ପୁଣି ମୁଁହ ଖୋଲିଲେ ଗୋପାଳଙ୍କ ପତ୍ନୀ : “ମୋ ସ୍ୱାମୀ ଯେଉଁ ଭୁଲ୍ କରିଛନ୍ତି ତାଙ୍କୁ ଦ-ଣ୍ଡ ଦିଅ କିନ୍ତୁ ତାଙ୍କ ଜୀବନ ବଞ୍ଚାଇ ଦିଅ”

ଏବେ ଗୋପାଳଙ୍କ ପତ୍ନୀଙ୍କ ମନରେ ଛନକା ପଶିଛି । ତାଙ୍କ ସ୍ୱାମୀ ଗୋପାଳ ଦାସ ଜେ-ଲରେ ରୁହନ୍ତୁ ପଛେ କିନ୍ତୁ ଜୀବିତ ହେଇ ରୁହନ୍ତୁ । ଏଭଳି କିଛି ସ-ନ୍ଦେହ ଗୋପାଳଙ୍କ ସ୍ତ୍ରୀ କରୁଥିବା ନେଇ ଚର୍ଚା ହେଉଛି । ତାଙ୍କ ସ୍ବାମୀଙ୍କ ଉପରେ ଜେ-ଲ୍ ଭିତରେ ବି-ପଦ ଥିବା କଥା ଜାଣି ସେ ଏବେ ଭ-ୟରେ ସବୁବେଳେ ଚିନ୍ତାରେ ରହୁଛନ୍ତି । ତାଙ୍କ ସ୍ଵାମୀଙ୍କର ଜେ-ଲ୍ ଭିତରେ କିଛି ହୋଇ ଯିବନି ତୋ ଏହା ଭାବି ଭାବି ତଙ୍କର ସମୟ କଟୁଛି । ଯଦି ଦେଖିବା ଗୋପାଳ ମଧ୍ଯ ଏହା ପୁର୍ବରୁ ତା ଜୀବନ ପ୍ରତି ବି-ପଦ ଥିବା କଥା କ୍ରାଇମବ୍ରାଞ୍ଚକୁ କହିଥିଲା ।

ରି-ମାଣ୍ଡ ସମୟରେ ଜେ-ରା ଚାଲିଥିବା ବେଳେ ଏମିତି କିଛି କ୍ରାଇମବ୍ରାଞ୍ଚକୁ କହିଥିଲା ଗୋପାଳ । କାରଣ ସେ ଯେତେବେଲେ ଝାସୁଗୁଡାରେ ଥିଲା ସେବେ ତାକୁ ଅନେକ ଥର ଧ-ମକ ମଧ୍ଯ ମିଳିଛି । ଜେ-ଲ୍ ଭିତରେ ମଧ୍ଯ ଏମିତି ଲୋକ ଅଛନ୍ତି ଯେଉଁମାନେ ତାଙ୍କୁ ମା-ରିବାକୁ ଚାହୁଁଛନ୍ତି ବୋଲି କ୍ରାଇମବ୍ରାଞ୍ଚକୁ କହିଥିଲା ଗୋପାଳ । ଯାହାପରେ ବର୍ତମାନ ଗୋପାଳର ସ୍ତ୍ରୀ ମଧ୍ଯ ସେମିତି କିଛି ଅଭି-ଯୋଗ ଆଣିଛନ୍ତି । ସୂଚନାଯଗ୍ୟ ଯେ ଗୋପାଳର ନାର୍କୋ ଟେଷ୍ଟ ସରିଗଲା ପରେ ଚୌଦ୍ୱାର ଜେ-ଲ୍‌ରେ ପହଞ୍ଚିଲା ଗୋପାଳ ।

କଡ଼ା ସୁର-କ୍ଷା ବଳୟ ମଧ୍ୟରେ ତାକୁ ଚୌଦ୍ୱାର କାରାଗାର ପରିସରକୁ ଅଣାଯାଇଛି । ସେ ପୂର୍ବରୁ ଝାରସୁଗୁଡ଼ା ସବ୍‌ଜେ-ଲ୍‌ରେ ଥିଲା । ସେଠାରୁ ତାକୁ ସ୍ଥାନାନ୍ତର କରାଯାଇଛି । ତାକୁ ଝାରସୁଗୁଡ଼ା ସବ୍‌ ଜେ-ଲ୍‌ରୁ ସ୍ଥାନାନ୍ତର କରିବାକୁ ଯେଏମଏଫସି କୋର୍ଟ ଅନୁମତି ଦେଇଥିଲେ । ପୂର୍ବତନ ସ୍ୱର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ହ-ତ୍ୟା ମାମ-ଲାରେ ସେ ଏବେ ବିଚା-ରାଧୀନ କଏଦି ଭାବେ ସଜା କା-ଟୁଛି । ଖବର ଅନୁସାରେ, ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା ମାମ-ଲାରେ ସୁର-କ୍ଷା ଦୃଷ୍ଟିରୁ ଗୋପାଳକୁ ଝାରସୁଗୁଡ଼ା ଜେ-ଲରୁ ଚୌଦ୍ୱାର ଜେ-ଲ୍ ସ୍ଥାନାନ୍ତର କରା ଯାଇଥିଛି । ଚୌଦ୍ୱାର ଜେ-ଲ୍‌ରେ ଗୋପାଳଙ୍କୁ ୨୪ ଘଣ୍ଟିଆ ପହରା ମଧ୍ୟରେ ରଖାଯିବ ବୋଲି ଜଣାପଡ଼ିଛି ।

ଏହାସହ ଜେ-ଲ୍‌ରେ ଗୋପାଳଙ୍କ ତଦାରଖ ପାଇଁ ଜେ-ଲ ସୁପରିଟେଣ୍ଡେଣ୍ଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏନେଇ ଜେ-ଲ ବିଭାଗ ସୂଚନା ଦେଇଛି । ତେବେ ସ୍ଥାନାନ୍ତର ପୂର୍ବରୁ ଗୋପାଳର ବ-ୟାନ ରେ-କର୍ଡ ହୋଇଛି । ସୂଚନା ଥାଉକି, ମଙ୍ଗଳବାର କୋର୍ଟରେ ହାଜର ହୋଇଥିଲା ନବ ଦାସ ହ-ତ୍ୟାକା-ରୀ ଗୋପାଳ ଦାସ । କଡା ସୁର-କ୍ଷା ମଧ୍ୟରେ ଗୋପାଳକୁ ଜେ-ଲରୁ ଆଣି କୋର୍ଟରେ ହାଜର କରା ଯାଇଥିଲା । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସିଆରପିସି ୧୬୪ ଧାରାରେ ଗୋପାଳର ବ-ୟାନ ରେ-କର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *