50 ହଜାର କଣ ତାର ଆକାଉଣ୍ଟରେ 5 ଟଙ୍କା ବି ନଥିବ, ଖାଇବା ପାଇଁ ପଇସା ନାହିଁ ପ୍ରଯୋଜକ ହେବାକୁ ଚାଲିଆସିଛି।:-

ପିଣ୍ଟୁ ନନ୍ଦଙ୍କୁ ଜଣେ ପ୍ରଯୋଜକ 50 ହଜାର ଟଙ୍କାର ଚେକ ଦେବା ପରେ ତାହା ବାଉନ୍ସ ହେବାର ଖବର ତ ଆପଣ ନିଶ୍ଚୟ ଶୁଣିଥିବେ। ଯେଉଁଥିରେ ଅଭିନେତା ବବି ମିଶ୍ର ଗାଳି କରିବା ସହ ବ୍ୟକ୍ତିଟିକୁ ଠ-କ ବୋଲି କହିଛନ୍ତି। ଲୋକମାନେ ମଧ୍ୟ ମିଡିଆ ଆଗରେ ସେହି ବ୍ୟକ୍ତିଙ୍କୁ ଗା-ଳି କରୁଛନ୍ତି ଏବଂ ଗୋଟେ ଚୋ-ର ବୋଲି କହୁଛନ୍ତି।

ତେବେ ଜଣେ ବ୍ୟକ୍ତି କହିଛନ୍ତି ଯେ, ” ସେହି ଲୋକଟି ପରମ ଠ-କ। ତାର ନାମ ରଶ୍ମି ରଞ୍ଜନ ମହାନ୍ତି। ଡାକ ନାମ ବୁବୁନୁ। ମୁଁ ବାଟରେ ଯାଉଥିବା ବେଳେ ହଠାତ ମୋ ପାଖକୁ ଆସି କାର ଠିଆ କରିଦେଲା। ଆଉ କହିଲା ଯେ ମୋ କାରର କିଛି ଅସୁବିଧା ହେଇଯାଇଛି ଗାଡି ଗଡ଼ିବ ନାହିଁ।

ମୁଁ ଜଣେ ପ୍ରଯୋଜକ। ମୋ ବାପା ଆପୋଲ ହସ୍ପିଟାଲରେ କାମ କରନ୍ତି। ମୁଁ ଜଣକ ଘରକୁ ଯିବାକୁ ଏବେ ଚାହୁଁଛି। ମତେ ଟିକେ ନେଇକି ଛାଡିଦିଅନ୍ତୁ। ଏହାପରେ ମୁଁ ତାକୁ ନେଇକି ଗଲି। ସେ ଘରେ କିନ୍ତୁ କେହି ନଥିଲେ। ମତେ ସେଠାରେ ବସାଇ କଥାବାର୍ତା ହେବା ଭିତରେ ହଠାତ ମୋ ଗାଡି ନେଇ ଫେ-ରାର ହୋଇଗଲା।

ମୁଁ ତା ନାମରେ ଥା-ନାରେ ଅଭି-ଯୋଗ କଲି। ତାପରେ ପୋ-ଲିସ କହିଲା ଯେ ଏହି ଲୋକଟି ଜଣେ ବଡ ଚୋ-ର। ତା ନାମରେ ଅନେକ ଚୋ-ରି ମାମ-ଲା ସାମିଲ ଅଛି। ବ୍ୟକ୍ତିଟି କେଉଁଠି ରହୁଛି। ତାର ବାପା ମାଆ କିଏ ସେ ସବୁର ସୂଚନା ରହିଛି।

ତେବେ ଅଭି-ଯୋଗ ପରେ ପୋ-ଲିସ ବ୍ୟକ୍ତିଟିକୁ ଧରିଥିଲା ଏବଂ ମତେ ମୋ ଗାଡି ଫେରସ୍ତ ମିଳିଥିଲା। ଏପରି ବ୍ୟକ୍ତିର ଆକାଉଣ୍ଟରେ 5 ଟଙ୍କା ବି ନଥିବ। ଆଉ ଇଏ କଣ ପିଣ୍ଟୁ ଭାଇଙ୍କୁ 50 ହଜାର ଦବ।”

Leave a Reply

Your email address will not be published. Required fields are marked *