ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରିବାକୁ ନେଇ ମୁହାଁମୁହିଁ ହେଲେ ବବି ମିଶ୍ର ଏବଂ ଫିଲ୍ମ ପ୍ରଡ୍ୟୁସର୍………….

ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସବାସ କରନ୍ତି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘ-ଟଣା ମାନ ଘ-ଟୁଛି। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

ବବି ମିଶ୍ର କହିଛନ୍ତି ଯେ ପଇସା ଦେବେ କହିକି ଫଲ୍ସ ଚେକ୍ ଲୋକ ଦେଇଛନ୍ତି।ଏପରି କାମ କରି ଗଣମାଧ୍ୟମ ଆଗରେ ଗୋଟେ ପ୍ରହସନ କରିଛନ୍ତି।ହଁ ଆଜ୍ଞା ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା ପିଣ୍ଟୁ ନନ୍ଦ ଯିଏ କି କିଛିଦିନ ହେବ ହସ୍ପିଟାଲରେ ଆଡମିଟ ଅଛନ୍ତି ତାଙ୍କୁ ଅନେକଲୋକ ଆର୍ଥିକ ସାହାଯ୍ୟ କରୁଛନ୍ତି।ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ଭଲ ରହିଥିବା ବବି ମିଶ୍ର କହିଛନ୍ତି।ସେ କହିଛନ୍ତି ଲୋକମାନଙ୍କ ଭଲ ପାଇବା ,ସେମାନଙ୍କ ଅନୁଦାନ ଫଳରେ ପିଣ୍ଟୁ ନନ୍ଦ ଆଜି ଠିକ୍ ହବାରେ ଲାଗିଛନ୍ତି।

ଫିଲ୍ମ ପ୍ରଡ୍ୟୁସର୍ ଦେଇଥିବା ଚେକ୍ଟଟି ବାଉନ୍ସ ହେଇଛି ବୋଲି ଜାଣିବା ପରେ ସେ ପ୍ରଡ୍ୟୁସର୍ କହିଛନ୍ତି ଯେ ସେ ୧୦ହଜାର ଟଙ୍କା ଦେବାକୁ ଯାଇଥିଲେ।କିନ୍ତୁ ବବି ମିଶ୍ର ତାଙ୍କୁ କହିଥିଲେ ୫୦ହଜାର ଟଙ୍କା ଦେବାପାଇଁ।ସେ ଦେବେ ବୋଲି ମଧ୍ୟ ଚେକ୍ରେ ଦସ୍ଥକତ ମଧ୍ୟ କରିଥିଲେ।କିନ୍ତୁ ରାତିରେ ତାଙ୍କର ସ୍ତ୍ରୀଙ୍କ ସହ ଫିଲ୍ମ ପ୍ରଡ୍ୟୁସର୍ ଝ-ଗଡ଼ା ହେଇଥିଲା।ତାଙ୍କ ସ୍ତ୍ରୀଙ୍କ କହିବା କଥା ସେ ସେହି ଟଙ୍କାକୁ ଗରିବ ମାନଙ୍କୁ ଦେବାପାଇଁ।ଫିଲ୍ମ ପ୍ରଡ୍ୟୁସର୍ ତାପରେ ବବି ମିଶ୍ର ତାଙ୍କୁ କହିଥିଲେ ଚେକଟିକୁ ୩ଦିନ ପରେ ବ୍ୟାଙ୍କରେ ଡିପଜିଟ କରିବାକୁ।

କିନ୍ତୁ ବବି ମିଶ୍ର ଚେକକୁ ଇସୁ କରି ତାଙ୍କୁ ବଦ-ନାମ କରାଯାଉଛି ବୋଲି କହିଛନ୍ତି।ସେ ଫିଲ୍ମ ପ୍ରଡ୍ୟୁସର୍ କହିଛନ୍ତି ସେ ଏବେବି ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି।ସେ ଏବେ ବି ୫୦ ହଜାର ଟଙ୍କା ଦେବାକୁ ରାଜି ଅଛନ୍ତି।ସେ ନିଜ ହାତରେ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ଯାଇ ଟଙ୍କା ଦେବେ ବୋଲି କହିଛନ୍ତି।ସେ ମଧ୍ୟ ଅଭି-ଯୋଗ ଆଣିଛନ୍ତି କି ବବି ମିଶ୍ର କେତେ ଟଙ୍କା ସାହାଯ୍ୟ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *