମୋ ସହିତ ମିଶିଲା କଥାବାର୍ତ୍ତା ଭଲ କଲା । ଆଉ ତାର ଗୋଟେ ଖରାପ ଗୁଣ ହେଲା ରାତିରୁ ଉଠି କାଗଜପତ୍ର ଖେଳେଇ କରି କଣସବୁ ଲେଖାଲେଖି କରେ । ତାପରେ ଥରେ କହିଲା ଜେ-ଲରେ ଯେଉଁମାନେ ସବୁ ଆସାମୀ ଅଛନ୍ତି ତାଙ୍କୁ ନେଇ ଫିଲ୍ମ୍ କରିବାକୁ ଚାହେଁ । ପରେ ମୁଁ ବୁଝିବାରୁ ଜଣେ କହିଲା ସେ ଗୋଟେ ଚୋ-ର ଟେ । ୟାର ତାର ଗାଡ଼ି ନେଇଯାଏ । ପିଣ୍ଟୁ ନନ୍ଦଙ୍କୁ ସାହାର୍ଯ୍ୟ ପାଇଁ ତାର ଟଙ୍କାକର ଔକାତ ନାହଁ” ।

Leave a Reply

Your email address will not be published. Required fields are marked *